1
ମାଥିଉଲିଖିତ ସୁସମାଚାର 1:21
ପବିତ୍ର ବାଇବଲ (CL) NT (BSI)
ତାଙ୍କର ଗୋଟିଏ ପୁତ୍ର ଜାତ ହେବ। ତାଙ୍କ ନାମ ‘ଯୀଶୁ’ ରଖିବ, କାରଣ ସେ ନିଜ ଲୋକମାନଙ୍କୁ ପାପରୁ ରକ୍ଷା କରିବେ।”
قارن
اكتشف ମାଥିଉଲିଖିତ ସୁସମାଚାର 1:21
2
ମାଥିଉଲିଖିତ ସୁସମାଚାର 1:23
ସେହି ଭବିଷ୍ୟବାଣୀ ହେଉଛି, “ଜଣେ କୁମାରୀ ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବେ। ସେହି ପୁତ୍ର ‘ଇମ୍ମାନୁୟେଲ’ ନାମରେ ଅଭିହିତ ହେବେ। ଇମ୍ମାନୁୟେଲ ଅର୍ଥ ଈଶ୍ୱର ଆମ୍ଭମାନଙ୍କର ସହିତ ଅଛନ୍ତି”।
اكتشف ମାଥିଉଲିଖିତ ସୁସମାଚାର 1:23
3
ମାଥିଉଲିଖିତ ସୁସମାଚାର 1:20
ସେ ଏହା ଭାବିବାବେଳେ ଜଣେ ସ୍ୱର୍ଗଦୂତ ତାଙ୍କୁ ସ୍ୱପ୍ନରେ ଦର୍ଶନ ଦେଇ କହିଲେ, “ହେ ଦାଉଦବଂଶଜ ଯୋସେଫ! ମରିୟମଙ୍କୁ ପତ୍ନୀ ସ୍ୱରୂପେ ଗ୍ରହଣ କରିବାକୁ ଭୟ କର ନାହିଁ, କାରଣ ପବିତ୍ରାତ୍ମାଙ୍କ ଦ୍ୱାରା ତାଙ୍କର ଗର୍ଭ ସଞ୍ଚାର ହୋଇଛି।
اكتشف ମାଥିଉଲିଖିତ ସୁସମାଚାର 1:20
4
ମାଥିଉଲିଖିତ ସୁସମାଚାର 1:18-19
ଏହା ହେଉଛି ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ବୃତ୍ତାନ୍ତ। ତାଙ୍କ ମାତା ମରିୟମଙ୍କର ଯୋସେଫଙ୍କ ସହିତ ନିର୍ବନ୍ଧ ହୋଇଥିଲା। କିନ୍ତୁ ସେମାନଙ୍କର ବିବାହ ସମ୍ପନ୍ନ ହେବା ପୂର୍ବରୁ ମରିୟମ ଜାଣିଲେ ଯେ ପବିତ୍ର ଆତ୍ମାଙ୍କ ଦ୍ୱାରା ତାଙ୍କର ଗର୍ଭ ସଞ୍ଚାର ହୋଇଛି। ଯୋସେଫ ସବୁବେଳେ ନ୍ୟାୟସଙ୍ଗତ କାର୍ଯ୍ୟ କରୁଥିଲେ। ଅତଏବ ମରିୟମଙ୍କୁ ଲୋକନିନ୍ଦାରୁ ରକ୍ଷା କରିବାଲାଗି ଗୁପ୍ତରେ ନିର୍ବନ୍ଧଟିକୁ ଭାଙ୍ଗିଦେବା ପାଇଁ ଉପାୟ ପାଞ୍ôଚଲେ।
اكتشف ମାଥିଉଲିଖିତ ସୁସମାଚାର 1:18-19
الصفحة الرئيسية
الكتاب المقدس
خطط
فيديوهات