1
ଜଅନ୍ 20:21-22
ସତିଅର୍ ବାଟ୍, ନୁଆ ନିୟମ୍, 2020
ଜିସୁ ଆରି ତରେକ୍ ସେମନ୍କେ କଇଲା “ତମ୍କେ ସାନ୍ତି ମିଲ ! ବାବା ପର୍ମେସର୍ ମକେ ଜେନ୍ତି ପାଟାଇଆଚେ, ସେନ୍ତିସେ ମୁଇ ତମ୍କେ ପାଟାଇଲିନି ।” ତାର୍ ପଚେ ଜିସୁ ସେମନର୍ ଉପ୍ରେ ପୁଣ୍ଡ୍ଲା ଆରି “ତମେ ସୁକଲ୍ ଆତ୍ମାକେ ନାମା !”
Compare
Explore ଜଅନ୍ 20:21-22
2
ଜଅନ୍ 20:29
ଜିସୁ ତାକେ କଇଲା, “ତୁଇ ମକେ ଦେକିକରି ବିସ୍ବାସ୍ କଲୁସ୍ନି କି ? ମାତର୍ ଜନ୍ ଲକ୍ମନ୍ ମକେ ନ ଦେକିକରି ମିସା ବିସ୍ବାସ୍ କଲାଇନି, ସେମନ୍ କେତେ ସାର୍ଦା ପାଇବାଇ ! ”
Explore ଜଅନ୍ 20:29
3
ଜଅନ୍ 20:27-28
ତାର୍ ପଚେ ଜିସୁ ତମାକେ କଇଲା, “ତର୍ ଆଙ୍ଗ୍ଟି ଇତି ସଙ୍ଗଇ ମର୍ ଆତ୍ ଦେକ୍, ଆରି ମର୍ ପାଞ୍ଜ୍ରାଇ ଆତ୍ ପୁରାଇ ଦେକ୍ । ଆରି କେବେ ମିସା ବିସ୍ବାସ୍ କରିନାଇ ବଲି କଅ ନାଇ, ମାତର୍ ବିସ୍ବାସ୍ କର୍ ।” ତମା ଜିସୁକେ କଇଲା, “ଏ ମର୍ ମାପ୍ରୁ, ଏ ମର୍ ପର୍ମେସର୍ !”
Explore ଜଅନ୍ 20:27-28
Home
Bible
Plans
Videos