1
ମାର୍କ 4:39-40
ସତିଅର୍ ବାଟ୍, ନୁଆ ନିୟମ୍, 2020
ସେଡ୍କିବେଲେ ଜିସୁ ଉଟି ପବନ୍କେ ଦମ୍କାଇ ଦେଇ ଲଅଡିକେ କଇଲା, “ତବିର୍ ଅଇ ଚୁପ୍ ର ।” ସେଡ୍କି ବେଲେ ପବନ୍ ବନ୍ଦ୍ ଅଇଲା, ଆରି ସବୁ ତବିର୍ ଅଇଲା । ଆରି ସେ ସିସ୍ମନ୍କେ କଇଲା, “କାଇକେ ଏତେକ୍ ଡର୍ଲାସ୍ନି ? ତମ୍କେ ଏବେଜାକ ମର୍ଲଗେ ବିସ୍ବାସ୍ ନାଇ କି ?”
Compare
Explore ମାର୍କ 4:39-40
2
ମାର୍କ 4:41
ସେମନ୍ ବେସି ଡରି ଜାଇକରି ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ, “ତେବେ ଏ କେ ଜେ, ପବନ୍ ଆରି ଲଅଡି ମିସା ତାର୍ ଆଦେସ୍ ମାନ୍ଲାଇନି ?”
Explore ମାର୍କ 4:41
3
ମାର୍କ 4:38
ସେଡ୍କିବେଲେ ଜିସୁ ଡଙ୍ଗାର୍ ପଚ୍ ଚଟୁ ମାର୍ବା ଲଗେ ମଚ୍ଲା ମୁଣ୍ଡିସାକରି ସଇଦେଇ ରଇଲା । ସିସ୍ମନ୍ ତାକେ ଉଟାଇ କଇଲାଇ, “ଏ ଗୁରୁ, ଆମେ ବୁଡିଜିବୁବେ, ତମ୍କେ କାଇ ଚେତ୍ନା ନାଇ ?”
Explore ମାର୍କ 4:38
4
ମାର୍କ 4:24
ଆରି ଜିସୁ ସେମନ୍କେ କଇଲା, “କାଇଟା ସୁନ୍ଲାସ୍ନି, ସେ ବିସଇ ଏତାଇକରି ଜାଗରତ୍ ରୁଆ । ଜନ୍ ନାପେ ତମେ ନାପ୍ସା, ସେ ନାପେ ପର୍ମେସର୍ ତମ୍କେ ନାପ୍ସି, ଆରି ତାର୍ତେଇଅନି ଅଦିକ୍ ।
Explore ମାର୍କ 4:24
5
ମାର୍କ 4:26-27
ଆରି ସେ କଇଲା, “ପର୍ମେସରର୍ ରାଇଜ୍ ଏନ୍ତାରି । ଗଟେକ୍ ଲକ୍ ନିଜର୍ ପଦାଇ ବିଅନ୍ ବୁନ୍ସି । ଆରି, ସେ ଦିନ୍ବେଲେ କି ରାତିବେଲେ, ସଇଲେ କି କାମ୍ କଲେ ମିସା ବିଅନ୍ କେନ୍ତି ଆଁକ୍ରି ବଡ୍ସି, ସେଟା ନାଜାନେ
Explore ମାର୍କ 4:26-27
6
ମାର୍କ 4:23
ଜଦି ଜାକେ ନିକ ସଙ୍ଗ୍ ସୁନ୍ବାର୍ ଆଚେ, ସେ ନିକ ସଙ୍ଗ୍ ସୁନ ।”
Explore ମାର୍କ 4:23
Home
Bible
Plans
Videos