YouVersion Logo
Search Icon

ଆଦି ପୁସ୍ତକ 37:6-7

ଆଦି ପୁସ୍ତକ 37:6-7 ODIAOV-BSI

କାରଣ ସେ ସେମାନଙ୍କୁ କହିଲା, ମୁଁ ଯେଉଁ ସ୍ଵପ୍ନ ଦେଖିଅଛି, ନିବେଦନ କରୁଅଛ, ତାହା ଶୁଣ। ଦେଖ, ଆମ୍ଭେମାନେ କ୍ଷେତରେ ବିଡ଼ା ବାନ୍ଧୁଥିଲୁ, ତହିଁରେ ଦେଖ, ମୋହର ବିଡ଼ା ଉଠି ଛିଡ଼ା ହେଲା; ପୁଣି ଦେଖ, ତୁମ୍ଭମାନଙ୍କ ବିଡ଼ାସବୁ ମୋʼ ବିଡ଼ାକୁ ଚାରିଆଡ଼େ ଘେରି ପ୍ରଣାମ କଲେ।