YouVersion Logo
Search Icon

ମାର୍କଲିଖିତ ସୁସମାଚାର 12:29-31

ମାର୍କଲିଖିତ ସୁସମାଚାର 12:29-31 ODCLBSI

ଯୀଶୁ ଉତ୍ତର ଦେଲେ, “ଇଶ୍ରାୟେଲୀୟ ଲୋକମାନେ ଶୁଣ - ସବୁଠାରୁ ଶ୍ରେଷ୍ଠ ଆଜ୍ଞାଟି ହେଉଛି, ‘ଆମ୍ଭମାନଙ୍କ ପ୍ରଭୁ ଈଶ୍ୱର ଏକମାତ୍ର ପ୍ରଭୁ। ପ୍ରଭୁ ଈଶ୍ୱରଙ୍କୁ ସମ୍ପୂର୍ଣ୍ଣ ହୃଦୟ, ସମ୍ପୂର୍ଣ୍ଣ ଆତ୍ମା, ସମ୍ପୂର୍ଣ୍ଣ ମନ, ଶକ୍ତି ସାମର୍ଥ୍ୟ ଦେଇ ପ୍ରେମ, ଭକ୍ତି କର।’ ଦ୍ୱିତୀୟ ଶ୍ରେଷ୍ଠ ଆଜ୍ଞା ହେଉଛି, ‘ତୁମେ ପଡ଼ୋଶୀକୁ ଆତ୍ମତୁଲ୍ୟ ପ୍ରେମ କର।’ ଏହି ଦୁଇଟି ଅପେକ୍ଷା ଶ୍ରେଷ୍ଠତର ଆଜ୍ଞା ଆଉ ନାହଁ।”

Free Reading Plans and Devotionals related to ମାର୍କଲିଖିତ ସୁସମାଚାର 12:29-31