YouVersion Logo
Search Icon

ମାର୍କଲିଖିତ ସୁସମାଚାର 13:24-25

ମାର୍କଲିଖିତ ସୁସମାଚାର 13:24-25 ODCLBSI

“ସେହି ଦୁର୍ଦ୍ଦିଗ ଆସିବା ପରେ ସୂର୍ଯ୍ୟ ଅନ୍ଧକାରମୟ ହେବ, ଚନ୍ଦ୍ର ଆଲୋକଶୂନ୍ୟ ହୋଇଯିବ, ନକ୍ଷତ୍ରମାନେ ଆକାଶରୁ ଖସ ପଡ଼ିବେ ଏବଂ ମହାଶୂନ୍ୟର ଗ୍ରହ ଉପଗ୍ରହ କକ୍ଷଚ୍ୟୁତ ହେବେ।

Video for ମାର୍କଲିଖିତ ସୁସମାଚାର 13:24-25

Free Reading Plans and Devotionals related to ମାର୍କଲିଖିତ ସୁସମାଚାର 13:24-25