YouVersion Logo
Search Icon

ଲୁକ୍‌ 17:26-27

ଲୁକ୍‌ 17:26-27 NTSAA20

ନଅ ରଇଲା ବେଲା ଲକ୍‌ମନ୍‌ ଜେନ୍ତାରି ରଇଲାଇ ସେନ୍ତାରିସେ ପର୍‌ମେସରର୍‌ ଟାନେଅନି ଆଇଲା ନର୍‌ପିଲା ମୁଇ ବାଉଡି ଆଇବାବେଲେ ଲକ୍‌ମନ୍‌ ରଇବାଇ । ସେବେଲାଇ ନଅ ବଡେଟା ପାନିଜାଜେ ପୁର୍‌ବା ଦିନ୍‌ ଜାକ ଲକ୍‌ମନ୍‌ ଅବ୍‌କାସେ ରଇଲାଇ । ସେମନ୍‌ ବଜି କର୍‌ବାର୍‌, ଦାଙ୍ଗ୍‌ଡି ଆନ୍‌ବାର୍‌, ଆରି ଦାଙ୍ଗ୍‌ଡି ଦେବାର୍‌ କର୍‌ତେ ରଇଲାଇ । ପଚେ ବେସି ପାନିଅଇ ସବୁ ଡାବିଅଇଲା । ନଅ ଆରି ତାର୍‌ କୁଟୁମର୍‌ ଲକ୍‌କେ ଚାଡି ସବୁ ଲକ୍‌କେ ପାନି ବୁଡାଇ ପାକାଇଲାଇ ।