ଲୁକ୍ 6:29-30
ଲୁକ୍ 6:29-30 NTSAA20
ଜେ ତମ୍କେ ଗଟେକ୍ ଗାଲେ ଚାପଡ୍ ମାର୍ସି, ତାକେ ଆରିଗଟେକ୍ ଗାଲ୍ ମିସା ଦେକାଇଦିଆସ୍ । ଜେ ତମର୍ ଚାଦର୍ ଦାରିଜାଇସି, ତାକେ ତମର୍ ପିନ୍ଦ୍ଲାଟା ନେବାକେ ମିସା ମନା କରାନାଇ । ଜେ ତମ୍କେ ମାଙ୍ଗ୍ସି, ତାକେ ଦିଆସ୍ । ଆରି ଜେ ତମର୍ ଦନ୍ ସଁମ୍ପତି ଉଦାର୍ ନେଇସି, ତାର୍ଟାନେଅନି ସେଟା ଆରିତରେକ୍ ମାଙ୍ଗାନାଇ ।