ମାର୍କ 12:43-44
ମାର୍କ 12:43-44 NTSAA20
ତାର୍ପଚେ ଜିସୁ ତାର୍ ସିସ୍ମନ୍କେ ଲଗେ ଡାକି କଇଲା, “ମୁଇ ତମ୍କେ ସତ୍ କାତା କଇଲିନି, ଏ ସବୁ ସାଉକାର୍ ଲକ୍ମନ୍ ଦେଲା ଡାବୁତେଇଅନି, ଏ ଅର୍କିତ୍ ରାଣ୍ଡି ମାଇଜି ଅଦିକ୍ ଦେଲାଆଚେ । କାଇକେବଇଲେ ସବୁ ଲକ୍ମନ୍ ସେମନ୍କେ ଦର୍କାର୍ ଅଇକରି ଅଗଲ୍ଲା ଡାବୁ ଦେଲାଇଆଚତ୍ । ମାତର୍ ଏ ଗରିବ୍ ରାଣ୍ଡି ମାଇଜି, ସେ ବଁଚ୍ବାପାଇ ଜେତ୍କି ଡାବୁ ରଇଲା, ସେ ସବୁ ଦେଲାଆଚେ” ବଲିକରି କଇଲା ।