YouVersion Logo
Search Icon

ମାର୍‌କ 13:9

ମାର୍‌କ 13:9 NTSAA20

“ଏନ୍ତି ସବୁ ଅଇବା ବେଲା ତମେ ଜାଗ୍‌ରତ୍‌ ରୁଆ । ଲକ୍‌ମନ୍‌ ତମ୍‌କେ ବାନ୍ଦିକରି ବିଚାର୍‌ କର୍‌ବା ଲକ୍‌ମନ୍‍କେ ସର୍‌ପିଦେବାଇ । ସେମନ୍‌ ନିଆଇ କର୍‌ବା ଜାଗାଇ ତମ୍‌କେ ମାରିପାକାଇବାଇ । ତମେ ମର୍‌ ସିସ୍‌ ଅଇରଇବା ଲାଗି, ସାସନ୍‌ କର୍‌ବା ଲକ୍‌ମନର୍‌ଟାନେ ଆରି ରାଜାମନର୍‌ ମୁଆଟେ ଟିଆ କରାଇବାଇ । ତମେ ମର୍‌ଟାନେ ବିସ୍‌ବାସ୍‌ କଲା ବିସଇ ତେଇ ସାକି ଦେଇସା ।