YouVersion Logo
Search Icon

ମାର୍‌କ 16:4-5

ମାର୍‌କ 16:4-5 NTSAA20

ସେମନ୍‌ ସେ ଜାଗାଇ କେଟିକରି ଦେକ୍‌ଲାବେଲେ, ଏଦେ ଦେକା ! ସେ ବଡ୍‌ ଚାଚଡା ପାକ୍‌ନା ଗୁଚିଜାଇରଇଲା । ସେବେଲା ସେମନ୍‌ ସେ ଜାଗା ବିତ୍‌ରେ ପୁରିକରି ଦେକ୍‌ଲାବେଲେ ଗଟେକ୍‌ ବିଜ୍‌ଲି ପାରା ଜଗ୍‌ଜଗି ଜାଇତେରଇବା ଦବ୍‌ ପଚିଆ ପିନ୍ଦିରଇବା ଦାଙ୍ଗ୍‌ଡା, ଜିସୁର୍‌ ମଡ୍‌ ସଙ୍ଗଇରଇଲା ଜାଗାର୍‍ ଉଜାବାଟେ ବସିରଇଲା । ସେଟା ଦେକି ସେମନ୍‌ ବେସି ଡରିଜାଇ କାବା ଅଇଗାଲାଇ ।