YouVersion Logo
Search Icon

ଆଦି ପୁସ୍ତକ 4:10

ଆଦି ପୁସ୍ତକ 4:10 OERV

ଏହା ପରେ ସଦାପ୍ରଭୁ କହିଲେ, “ତୁମ୍ଭେ କ’ଣ କଲ? ତୁମ୍ଭ ଭାଇର ରକ୍ତ ଭୂମିରୁ ଆମ୍ଭ ପ୍ରତି ଡାକ ପକାଉଛି।