YouVersion Logo
Search Icon

ଲୁକ 24

24
ଯୀଶୁ ଜୀବନ୍ ହାଇକ୍‍ରି ଉଟ୍‍ଲା
(ମାଥି. ୨୮:୧-୧୦; ମାର୍କ ୧୬:୧-୮; ଯୋହ. ୨୦:୧-୧୦)
1ଆର୍ ବିଶାଉଣିଦିନ୍ ବର୍ ସ୍‍କାଳ୍ ମାଇଜି ଟକିମ୍‌ନ୍ ସେମ୍‍ନ୍ ତିଆର୍ କ୍‌ରିରିଲା ବାସ୍‍ନା ଚିକାଣ୍ ଦ୍‍ରିକ୍‍ରି ମ୍‍ସ୍‍ଣେ ଗ୍‍ଲାଇ। 2ଆରେକ୍‌, ସେମ୍‍ନ୍ ମ୍‍ସ୍‍ଣେ ହ୍‍ଣି ଗ୍‍ର୍‍ନା ଟେଡା ଗୁଚି ରିଲାର୍ ଦ୍‍କ୍‍ଲାଇ, 3ମ୍‍ତର୍ ସେମ୍‍ନ୍ ବିତ୍‌ରେ ଗ୍‍ଲାଇ ଆର୍ ଯୀଶୁ ମାପ୍‌ରୁର୍ ମ୍‌ଲା ଗ୍‌ଗାଳ୍‌କେ ଜୁଇ ଜାଗାଇ ସ୍‍ଙ୍ଗାଇ ରିଲାଇ ସେତି ହାଇ ନ୍‌କେଲାଇ।
4ଆର୍ ସେତି ସେମ୍‍ନ୍ ଟିଆଅଇ ସେ ବିଷୟେ କ୍‌ନ୍ ଅଇଲି ବ୍‍ଲି କାବା କାବା ଅଉତି ରିଲାଇ ସେଡେବ୍‍ଳ୍ ଦ୍‌କା, ଦୁଇ ଲକ୍ ଦବ୍‍ଳା ହ୍‍ଚିଆ ହ୍‍ଜି ସେମ୍‍ନ୍‍କାର୍ ଲ୍‌ଗେ ହଚ୍‍ଲାଇ। 5ସେମ୍‍ନ୍ ଡିରିକ୍‍ରି ତାକାର୍ ମୁଉ ଲସାଇ କ୍‍ରି ବୁଏଁ ଦ୍‍କ୍‍ଲାଇ, ସେଡେବ୍‍ଳ୍ ସେମ୍‍ନ୍ ସେ ଟକିମ୍‍ନ୍‍କେ କଇଲାଇ, “ମ୍‌ଲା ଲକ୍‍ମ୍‍ନ୍‍କାର୍ ବିତ୍‌ରେ କାଇତାକ୍ ତୁମି ଜୀବନ୍ ରିଲା ଲକ୍‌କେ କଜୁଲାସ୍?
6ସେ ଇତି ନାଇ, ମ୍‍ତର୍ ଜୀବନ୍ ହାଇକ୍‍ରି ଉଟ୍‍ଲା ଆଚେ, ମାନାଇ ହିଲା ଯେ ସ୍‌ତ୍‌କ୍‌ରି ପାପିମ୍‍ନ୍‌‍କାର୍ ଆତେ ଦ୍‍ରାଇ ଅଉତି ଆର୍ କୁର୍‍ଶକାଟେ ମ୍‍ର୍‍ତି ଆର୍ ତିନିଦିନ୍ ଉତାରେ ଆରେକ୍‌ ଜୀବନ୍ ହାଇକ୍‍ରି ଉଟେଦ୍, 7ଇ ଜୁଇକ୍‍ତା ଗାଲିଲୀ ଜିଲାଇ ରିଲାବ୍‍ଳ୍ ତୁମୁକ୍‍ମ୍‌ନ୍‍କେ ମାନାଇ ହିଲା କଇରିଲା, ସେ କ୍‌ତାକେ ମ୍‌ନେ ହ୍‍କାଉଆ।”
8ତ୍‍ବେ ସେ ଟକିମ୍‌ନ୍ କଇଲା କ୍‌ତାକେ ମ୍‌ନେ ହ୍‍କାଇଲାଇ, 9ଆରେକ୍‌ ସେମ୍‍ନ୍ ମ୍‍ସ୍‍ଣେ ହ୍‍ଣି ଲେଉଟି ହ୍‌ଳାଇଲାଇ ଆର୍ ଇ ସ୍‌ବୁ ଗଟ୍‍ଣା ଏଗାର୍ ଗଟ୍ ହ୍‌ଟାଇରିଲା ଚେଲାମ୍‍ନ୍‍କେ ଆର୍ ବିନ୍‌ସ୍‌ବୁ ଚେଲାମ୍‍ନ୍‍କେ ହେଁ ଜାଣାଇଲାଇ। 10ଏମ୍‌ନ୍ ମଗ୍‌ଦଲୀନୀ ମରୀୟମ୍, ଯୋହାନା, ଯାକୁବାର୍ ଆଇସି ମରୀୟମ୍ ଆର୍ ତାକାର୍ ସ୍‍ଙ୍ଗ୍‍ ରିଲା ବିନ୍‌ସ୍‌ବୁ ଟକିମ୍‌ନ୍। ଇ ସ୍‌ବୁ ଗଟ୍‌ଣାକେ ହ୍‌ଟାଇଲା ଚେଲାମ୍‍ନ୍‍କେ ଇ ସ୍‍ବୁକ୍‍ତା ଜାଇକ୍‍ରି କଇଲାଇ।
11ମ୍‍ତର୍ ହ୍‌ଟାଇଲା ଲକ୍‍ମ୍‍ନ୍ ଇ ସ୍‌ବୁ କ୍‌ତାକେ ମିଚ୍‌କ୍‍ତା ବ୍‍ଲି ବାବ୍‍ଲାଇ ଆର୍ ସେମ୍‍ନ୍‍କାର୍ କ୍‌ତାକେ ବିଶ୍‌ବାସ୍‌ ନ୍‌କେଲାଇ। 12ମ୍‍ତର୍ ପିତର୍ ଉଟ୍‍ଲା ଆର୍ ସିଦା ମ୍‍ସ୍‍ଣେ ଗ୍‍ଲା ଆର୍ ସେତି ଦବ୍‍ଳା ହ୍‍ଚିଆ ରିଲାର୍ ଦ୍‍କ୍‍ଲା, ମ୍‍ତର୍ ସେ ଯୀଶୁର୍ ଗ୍‌ଗାଳ୍‌କେ ସେତି ନ୍‌ଦେକେ, ଜୁଇ ଜୁଇରି ଗଟିରିଲି ସେ ବିଷଇ ବାବି ବାବି ସେ ଗ୍‍ରେ ଲେଉଟି ଗ୍‍ଲା।
ଯୀଶୁ ଇମ୍ମାୟୁ ର୍‌ସ୍‌ତାଇ ଜଳେକ୍ ଚେଲାକେ ଦ୍‍କାଇ ଅଇଲା
(ମାର୍କ ୧୬:୧୨,୧୩)
13ସେଦିନ୍ ଯୀଶୁର୍ ଜଳେକ୍ ଚେଲାମ୍‌ନ୍ ଯିରୁଶାଲମ୍‌ ହ୍‍ଣି ଇମ୍ମାୟୁ ବ୍‍ଲି ଗଟେକ୍ ଗାମେ ଜାତିରିଲାଇ, ଇଗାମ୍ ଯିରୁଶାଲମ୍‌ ହ୍‍ଣି ଏଗାର୍ କିଲମିଟର୍ ଦୁରିର୍ ର୍‌ସ୍‌ତା ରିଲି 14ସେମ୍‍ନ୍ ତାକାର୍ ତାକାର୍ ବିତ୍‌ରେ ସେ ଗଟିରିଲା ଗଟ୍‍ଣା ବିଷୟେ କ୍‌ତାବାର୍‍ତା କ୍‍ରି ଜାତିରିଲାଇ।
15ସେମ୍‍ନ୍ କ୍‌ତାବାର୍‍ତା କ୍‍ରି ଜାତାବ୍‍ଳ୍ ଯୀଶୁ ନିଜେ ସେମ୍‍ନ୍‍କାର୍ ଲ୍‌ଗେ ଆଇଲା ଆର୍ ସେମ୍‍ନ୍‍କାର୍ ସ୍‍ଙ୍ଗ୍‍ ମିସିକ୍‌ରି ଇଣ୍ତ୍‍ଲାଇ। 16ମ୍‍ତର୍ ସେମ୍‍ନ୍ ଯୀଶୁକେ ଦ୍‍କ୍‍ଲାଇ ମ୍‍ତର୍ ଚିନୁ ନ୍‌ହାର୍‍ଲାଇ, ବ୍‍ଲେକ୍ ତାକାର୍ ଆକି ଗଟ୍ ହାକାର୍ ବ୍‍ନ୍ଦ୍ ଅଇରିଲି।
17ଯୀଶୁ ସେମ୍‍ନ୍‍‍କେ କଇଲା, “କାଇ ବିଷୟେ ତୁମିମ୍‍ନ୍ କ୍‌ତାବାର୍‍ତା କ୍‍ରି ଜ୍‌ମ୍‌ଲାସ୍, ଆର୍ ସେସ୍‍ବୁ ବିଷୟ୍ କାଇରି?” ତ୍‍ବେ ସେମ୍‍ନ୍ ମ୍‌ନ୍‌ଦୁକ୍ ଅଇ ଟିଆ ଅଇଲାଇ। 18ସେମ୍‍ନ୍‍କାର୍ ବିତ୍‌ରେ କୟାଫା ନାଉର୍ ଗଟେଲକ୍ ତାକେ ଉତର୍‍ଦିଲା, “ଯିରୁଶାଲମ୍‌ ସ୍‌ହରେ ବାସାକ୍‌ରିରିଲା ସ୍‍ବୁ ଲକ୍‍ମ୍‍ନ୍ ଗ୍‍ଲା କ୍‌ତି ଦିନାର୍ ଗଟ୍‍ଣା ଜାଣି ଆତ୍‍ତି, ମ୍‍ତର୍ ତୁଇ ଏକ୍‍ଲା କାଇରି ବାହାରାର୍ ଲକ୍ କି ଯେ ଇ ସ୍‌ବୁ ଗଟ୍‍ଣା ବିଷୟେ ନ୍‍ଜାଣ୍‍ସି?”
19ସେ ସେମ୍‌ନ୍‌କେ ହ୍‌ଚାର୍‌ଲା, “କାଇ କାଇ ଗଟ୍‍ଣା ଗ୍‌ଟିଆଚେ?” ସେମ୍‍ନ୍ ତାକେ କଇଲା, “ନାଜରିତୀୟ ଯୀଶୁର୍ ବିଷୟ୍। ସେ ମାନାଇ ଇଶ୍ୱର୍‌ ଲ୍‌ଗେ ଆର୍ ସ୍‍ବୁ ଲକ୍‍ମ୍‍ନ୍‍କାର୍ ଲ୍‌ଗେ କାମେ ଆର୍ କ୍‌ତାଇ ଗଟେକ୍ ବ୍‍ଡ୍ ଶ୍‌କ୍‌ତିମାନ୍ ବବିଶତ୍ କ୍‌ତା କ୍‌ଉତା ଲକ୍‌ରିଲା, 20ଆର୍ ଅମାର୍‌ମ୍‍ନ୍‍କାର୍ ମୁକିଆ ଜାଜକ୍‍‍ମ୍‌ନ୍ ଆର୍ ଶାସନ୍‌କ୍‌ର୍‌ତା ଲକ୍‍ମ୍‍ନ୍ ତାକେ ମ୍‌ର୍‌ନେ ମାରୁକ୍ ସ୍‌ହ୍‍ରି ଦିଲାଇ ଆର୍ ସେମ୍‍ନ୍ ଯୀଶୁକେ କୁର୍‍ଶକାଟେ ମ୍‌ର୍‌ନେ ମାର୍‌ଲାଇ।
21ମ୍‍ତର୍ ଅମିମ୍‍ନ୍ ଇସ୍ରାଏଲ୍ ଦେଶ୍‌କେ ଉଦାର୍‌ କ୍‍ରେଦ୍ ବ୍‌ଲି, ଅମିମ୍‌ନ୍ ସେରି ଆଶା କ୍‌ରିରିଲୁ। ମ୍‍ତର୍ ଆଜିକେ ତିନିଦିନ୍ ଅଇଲି ଇ ଗଟ୍‍ଣା ଗଟି କ୍‍ରି ସ୍‌ର୍‌ଲିବେ।
22ଅମାର୍ ବିତ୍‌ରାର୍‌ କ୍‍ତେକ୍ ମାଇଜି ଟକିମ୍‌ନ୍ ଅମୁକେ ଚାନିଆ କ୍‌ଲାଇ ଆତ୍‍ତି। ସେମ୍‍ନ୍ ଆଜି ସ୍‍କାଳ୍ ମ୍‌ସୁଣ୍ ଲ୍‌ଗେ ଜାଇରିଲାଇ। 23ମ୍‍ତର୍ ସେମ୍‍ନ୍ ସେତି ଯୀଶୁର୍ ମ୍‌ଲା ଗ୍‌ଗାଳ୍‌କେ ଦ୍‌କୁ ନ୍‌ହାରି କ୍‍ରି ଲେଉଟି ଆଇଲାଇ ଆର୍ ଆସି ସ୍‍ବୁ ଲକ୍‌ମ୍‍ନ୍‌କେ କଇଲାଇ, ଯେ ସେମ୍‍ନ୍ ଦୂତ୍‌ମ୍‌ନ୍‌କେ ଦ୍‍କ୍‍ଲାଇ ସେ ଦୂତ୍‌ମ୍‌ନ୍ ଯୀଶୁ ଜୀବନ୍ ହାଇକ୍‍ରି ଉଟିଆଚେ ବ୍‍ଲି କଇଲାଇ। 24ଅମାର୍ ଦ୍‌ଳାର୍ କ୍‍ତେକ୍ ଲକ୍ ହେଁ ସେ ମ୍‍ସ୍‍ଣେ ଗ୍‍ଲାଇ, ଆର୍ ସେ ଟକିମ୍‌ନ୍ କଇଲା ହର୍ ଦ୍‍କ୍‍ଲାଇ, ମ୍‍ତର୍ ସେମ୍‍ନ୍ ହେଁ ଯୀଶୁକେ ଦ୍‌କୁ ନ୍‌ହାର୍‍ଲାଇ।” 25ତ୍‍ବେ ଯୀଶୁ ସେମ୍‍ନ୍‍‍କେ କଇଲା, “ନିର୍‍ବୁଦିଆ ଲକ୍‍ମ୍‍ନ୍ ଯେ କ୍‍ନ୍‍କ୍‍ରି ତୁମିମ୍‍ନ୍ ବବିଶତ୍ କ୍‌ତା କ୍‌ଉତା ଲକ୍‌ମ୍‌ନ୍‌ କଇରିଲା କ୍‌ତାସ୍‍ବୁ ଅଳ୍‌କ୍‌ ବିଶ୍‌ବାସ୍‌ କ୍‍ରୁଲାସ୍, 26ସେସ୍‍ବୁ ଦୁକ୍‍କ୍‍ଷ୍ଟ ହାଇକ୍‌ରି ତାର୍ ହ୍‌ଚେ ମଇମା ତ୍‌ଇ ହୁରାଉତା ଖ୍ରୀଷ୍ଟର୍ କାଇ ଦ୍‌ର୍‌କାର୍ ନ୍‌ରିଲି?” 27ମୋଶାର୍‌ ବିଦିବିଦାନ୍ ଆର୍ ବିନ୍‌ସ୍‌ବୁ ବବିଶତ୍ କ୍‌ତା କ୍‌ଉତା ଲକ୍‌ମ୍‌ନ୍‌ ଲେକିରିଲା ବାକ୍ୟ ତ୍ଇହ୍‍ଣି ଆରମ୍ କ୍‍ରି ସ୍‍ବୁ ଦ୍‌ର୍‌ମ୍ ଶାସ୍‌ତର୍ ତ୍‌ଇ ତାର୍ ବିଷୟେ ଲେକିରିଲା କ୍‌ତାସ୍‍ବୁ ସେମ୍‍ନ୍‍‍କେ ବୁଜାଇ ଦିଲା।
28ସେମ୍‍ନ୍ ଜୁଇ ଗାମେ ଜାତିରିଲାଇ, ସେ ଗାମ୍ ଲ୍‌ଗେ ଅଇ ଆସ୍‌ତାବ୍‌ଳ୍ ଯୀଶୁ ସେ ଗାମେ ହ୍‍ଣି ଆରେକ୍‌ ଆଗେ ଯାତା ହର୍ ଅଇଲା। 29ମ୍‍ତର୍ ଯୀଶୁକେ ସେମ୍‍ନ୍ ସ୍‍ର୍‍ଦା ଅଇ ଗ୍ଉଆରିକ୍‍ରି କଇଲାଇ, “ଅମାର୍ ସ୍‍ଙ୍ଗ୍‍ ଆଜି ରେ କାଇତାକ୍ ବେଳ୍ ବୁଡି ସ୍ଞ୍ ଅଇ ଆସୁଲି।” ତ୍‍ବେ ସେ ସେମ୍‍ନ୍‍କାର୍ ସ୍‍ଙ୍ଗ୍‍ ରେମ୍‌କେ ଗ୍‍ରେ ଗ୍‍ଲା।
30ଆର୍ ସେ ସେମ୍‍ନ୍‍କାର୍ ସ୍‍ଙ୍ଗ୍‍ କାମ୍‌କେ ବ୍‍ସ୍‍ଲା ଆର୍ ରୁଟି ଆତେ ଦ୍‍ରି ଦନ୍ୟବାଦ୍‌ ଦିଲା, ସେ ରୁଟିକେ ବାଙ୍ଗିକ୍‌ରି କାମ୍‌କେ ଦିଲା। 31ତାର୍ ହ୍‌ଚେ ସେମ୍‍ନ୍ ଅବେ ତାକ୍ ଯୀଶୁ ବ୍‍ଲି ଜାନ୍‌ଲାଇ। ମ୍‍ତର୍ ସେଡେବ୍‍ଳ୍ ସେ ସେମ୍‍ନ୍‍କାର୍ ତ୍ଇହ୍‍ଣି ନ୍‍ଡିସ୍‍ଲା। 32ସେମ୍‍ନ୍ ତାକାର୍ ତାକାର୍ ବିତ୍‌ରେ କ୍ଉଆ କୁଇ ଅମ୍‍କେ ଦ୍‌ର୍‌ଲାଇ, “ଜ୍‌ଡେବ୍‌ଳ୍ ସେ ବାଟେ ଅମାର୍ ସ୍‍ଙ୍ଗ୍‍ କ୍‌ତାବାର୍‍ତା କ୍‌ର୍‌ତିରିଲା ଆର୍ ଦ୍‌ର୍‌ମ୍ ଶାସ୍‌ତରାର୍ କ୍‌ତା ବୁଜାଇ ଦେତିରିଲା ସେଡେବ୍‍ଳ୍ ଅମାର୍ ହୃଦଏ କାଇରି ସ୍‍ର୍‍ଦା ନ୍‍ଲାଗ୍‍ତି ରିଲି କି?”
33ସେମ୍‍ନ୍ ସେ ଦାହ୍‍ରେ ଯିରୁଶାଲମ୍‌ ସ୍‌ହର୍‌କେ ଲେଉଟି ଗ୍‍ଲାଇ ଆର୍ ଗଟେକ୍ ଜାଗାଇ ରୁଣ୍ଡି ରିଲା ଏଗାର୍ ଗଟ୍ ଚେଲାମ୍‍ନ୍‍କେ ଆର୍ ବିନ୍‌ସ୍‌ବୁ ଲକ୍‌ମ୍‍ନ୍‌କେ ସେତି ଦ୍‍କ୍‍ଲା। 34“ମାପ୍‌ରୁ ସ୍‌ତ୍‌କ୍‌ରି ଉଟ୍‍ଲା ଆଚେ ଆର୍ ଶିମୋନ୍‍କେ ଦ୍‍କାଇ ଅଇଲାଆଚେ” ବ୍‍ଲି ସେମ୍‍ନ୍ କ୍ଉଆ କୁଇ ଅଉତି ରିଲାଇ। 35ତାର୍ ହ୍‌ଚେ ସେ ଦୁଇ ଲକ୍ ଜାତାବାଟେ ଜୁଇ ଜୁଇରି ଗଟିରିଲି ସେମ୍‌ନ୍‌କେ କଇଲାଇ, ଯୀଶୁ ରୁଟି ବାଙ୍ଗିକ୍‍ରି ଦିଲା ହ୍‌ଚେ, କ୍‍ନ୍‍କ୍‍ରି ସେମ୍‍ନ୍ ତାକେ ଚିନ୍‌ଲାଇ, ସେ ସ୍‍ବୁକ୍‍ତା ସେମ୍‍ନ୍‍‍କେ କଇଲାଇ।
ଯୀଶୁ ତାର୍ ଚେଲାମ୍‍ନ୍‍କେ ଦ୍‍କାଇ ଅଇଲା
(ମାଥି. ୨୮:୧୬-୨୦; ମାର୍କ ୧୬:୧୪-୧୮; ଯୋହ. ୨୦:୧୯-୨୩; ପ୍ରେରି. ୧:୬-୮)
36ଜ୍‌ଡେବ୍‌ଳ୍ ସେ ଜଳେକ୍ ଚେଲାମ୍‌ନ୍ ଇ ସ୍‍ବୁକ୍‍ତା କ୍‌ଉତିରିଲାଇ ସେଡେବ୍‍ଳ୍ ଯୀଶୁ ସେମ୍‍ନ୍‍କାର୍ ଲ୍‌ଗେ ଦ୍‌କାଇ ଅଇଲା। 37ମ୍‍ତର୍ ସେମ୍‍ନ୍ ଗଟେକ୍ ବୁତ୍ ଦ୍‍କ୍‍ଲୁ ବ୍‍ଲି ବାବ୍‍ତି ରିଲାଇ ଆର୍ ବେସି ଡିର୍‍ଲାଇ, ଆର୍ କାବା କାବା ଅଇଲାଇ।
38ମ୍‍ତର୍ ଯୀଶୁ ସେମ୍‍ନ୍‍‍କେ କଇଲା, “କାଇତାକ୍ ତୁମିମ୍‍ନ୍ କାବା କାବା ଅମ୍‍ଲାସ୍, ଆର୍ କାଇତାକ୍ ତୁମିମ୍‍ନ୍ ବିଶ୍‌ବାସ୍‌ ନ୍‍କେରୁଲାସ୍? 39ମର୍ ଆତ୍‍କେ ଆର୍ ହାଦ୍‍କେ ଚୁଇକ୍‍ରି ଦ୍‌କା, ମୁଇ ନିଜେ ଯୀଶୁ, ତ୍‍ବେ ତୁମିମ୍‍ନ୍ ଜାଣୁହାରାସ୍ ମକେ ମାସ୍ ଆର୍ ଆଡ୍ ଆଚେ, ବୁତ୍ ମ୍‌ନ୍‌କେ ଅନ୍‌କ୍‌ରି ଆଡ୍ ଆର୍ ମାସ୍ ନ୍‌ରେଇ।” 40ଆର୍ ଯୀଶୁ ଇ ସ୍‌ବୁ କ୍‌ଇକ୍‍ରି ତାର୍ ଆତ୍ ଆର୍ ହାଦ୍‍କେ ଦ୍‍କ୍‍ଲାଇ।
41ବ୍‍ଲେକ୍ ସେମ୍‍ନ୍ ଜୀବନ୍ ଅଇରିଲାର୍ ଦ୍‍କି ବେସି ସ୍‍ର୍‍ଦା ଅଇଲାଇ, ମ୍‍ତର୍ ସେମ୍‍ନ୍ ବିଶ୍‌ବାସ୍‌ କ୍‌ରୁନାହାର୍‌ତି ନ୍‌ରିଲାଇ, ଆର୍ କାବା କାବା ଅଉତି ରିଲାଇ, ସେତାର୍‍ଗିନେ ସେ ସେମ୍‍ନ୍‍‍କେ ହ୍‌ଚାର୍‌ଲା, “ଇତି ତୁମାର୍ ଲ୍‌ଗେ କାଇରି କାମ୍‌କେ ଆଚେକି?” 42ସେମ୍‍ନ୍ ତାକେ ବାଜ୍‍ଲା ମାଚ୍ କ୍‌ଣ୍ତେକ୍ ଦିଲାଇ। 43ସେତାକ୍ ସେ ଦ୍‍ର୍‍ଲା ଆର୍ ତାକାର୍ ମୁଏ କାଇଲା।
44ଆର୍ ଯୀଶୁ ସେମ୍‍ନ୍‍‍କେ କଇଲା, “ମୋଶାର୍ ବିଦିବିଦାନ୍ ତ୍‌ଇ, ଆର୍ ବବିଶତ୍ କ୍‌ତା କ୍‌ଉତାଲକ୍ ମନାର୍ ଶାସ୍‌ତର୍ ତ୍‌ଇ, ଗିତ୍ ଶାସ୍‌ତର୍ ତ୍‌ଇ ମର୍ ବିଷୟେ ଜୁଇସ୍‌ବୁ କ୍‌ତା ଲେକା ଅଇଆଚେ, ସେ ସ୍‍ବୁ ବିଷୟ୍ ହୁରାଅଇଦ୍ ବ୍‍ଲି ମୁଇ ତୁମାର୍ ସ୍‍ଙ୍ଗ୍‍ ରିଲାବ୍‍ଳ୍ ଇ ସ୍‍ବୁକ୍‍ତା ତୁମୁକ୍ କଇରିଲେ, ଆର୍ ସେ ସ୍‍ବୁକ୍‍ତା ସ୍‌ତ୍ ଅଇଲି।”
45ସ୍‌ଡେବ୍‌ଳ୍ ସେମ୍‍ନ୍ ଜ୍‌ନ୍‌କ୍‌ରି ଦ୍‌ର୍‌ମ୍ ଶାସ୍‌ତର୍ ବୁଜୁ ହାର୍‌ତି ସେତାର୍‍ଗିନେ ଲେକା ଅଇରିଲି, ସେତାର୍‍ଗିନେ ସେ ସେମ୍‍ନ୍‍‍କେ ମ୍‌ନ୍ ଉଜାଳ୍ ଜାଣାଉତି। 46ଆରେକ୍‌ ସେ ସେମ୍‌ନ୍‌କେ କଇଲା, “ଇରି ସେନ୍‌କାର୍‌ ଲେକାଆଚେ, ଦ୍‌ର୍‌ମ୍ ଶାସ୍‌ତର୍ ଲେକାଆଚେ ଖ୍ରୀଷ୍ଟକେ ଦୁକ୍ ବଗ୍‌ କ୍‌ର୍‌ତି ଆର୍ ତିନିତର୍ ଦିନ୍‌ବ୍‌ଳ୍ ମ୍‌ଲା ଲକ୍‌ମ୍‍ନ୍‌କେ ଆର୍ ଗଟେତର୍ ଜୀବନ୍ ଅଉତି, 47ଆରେକ୍‌, ଯିରୁଶାଲମ୍‌ ହ୍‍ଣି ଆର‍ମ୍ କ୍‍ରି ସ୍‍ବୁ ଜାତିର୍‌ ଲ୍‌ଗେ ଇଶ୍ୱର୍‌ ପାପ୍ କେମା କ୍‌ର୍‌ତାର୍ ଗିନେ ମ୍‌ନ୍ ବାଦ୍‍ଲାଉତାର୍ ଜାଣା ଅଇଦ୍‌। ତୁମିମ୍‍ନ୍ ଇ ସ୍‌ବୁ ବିଷୟାର୍ ସାକି ଆଚାସ୍।
48ତୁମିମ୍‍ନ୍ ଇରିସ୍‌ବୁ ବିଷଇ ସାକି ଅଉଆସ୍। 49ଆରେକ୍‌ ଦ୍‌କା, ମର୍ ଉବା ଯାଇ କ୍‌ତା ଦେମ୍‍ଲା ସେରି ଜାଣାଉତି, ସେରି ମୁଇ ତୁମୁକ୍‌ମ୍‌ନ୍ ଲ୍‌ଗେ ହ୍‌ଟାମ୍‌ଲେ, ମ୍‍ତର୍ ସ୍‌ର୍‌ଗେ ହ୍‍ଣି ଶ୍‌କ୍‌ତି ଆସ୍‌ତା ହ୍‌ତେକ୍ ତୁମିମ୍‍ନ୍ ଯିରୁଶାଲମ୍‌ ସ୍‌ହରେ ରିଆ।”
ଯୀଶୁ ସ୍‌ର୍‌ଗେ ଗ୍‍ଲା
(ମାର୍କ ୧୬:୧୯,୨୦; ପ୍ରେରି. ୧:୯-୧୧)
50ଅବେ ଯୀଶୁ ଯିରୁଶାଲମ୍‌ ସ୍‌ହରେ ହ୍‍ଣି ବେଥନିଆ ଗାମ୍ ବାଟ୍ ହ୍‌ତେକ୍‌ ଆଇଲା, ଆର୍ ଜାତାବାଟେ ହ୍‍ଣି ନିଜାର୍ ଆତ୍ ଟେକି ସେମନ୍‍କେ ଆଶିର୍‌ବାଦ୍‌ ଦିଲା। 51ଆରେକ୍‌, ସେମ୍‍ନ୍‍କାର୍ ଆଶିର୍‌ବାଦ୍‌ କ୍‌ରୁ କ୍‌ରୁ ସେ ସେମ୍‍ନ୍‍କାର୍ ଲ୍‌ଗେ ହ୍‍ଣି ଅଲ୍‍ଗା ଅଇ ସ୍‌ର୍‌ଗେ ଗ୍‍ଲା।
52ଆରେକ୍‌ ସେମନ୍ ତାକେ ମାଣ୍ତିକୁଟା ଟେସି ଜୁଆର୍ କ୍‍ରି ବେସି ସ୍‍ର୍‍ଦା ଅଇ ଯିରୁଶାଲମ୍‌ ସ୍‌ହର୍‌କେ ଲେଉଟି ଗ୍‍ଲାଇ, 53ଆରେକ୍‌, ସେମ୍‌ନ୍‌ ସ୍‌ବୁବ୍‌ଳ୍ ମନ୍ଦିର୍ ବିତ୍‌ରେ ରେଇ ଇଶ୍ଵରାର୍ ଜୟ୍ ଜୟ୍ କ୍‍ର୍‍ତିରିଲାଇ।

Currently Selected:

ଲୁକ 24: BDVNT

Highlight

Share

Copy

None

Want to have your highlights saved across all your devices? Sign up or sign in