ଯୋହନ 5:8-9
ଯୋହନ 5:8-9 ODIAOV-BSI
ଯୀଶୁ ତାକୁ କହିଲେ, ଉଠ, ତୁମ୍ଭର ଖଟିଆ ଘେନି ଚାଲ। ସେହିକ୍ଷଣି ସେ ଲୋକଟି ସୁସ୍ଥ ହେଲା ଓ ଆପଣାର ଖଟିଆ ଘେନି ଚାଲିବାକୁ ଲାଗିଲା। ସେ ଦିନ ବିଶ୍ରାମବାର ଥିଲା।