1
ମାଥିଉଲିଖିତ ସୁସମାଚାର 4:4
ପବିତ୍ର ବାଇବଲ (CL) NT (BSI)
କିନ୍ତୁ ଯୀଶୁ ଉତ୍ତର ଦେଲେ, “ଧର୍ମଶାସ୍ତ୍ରରେ ଲେଖା ଅଛି, ‘ମନୁଷ୍ୟ ଖାଲି ରୋଟି ଖାଇ ବଞ୍ଚେ ନାହିଁ। ଈଶ୍ୱରଙ୍କ ମୁଖନିସୃତ ପ୍ରତ୍ୟେକ ବାକ୍ୟ ତା’ର ଜୀବନ ପାଇଁ ଆବଶ୍ୟକ’।”
Σύγκριση
Διαβάστε ମାଥିଉଲିଖିତ ସୁସମାଚାର 4:4
2
ମାଥିଉଲିଖିତ ସୁସମାଚାର 4:10
ଯୀଶୁ ଉତ୍ତର ଦେଲେ, “ଦୂର ହୁଅ ଶୟତାନ! ଧର୍ମଶାସ୍ତ୍ରରେ ଲେଖାଅଛି, ‘କେବଳ ତୁମ ପ୍ରଭୁ ଈଶ୍ୱରଙ୍କୁ ଉପାସନା କର ଏବଂ ତାଙ୍କର ସେବା କର’।”
Διαβάστε ମାଥିଉଲିଖିତ ସୁସମାଚାର 4:10
3
ମାଥିଉଲିଖିତ ସୁସମାଚାର 4:7
ଯୀଶୁ ଉତ୍ତର ଦେଲେ, “ଧର୍ମଶାସ୍ତ୍ରରେ ଲେଖାଅଛି, ତୁମ ପ୍ରଭୁ ଈଶ୍ୱରଙ୍କୁ ପରୀକ୍ଷା କର ନାହିଁ।”
Διαβάστε ମାଥିଉଲିଖିତ ସୁସମାଚାର 4:7
4
ମାଥିଉଲିଖିତ ସୁସମାଚାର 4:1-2
ଏହା ପରେ ପରମାତ୍ମା ତାଙ୍କୁ ମରୁ ପ୍ରାନ୍ତରକୁ କଢ଼ାଇ ନେଲେ। ସେଠାରେ ସେ ଶୟତାନ ଦ୍ୱାରା ପରୀକ୍ଷିତ ହେଲେ। ଚାଳିଶ ଦିନ ଓ ଚାଳିଶ ରାତି ଅନାହାରରେ ବିତାଇବା ପରେ ଯୀଶୁ କ୍ଷୁଧିତ ହେଲେ।
Διαβάστε ମାଥିଉଲିଖିତ ସୁସମାଚାର 4:1-2
5
ମାଥିଉଲିଖିତ ସୁସମାଚାର 4:19-20
ଯୀଶୁ ସେମାନଙ୍କୁ ଆହ୍ୱାନ କରି କହିଲେ, “ମୋ’ ସାଙ୍ଗରେ ଆସ। ମୁଁ ତୁମକୁ ମନୁଷ୍ୟ ଧରିବା ଶିଖାଇବି।” ସେମାନେ ସେହିକ୍ଷଣି ସେମାନଙ୍କ ଜାଲ ଛାଡ଼ି ତାଙ୍କ ସଙ୍ଗରେ ଗଲେ।
Διαβάστε ମାଥିଉଲିଖିତ ସୁସମାଚାର 4:19-20
6
ମାଥିଉଲିଖିତ ସୁସମାଚାର 4:17
ସେହି ସମୟଠାରୁ ଯୀଶୁ ପ୍ରଚାର କରି କହିଲେ, “ପାପ ପଥରୁ ଫେର, କାରଣ ସ୍ୱର୍ଗରାଜ୍ୟ ନିକଟବର୍ତ୍ତୀ”।
Διαβάστε ମାଥିଉଲିଖିତ ସୁସମାଚାର 4:17
Αρχική
Αγία Γραφή
Σχέδια
Βίντεο