ଲୁକ୍ 22
22
ଜିସୁର୍ ବିରଦେ ସଡ୍ଜଁତର୍
(ମାତିଉ ୨୬:୧-୫; ମାର୍କ ୧୪:୧-୨; ଜଅନ୍ ୧୧:୪୫-୫୩)
1କମିର୍ ନ ପାକାଇ ରୁଟି ତିଆର୍ କର୍ବା ପରବ୍ ଜାକେକି ନିସ୍ତାର୍ ପରବ୍ ବଲି ମିସା କଇବାଇ, ସେ ପରବ୍ ଲଗାଲଗି କେଟି ଆଇତେ ରଇଲା । 2ଆରି ମୁକିଅ ପୁଜାରିମନ୍, ସାସ୍ତର୍ ସିକାଉମନ୍ ଲକ୍ମନ୍କେ ଡର୍ତେ ରଇଲାଇ । ଜିସୁକେ କେନ୍ତି ଲୁଚ୍ତେ ମରାଉଁ ? ବଲି ବାଟ୍ କଜ୍ତେ ରଇଲାଇ ।
ଜିସୁକେ ଦାରାଇ ଦେବାକେ ଜିଉଦା ରାଜି ଅଇଲା
(ମାତିଉ ୨୬:୧୪-୧୬; ମାର୍କ ୧୪:୧୦-୧୧)
3ଆରି ଜିସୁର୍ ବାର୍ଟା ସିସ୍ମନର୍ ବିତ୍ରେଅନି ଇସ୍କାରିୟତ୍ ଜିଉଦା ନାଉଁର୍ ଗଟେକ୍ ସିସ୍ ରଇଲା । ସେବେଲାଇ ତାର୍ ମନ୍ ବିତ୍ରେ ସଇତାନ୍ ପୁରିଦେଲା । 4ଆରି ସେ ମୁକିଅ ପୁଜାରିମନ୍ ଆରି ମନ୍ଦିର୍ ଜାଗି ରଇବା ସେନାପତିମନର୍ ଲଗେ, କେନ୍ତିକରି ଜିସୁକେ ବିସ୍ବାସେ ବିସ୍ ଦେଲା ପାରା କରି, ତାକେ ଦାରାଇଦେବି ବଲି ସେମନର୍ ସଙ୍ଗ୍ କାତାବାର୍ତା ଅଇବାର୍ ଗାଲା । 5ସେଟାର୍ପାଇ ସେ ଲକ୍ମନ୍ ବେସି ସାର୍ଦା ଅଇକରି ତାକେ ଡାବୁ ଦେବାକେ ରାଜି ଅଇଲାଇ । 6ଜିଉଦା ମିସା ରାଜି ଅଇଲା ଆରି ଲକ୍ମନର୍ ନ ଜାନ୍ତେ ଜିସୁକେ ଦାରାଇଦେବାକେ ସୁଜଗ୍ କଜ୍ତେରଇଲା ।
ନିସ୍ତାର୍ ପର୍ବର୍ ବଜିର୍ପାଇ ଜିସୁ ଜାଗ୍ରତ୍ ଅଇଲା
(ମାତିଉ ୨୬:୧୭-୨୫; ମାର୍କ ୧୪:୧୨-୨୧; ଜଅନ୍ ୧୩:୨୧-୩୦)
7ତାର୍ପଚେ ନିସ୍ତାର୍ ପରବର୍ ବଜି କରି ମେଣ୍ଡାପିଲା ମାର୍ବା ଦିନ୍ ଆଇଲା । 8ଜିସୁ, ପିତର୍ ଆରି ଜଅନ୍କେ ଏ କାତା କଇ ପାଟାଇଲା । “ଜା ଆରି ଆମର୍ପାଇ ନିସ୍ତାର୍ ପରବର୍ ବଜି କାଇବାକେ ଟିକ୍ କରା ।”
9ସେମନ୍ ଜିସୁକେ ପାଚାର୍ଲାଇ, “ଆମେ କନ୍ ଜାଗାଇ ବଜି ତିଆର୍କର୍ବୁ ବଲି ତମେ ମନ୍ କଲାସ୍ନି ?”
10ଜିସୁ ସେମନ୍କେ କଇଲା, ଦେକା, ତମେ ଗଡ୍ ବିତ୍ରେ ପୁର୍ବା ବେଲେ ଗଟେକ୍ ଆଣ୍ଡିତେଇ ପାନିନେଇ ଜିବା ଲକ୍କେ ବେଟ୍ପାଇସା । ସେ ଜନ୍ ଗରେ ପୁର୍ସି, ତାର୍ ପଚ୍ପଚ୍ ଜାଇ ସେ ଗରର୍ ସାଉକାର୍କେ କୁଆ, 11“ଆମର୍ ଗୁରୁ ତମ୍କେ ଏ କବର୍ କଇ ପାଟାଇଆଚେ, ମୁଇ ଆରି ମର୍ ସିସ୍ମନ୍ କନ୍ ବାକ୍ରାଇ ରକିଆ ପାଇବା ପରବର୍ ବଜି ମାନ୍ବୁ ? 12ତାର୍ପଚେ ସେ ଲକ୍ ତମ୍କେ ଗର୍ ଉପ୍ରେ ରଇବା ମଅଲା ତିଆର୍ ଅଇରଇଲା ଗଟେକ୍ ବଡ୍ ବାକ୍ରା ଦେକାଇ ଦେଇସି । ତେଇ ତମେ କାଦି ତିଆର୍ କରା ।”
13ସେମନ୍ ଜାଇକରି ଜିସୁ ସେମନ୍କେ ଜେନ୍ତି କଇରଇଲା ସେନ୍ତିସେ ଦେକ୍ଲାଇ । ଆରି ନିସ୍ତାର୍ ପରବର୍ ବଜି ତିଆର୍ କଲାଇ ।
ପର୍ବୁ ବଜି
(ମାତିଉ ୨୬:୨୬-୩୦; ମାର୍କ ୧୪:୨୨-୨୬; ୧ମ କରନ୍ତିୟ ୧୧:୨୩-୨୫)
14ସମାନ୍ ବେଲା କେଟ୍ଲାକେ ଜିସୁ ପେରିତ୍ମନର୍ ସଙ୍ଗ୍ କାଇବାକେ ମିସ୍ତେ ବସ୍ଲାଇ । 15ସେବେଲା ଜିସୁ ସେମନ୍କେ କଇଲା, “ମୁଇ ଦୁକ୍ କସ୍ଟ ପାଇବା ଆଗ୍ତୁ ନିସ୍ତାର୍ ପରବ୍ ତମର୍ସଙ୍ଗ୍ ମିସ୍ତେ କର୍ବାକେ ବେସି ମନ୍ କରିରଇଲି । 16ମୁଇ ତମ୍କେ କଇଲିନି, ପର୍ମେସରର୍ ରାଇଜେ ଏଟା ପୁରାପୁରୁନ୍ ନ ଅଇବାଜାକ, କେବେ ମିସା ଏଟା ନ କାଇ ।”
17ଆରି ସେ ଅଙ୍ଗୁର୍ ରସ୍ ଦାରି ପର୍ମେସର୍କେ ଜୁଆର୍ କରି କଇଲା, “ଏଟା ନେଇ ତମର୍ ନିଜର୍ ନିଜର୍ ବିତ୍ରେ ବାଟା କରା । 18ମୁଇ ତମ୍କେ କଇଲିନି ପର୍ମେସରର୍ ରାଇଜ୍ ନ ଆଇବା ଜାକ, ଏ ରସ୍ କେବେ ମିସା ନ କାଇ ।”
19ଆରି ରୁଟି ଦାରିକରି ପର୍ମେସର୍କେ ଦନିଅବାଦ୍ଦେଇ ବାଙ୍ଗାଇ ସେମନ୍କେ ଦେଇକରି କଇଲା, “ଏଟା ମର୍ ଗାଗଡ୍, ଜନ୍ଟା ତମର୍ ପାଇ ଦିଆଅଇଲା ଆଚେ । ମକେ ଏତାଇବା ପାଇ ଏଟା କରା ।” 20ସେନ୍ତାରିସେ କାଇଲା ପଚେ ସେ ମୁତାଇ ଅଙ୍ଗୁର୍ ରସ୍ ଦାରି କଇଲା, “ଏ ମୁତା ମର୍ ବନିତେଇ, ପର୍ମେସର୍ ଲକ୍ମନର୍ ସଙ୍ଗ୍ କଲା ନୁଆ ରାଜିନାମା । ଏଟା ତମର୍ପାଇ ଜର୍ଲା ମର୍ ବନି ।”
21“ମାତର୍ ଦେକା ଇତି ମର୍ସଙ୍ଗ୍ ବସି କାଇବା ଗଟେକ୍ ଲକ୍ସେ ବିରଦି ଲକ୍ମନର୍ ଆତେ ମକେ ଦାରାଇ ଦେଇସି । 22ପର୍ମେସରର୍ଟାନେଅନି ଆଇଲା ନର୍ପିଲା ମୁଇ, ସେ ଜେନ୍ତି ଜଜ୍ନା କଲାଆଚେ, ସେନ୍ତାରିସେ ମର୍ବାକେ ଅଇସି । ମାତର୍ ଜନ୍ ଲକ୍ ମକେ ବିସ୍ବାସେ ବିସ୍ ଦେଲାପାରା ବିରଦିମନର୍ ଆତେ ଦାରାଇ ଦେଇସି, ତାକେ ବେସି ଡଣ୍ଡ୍ ମିଲ୍ସି ।”
23ସେବେଲାଇ ସିସ୍ମନ୍ ସେମନର୍ ବିତ୍ରେ କାତା ଅଇଲାଇ, “ଏନ୍ତି ବଇଲେ ଆମର୍ ବିତ୍ରେ କେ ଜିସୁକେ ସେନ୍ତି କର୍ସି ?”
କେ ବଡ୍ବଲି କାତାବାର୍ତା ଅଇଲାଇ
24 #
ମାତିଉ ୧୮:୧; ମାର୍କ ୯:୩୪; ଲୁକ୍ ୯:୪୬ ତାର୍ ପଚେ ସେମନର୍ ବିତ୍ରେଅନି କେ ବଡ୍ ବଲି ଦଦାପେଲା ଅଇଲାଇ । 25ଜିସୁ ସେମନ୍କେ କଇଲା, “ଏ ଦୁନିଆର୍ ରାଜାମନ୍ ସେମନର୍ ଲକ୍ମନ୍କେ ନିଜର୍ ଅଦିକାର୍ ଦେକାଇ ସାସନ୍ କର୍ବାଇ । ଆରି ସେମନ୍, ଆମେ ଲକ୍ମନ୍କେ ଦରମ୍ କର୍ବା ଲକ୍ ବଲି ଡାକ୍ପୁଟା ଅଇବାଇ । 26#ମାତିଉ ୨୩:୧୧; ମାର୍କ ୯:୩୫#ମାତିଉ ୨୦:୨୫-୨୭; ମାର୍କ ୧୦:୪୨-୪୪ମାତର୍ ତମର୍ ବିତ୍ରେ ଏନ୍ତି ନ ଉଆ । କେ ବଡ୍ ସେ ସାନ୍ ଅ । ଆରି କେ ନେତା ରଇସି ସେ ସବୁଲକର୍ ସେବା କର୍ବାର୍ ଆଚେ । 27#ଜଅନ୍ ୧୩:୧୨-୧୫ଏ ଦୁନିଆର୍ ଇସାବେ, ବସିକରି କାଇବା ଲକ୍ ବଡ୍ କି, ବାଟାକରି ଦେବା ଲକ୍ ବଡ୍ ? ବସିକରି କାଇବା ଲକ୍ ସେ ବଡ୍ ଅଇସି । ମାତର୍ ମୁଇ ସେନ୍ତି ନଇ । ମୁଇ ତମର୍ ବିତ୍ରେ ବାଟାକରି ଦେବା ଲକର୍ ପାରା । 28ତମେ ମର୍ ସବୁ ପରିକାଟାନେ ମର୍ସଙ୍ଗ୍ ରଇ ଆଇଲାସ୍ନି । 29ମର୍ ବାବା ପର୍ମେସର୍ ଜେନ୍ତି ସାସନ୍ କର୍ବାକେ ମକେ ତାର୍ ରାଇଜର୍ ଅଦିକାର୍ ଦେଲା ଆଚେ, ସେନ୍ତି ମୁଇ ମିସା ତମ୍କେ ଅଦିକାର୍ ଦେବି । 30#ମାତିଉ ୧୯:୨୮ଆରି ତମେ ମର୍ ରାଇଜେ ମର୍ସଙ୍ଗ୍ ବସି କାଆପିଆ କର୍ସା । ରାଜ୍ଗାଦି ବସି ଇସ୍ରାଏଲର୍ ବାରଟା ଜାତିର୍ ଲକ୍ମନ୍କେ ସାସନ୍ କର୍ସା ।”
ଜିସୁ ପିତର୍କେ ମକେ ନାଜାନି ବଲି କଇସୁ ବଲି କଇଲା
(ମାତିଉ ୨୬:୩୧-୩୫; ମାର୍କ ୧୪:୨୭-୩୧; ଜଅନ୍ ୧୩:୩୬-୩୮)
31“ଏ ସିମନ୍, ସିମନ୍ ! ସୁନ୍ ! ଚାସି ଜେନ୍ତି ଦାନ୍ ଉଡାଲିକରି ପଟ୍ ବିନେ କର୍ସି, ସେନ୍ତାରି ସଇତାନ୍ ତମ୍କେ ତେରେପେତେ କର୍ବାକେ ଆଦେସ୍ ପାଇଲା ଆଚେ । 32ମାତର୍ ତର୍ ବିସ୍ବାସ୍ ଉନା ନ ଅ ବଲି ମୁଇ ପାର୍ତନା କଲିଆଚି । ସେ ପରିକାଇ, ବିସ୍ବାସେ ଡାଟ୍ଅଇ, ଜିତି ଆଇଲେ ତର୍ ବାଇମନ୍କେ ମିସା ସେନ୍ତି ଡାଟ୍ କରାଇସୁ ।”
33ସେବେଲାଇ ସିମନ୍ ଜିସୁକେ କଇଲା, “ଏ ମାପ୍ରୁ ମୁଇ ତର୍ସଙ୍ଗ୍ ବନ୍ଦି ଗରେ ଜିବାକେ ଆରି ମର୍ବାକେ ମିସା ରାଜି ଆଚି ।”
34ତାର୍ ପଚେ ଜିସୁ କଇଲା, “ଏ ପିତର୍ ମୁଇ ତକେ କଇଲିନି, ତୁଇ ଏବେ ଏନ୍ତି କଇଲୁସ୍ନି, ମାତର୍ ଆଜି ରାତି କୁକ୍ଡା ନ ଡାକ୍ବା ଆଗ୍ତୁ ମକେ ତିନ୍ତର୍ ନାଜାନି ବଲି କଇସୁ ।”
ବେସ୍ନି, ମୁନା ଆରି କାଣ୍ଡା
35 #
ମାତିଉ ୧୦:୯,୧୦; ମାର୍କ ୬:୯; ଲୁକ୍ ୯:୩;୧୦:୪ ଜିସୁ ତାର୍ ସିସ୍ମନ୍କେ ପାଚାର୍ଲା । “ମୁଇ ତମ୍କେ ପାଟାଇଲାବେଲେ ବେସ୍ନି, ମୁନା ଆରି ପାଣ୍ଡଇ ନ ନେବାକେ କଇରଇଲି । ସେବେଲାଇ ତମ୍କେ କାଇ ଅବାବ୍ ଅଇଲା କି ?” “ନାଇ, କାଇଟା ମିସା ଅବାବ୍ ଅଏ ନାଇ ।” ବଲି କଇଲାଇ । 36ଆରି ସେ କଇଲା, “ମାତର୍ ଏବେ ତମ୍କେ କଇଲିନି, ବେସ୍ନି କି ମୁନା ରଇଲେ ନିଆ । ଆରି ଜାକେ କାଣ୍ଡା ନାଇ, ସେ ପିନ୍ଦ୍ବାଟା ବିକି କାଣ୍ଡା ଗେନ । 37ମୁଇ ତମ୍କେ କାଇକେ କଇଲିନି ‘ସେ ଅପରାଦିମନର୍ ସଙ୍ଗ୍ ସମାନ୍ ଦସା ପାଇଲା’ ବଲି ସାସ୍ତରେ ଲେକା ଅଇଲା କାତା ସିଦ୍ ଅଇବାକେ ଗାଲାନି ।”
38ସିମନ୍ ଜିସୁକେ କଇଲା, “ଏ ମାପ୍ରୁ, ଦେକା ଆମର୍ ବିତ୍ରେ ଜଡେକ୍ କାଣ୍ଡା ଆଚେ ।” ଜିସୁ କଇଲା, “ସେତ୍କି ଅଇସି ।”
ଜିସୁ ଜିତ୍ ଡଙ୍ଗ୍ରେ ପାର୍ତନା କର୍ବାକେ ଗାଲା
(ମାତିଉ ୨୬:୩୬-୪୬; ମାର୍କ ୧୪:୩୨-୪୨)
39ତେଇଅନି ଜିସୁ ଗଡ୍ ଚାଡି ଆଗ୍ତୁର୍ ଅବିଆସ୍ ଇସାବେ ଜିତ୍ନାଉଁର୍ ଡଙ୍ଗ୍ରେ ପାର୍ତନା କର୍ବାକେ ଗାଲା । ସିସ୍ମନ୍ ମିସା ତାର୍ ସଙ୍ଗ୍ ରଇଲାଇ । 40ଆରି ସେ ଜାଗାଇ କେଟିକରି ସିସ୍ମନ୍କେ କଇଲା, “ତମେ ପରିକାର୍ ପାନ୍ଦେ ନ ଲାଗାଇ ଅଇବାକେ ପାର୍ତନା କରା ।”
41ତାର୍ ପଚେ ଜିସୁ ତାକର୍ତେଇଅନି କଣ୍ଡେକ୍ ଦୁର୍ ଜାଇ ମାଣ୍ଡିକୁଟା ଦେଇକରି ପାର୍ତନା କର୍ବାର୍ ଦାର୍ଲା । 42“ଏ ବାବା, ତୁଇ ମନ୍କଲେ ଏ କସ୍ଟର୍ ମୁତା ମର୍ତେଇଅନି ଦୁରିକେ ନେ । ମାତର୍ ମୁଇ ମନ୍ କଲା ଇସାବେ ନାଇ, ତର୍ ମନ୍କଲା ଇସାବେ ସିଦ୍ ଅ ।” 43ସେଡ୍କିବେଲେ ଏଦେ ଦେକା ! ପର୍ମେସରର୍ ଗଟେକ୍ ଦୁତ୍ ଆସି ଜିସୁକେ ଦେକାଇଅଇଲା ଆରି ଡାଟ୍ସଙ୍ଗ୍ ରଇବାକେ ବପୁଦେଲା । 44ମାତର୍ ଜିସୁ ଅଦିକ୍ ବିକଲ୍ ଅଇ, ମନ୍ଦିଆନ୍ ଦେଇ ପାର୍ତନା କର୍ବାର୍ ଦାର୍ଲା । ତାର୍ ଗାଗ୍ଡର୍ ଜାଲ୍ ପାନି, ବନିପାରା ଜର୍ଜର୍ ଅଇ ବୁଏଁ ତିପିଗାଲା ।
45ଆରି ଜିସୁ ପାର୍ତନା କରିସାରାଇ ସିସ୍ମନର୍ ଲଗେ ଗାଲା । ସେମନ୍ ସବୁ ଲକ୍ ଦୁକ୍ଅଇକରି ତାକିଜାଇ ସଇରଇଲାଟା ସେ ଦେକ୍ଲା । 46ତେଇ ସେମନ୍କେ କଇଲା, “ତମେ କାଇକେ ସଇଦେଇ ଆଚାସ୍ ? ଉଟା ପରିକାର୍ ପାନ୍ଦେ ନ ଲାଗାଇ ଅଇବାକେ ପାର୍ତନା କରା ।”
ଜିସୁକେ ସତ୍ରୁମନ୍ ବନ୍ଦି କଲାଇ
(ମାତିଉ ୨୬:୪୭-୫୬; ମାର୍କ ୧୪:୪୩-୫୦; ଜଅନ୍ ୧୮:୩-୧୧)
47ଜେଡେବଲ୍ ଜିସୁ ଏ କାତା କଇତେରଇଲା ଗାଦି ଲକ୍ମନ୍ ତେଇ ଆଇଲାଇ । ଜିସୁର୍ ବାର୍ଟା ସିସ୍ମନର୍ ବିତ୍ରେଅନି ଜିଉଦା ନାଉଁର୍ ସିସ୍, ସେମନର୍ ଆଗ୍ତୁ ଅଇ ସେମନ୍କେ ଡାକିଆନ୍ଲା, । ଆରି ଜିସୁକେ ଚୁମିକରି ସେମନ୍କେ ଚିନାଇଦେଲା । 48ଜିସୁ ଜିଉଦାକେ ପାଚାର୍ଲା, “ଏ ଜିଉଦା ପର୍ମେସର୍ତେଇ ଅନି ଆଇଲା ନର୍ପିଲା ମକେ, ତୁଇ ବିରଦି ଲକ୍ମନ୍କେ ଚୁମିକରି ଦାରାଇଦେଲୁସ୍ନି କି ?”
49ସେ ବିରଦି ଲକ୍ମନ୍ ଜିସୁକେ ବନ୍ଦିକରି ଦାରିଜିବାଇ ବଲି ସିସ୍ମନ୍ ଜାନ୍ଲାଇ । ସେବେଲାଇ ସିସ୍ମନ୍ ଜିସୁକେ ପାଚାର୍ଲାଇ, “ଏ ମାପ୍ରୁ, ଆମର୍ କାଣ୍ଡା ବେଟ୍ବୁ କି ?” 50ସିସ୍ମନର୍ ବିତ୍ରେଅନି ଗଟେକ୍ ଲକ୍, ବଡ୍ ପୁଜାରିର୍ ଗତିଦାଙ୍ଗ୍ଡାର୍ ଉଜା କାନ୍ ଚିଡ୍ତେ କାଟିପାକାଇଲା ।
51ଏଟା ଦେକି ଜିସୁ କଇଲା, “ନିଚୁ” । ସେ ଚିଡ୍ଲା କାନ୍ ଚିଇକରି ନିକ କଲା ।
52ଜିସୁ ତାକେ ବନ୍ଦି କର୍ବାକେ ଆଇଲା ମୁକିଅ ପୁଜାରିମନ୍କେ, ମନ୍ଦିର୍ ଜାଗି ରଇବା ସେନାପତିମନ୍କେ ଆରି ପାର୍ଚିନ୍ମନ୍କେ କଇଲା, “ମୁଇ କାଇ ଡାକୁ କି ? ମକେ ଦାର୍ବାକେ ବଡ୍ ବଡ୍ ଟେଙ୍ଗ୍ ଆରି କାତିକାଣ୍ଡା ଦାରି ଆସି ଆଚାସ୍ । 53#ଲୁକ୍ ୧୯:୪୭;୨୧:୩୭ସବୁ ଦିନେତା ମୁଇ ମନ୍ଦିରେ ତମର୍ ସଙ୍ଗ୍ ରଇଲି, ମାତର୍ ତମେ ମକେ ବାନ୍ଦାସ୍ ନାଇ । ଏବେ ବେଲା କେଟ୍ଲା ଆଚେ । ମକେ କାଇଟାମିସା କର୍ବାକେ ପର୍ମେସର୍ ସଇତାନ୍କେ ଅନୁମତି ଦେଲାଆଚେ ।”
ଜିସୁକେ ପିତର୍ ନାଜାନି ବଲି କଇଲା
(ମାତିଉ ୨୬:୫୭-୫୮,୬୯-୭୫; ମାର୍କ ୧୪:୫୩-୫୪,୬୬-୭୨; ଜଅନ୍ ୧୮:୧୨-୧୮,୨୫-୨୭)
54ତାର୍ ପଚେ ସେମନ୍ ଜିସୁକେ ବାନ୍ଦିକରି ବଡ୍ ପୁଜାରିର୍ ଗରେ ଦାରିଗାଲାଇ । ପିତର୍ ଦୁରିକେ ରଇ ସେମନର୍ ପଚେପଚେ ଗାଲା । 55ସନିଅମନ୍ ଜଇଲାଗାଇ ଚାରିବେଡ୍ତି ବସ୍ଲାଇ । ପିତର୍ ମିସା ସେମନର୍ ସଙ୍ଗ୍ ବସ୍ଲା । 56ଗଟେକ୍ ଗତିଦାଙ୍ଗ୍ଡି ପିତର୍କେ ଜଇପାଲି ବସ୍ଲାଟା ନିକକରି ଦେକି କଇଲା, “ଏ ଲକ୍ ମିସା ଜିସୁର୍ ସଙ୍ଗ୍ ରଇଲା !”
57ମାତର୍ ପିତର୍ ରାଜି ନ ଅଇ କଇଲା, “ଏ ଗତିଦାଙ୍ଗ୍ଡି, ତାକେ ମୁଇ ମୁଲ୍କେ ନାଜାନି ।”
58ଚନେକ୍ ରଇଲା ପଚେ ଆରି ଗଟେକ୍ ଲକ୍ ପିତର୍କେ ଦେକି କଇଲା, “ତୁଇ ମିସା ତାର୍ ସଙ୍ଗ୍ ରଇଲୁସ୍ ।” ମାତର୍ ପିତର୍ ତାକେ କଇଲା, “ମୁଇ ନଇ ।”
59ଗଟେକ୍ ଗଁଟା ଗାଲାପଚେ ଆରି ଗଟେକ୍ ଲକ୍ ପିତର୍କେ ଦେକି କଇଲା, “ଏ ଲକ୍ମିସା ନିଜେ ତାର୍ ସିସ୍ମନର୍ ସଙ୍ଗ୍ ରଇଲା । ଆକେ ମୁଇ ନିକକରି ଜାନି । କାଇକେ ବଇଲେ ସେ ଗଟେକ୍ ଗାଲିଲିର୍ ଲକ୍ ।” 60ଏଟା ସୁନି ପିତର୍ ସେ ଲକ୍କେ କଇଲା, “ଏ ବାଇ ତୁଇ କାଇଟା କଇଲୁସ୍ନି ? ମୁଇ ବିଲ୍କୁଲ୍ ନାଜାନି ।” ସେ କାତା ପିତର୍ କଇଲା ଦାପ୍ରେ, କୁକ୍ଡା ଡାକ୍ଲା । 61ସେବେଲେ ଜିସୁମାପ୍ରୁ ପିତର୍କେ ପାସ୍ଲି ନିମାନ୍ କରି ଦେକ୍ଲା । ଜିସୁ ଆଗ୍ତୁ କଇଲା କାତା ସେ ଏତାଇଲା । ସେ ତାକେ କଇରଇଲା ତୁଇ ମକେ ଆଜି କୁକ୍ଡା ଡାକ୍ବା ଆଗ୍ତୁ ତିନ୍ତର୍ ନାଜାନି, ବଲି କଇସୁ । 62ସେଟାର୍ପାଇ ପିତର୍ ସେଟା ଏତାଇ, ଦୁକ୍ ଅଇ ଡାଣ୍ଡେଅନି ବିନେ ଜାଇ ବେସି କାନ୍ଦ୍ଲା ।
ଜିସୁକେ ମାର୍ଲାଇ
(ମାତିଉ ୨୬:୬୭-୬୮; ମାର୍କ ୧୪:୬୫)
63ଜିସୁକେ ଦାରିକରି ସଙ୍ଗଇରଇଲା ଲକ୍ମନ୍ ତାକେ ମାରିମାରି କିଜାଇଲାଇ । 64ଆରି ତାର୍ ଆଁକି ବାନ୍ଦିକରି ତାକେ ପାଚାର୍ଲାଇ, “ତକେ କେ ମାର୍ଲା, କଅ ?” 65ଆରି କେତେଟା କାତା କଇ ତାକେ ନିନ୍ଦା କଲାଇ ।
ଜିସୁକେ ବଡ୍ ସବାତେଇ ଆନ୍ଲାଇ
(ମାତିଉ ୨୬:୫୯-୬୬; ମାର୍କ ୧୪:୫୫-୬୪; ଜଅନ୍ ୧୮:୧୯-୨୪)
66ତାର୍ ଆର୍କର୍ ଦିନେ ଜୁଲ୍ପୁଲ୍ ଉଜଲ୍ ବେଲାଇ, ପାର୍ଚିନ୍ମନ୍, ମୁକିଅ ପୁଜାରିମନ୍ ଆରି ସାସ୍ତର୍ ସିକାଇଦେବା ଲକ୍ମନ୍ ଗଟେକ୍ଟାନେ ରୁଣ୍ଡ୍ଲାଇ । ଆରି ଜିସୁକେ ବିଚାର୍ କର୍ବା ବଡ୍ଟା ଜାଗାଇ ନେଲାଇ । 67“ତୁଇ ସତଇସେ ପର୍ମେସର୍ ବାଚିପାଟାଇଲା କିରିସ୍ଟ କି ? ଆମ୍କେ କଅ ।” ମାତର୍ ଜିସୁ ସେମନ୍କେ କଇଲା, “ମୁଇ କଇଲେ ମିସା ତମେ ବିସ୍ବାସ୍ ନ କରାସ୍ । 68ମୁଇ ତମ୍କେ ପାଚାର୍ଲେ ମିସା ନ କୁଆସ୍ । 69ମାତର୍ ଏବେ ଅନି, ପର୍ମେସରର୍ଟାନେଅନି ଆଇଲା ନର୍ପିଲା ମୁଇ ତାର୍ ଉଜାବାଟେ ବସିରଇବି ।”
70ସେ କାତା ସୁନି ଗୁଲାଇ ଲକ୍ମନ୍ ଆଉଲିଅଇ ଜିସୁକେ ପାଚାର୍ଲାଇ, “ଏନ୍ତି ବଇଲେ ତୁଇକାଇ ପର୍ମେସରର୍ ପିଲା କି ?” ଜିସୁ ସେମନ୍କେ କଇଲା “ମୁଇସେ ବଲି ତମେ କଇଲାସ୍ନି ।”
71ଆରି ସେମନ୍ କଇଲାଇ, “ଆମ୍କେ ଆରି କାଇ ସାକି ଦର୍କାର୍ ତା ? ଆମେ ନିଜେ ତାର୍ ଟଣ୍ଡେଅନି ସୁନ୍ଲୁ ଆଚୁ ।”
Tällä hetkellä valittuna:
ଲୁକ୍ 22: NTSaa20
Korostus
Jaa
Kopioi
Haluatko, että korostuksesi tallennetaan kaikille laitteillesi? Rekisteröidy tai kirjaudu sisään
The New Testament in Desiya Language © The Word for the World International and Desiya Translation Samithi, Koraput, Odisha. 2020

: