ଆଦି ପୁସ୍ତକ 28:19

ଆଦି ପୁସ୍ତକ 28:19 ODIAOV-BSI

ପୁଣି ସେହି ସ୍ଥାନର ନାମ ବୈଥେଲ (ପରମେଶ୍ଵରଙ୍କ ଗୃହ) ରଖିଲା; ମାତ୍ର ପୂର୍ବେ ସେହି ନଗରର ନାମ ଲୂସ୍ ଥିଲା।