1
ମାଥିଉଲିଖିତ ସୁସମାଚାର 17:20
ପବିତ୍ର ବାଇବଲ (CL) NT (BSI)
ଯୀଶୁ ଉତ୍ତର ଦେଲେ, “ତୁମ୍ଭମାନଙ୍କ ବିଶ୍ୱାସ ଖୁବ୍ ଦୁର୍ବଳ। ମୁଁ ତୁମ୍ଭମାନଙ୍କୁ ଦୃଢ଼ ଭାବରେ କହୁଛି, ଯଦି ଗୋଟିଏ ସୋରିଷ ପରିମାଣରେ ତୁମର ବିଶ୍ୱାଦସ ଥାଏ, ଏହି ପାହାଡ଼କୁ ଏଠାରୁ ସେଠାକୁ ଘୁଞ୍ଚି ଯିବାକୁ କହିଲେ, ତାହା ଘୁଞ୍ଚି ଯିବ। ବିଶ୍ୱାସ ବଳରେ ତୁମେ ସବୁ କରିପାରିବ।”
Համեմատել
Ուսումնասիրեք ମାଥିଉଲିଖିତ ସୁସମାଚାର 17:20
2
ମାଥିଉଲିଖିତ ସୁସମାଚାର 17:5
ପିତର ଏହା କହିବାବେଳେ ଗୋଟିଏ ଉଜ୍ଜଳ ମେଘ ସେମାନେ ମୁଣ୍ଡ ଉପରକୁ ଭାସି ଆସିଲାଓ ସେଥରୁ ଗେଟିଏ ସ୍ୱର ଶୁଭିଲା, “ଏ ମୋର ପ୍ରୟ ପୁତ୍ର, ଏହାଙ୍କଠାରେ ମୁଁ ଅତ୍ୟନ୍ତ ପ୍ରୀତ। ତାଙ୍କ କଥା ମନଦେଇ ଶୁଣ।”
Ուսումնասիրեք ମାଥିଉଲିଖିତ ସୁସମାଚାର 17:5
3
ମାଥିଉଲିଖିତ ସୁସମାଚାର 17:17-18
ଯୀଶୁ କହିଲେ, “କେଡ଼େ ଅବିଶ୍ୱାସୀ ଓ ଭ୍ରାନ୍ତ ତୁମ୍ଭମାନେ! ତୁମ ସହିତ ମୁଁ ଆଉ ମେତେ ଦିନ ରହିବି? ଆଉ ମେତେ କାଳ ତୁମ୍ଭମାନଙ୍କ ବ୍ୟବହାର ସହିବି? ସେ ପୁଅଟିକୁ ମୋ’ ନିକଟକୁ ନେଇ ଆସ।” ବାଳକ ବାଳକ ଭିତରେ ଥିବା ଭୂତକୁ ଯୀଶୁ ଧମକ ଦେଲ। ଭୂତ ତା’କୁ ଛାଡ଼ି ଚାଲିଗଲା ଏବଂ ସେହି ମୁହୂର୍ତ୍ତରେ ବାଳକଟି ସୁସ୍ଥ ହୋଇଗଲା।
Ուսումնասիրեք ମାଥିଉଲିଖିତ ସୁସମାଚାର 17:17-18
Գլխավոր
Աստվածաշունչ
Ծրագրեր
Տեսանյութեր