1
ଜହନ୍ 12:26
ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍
କେ ଜଃବେ ସେବାକାରି ସେବା କଃରୁକେ ମଃନ୍ କଃରେଦ୍, ତଃବେ ସେ ମର୍ ହଃଚେ ଆସ; ଆରେକ୍ ମୁୟ୍ ଜୁୟ୍ତି ରଃୟ୍ନ୍ଦ୍ ମର୍ ସେବା କଃରୁ ହେଁ ସେତି ରଃୟ୍ଦ୍, କେ ଜଃବେ ମର୍ ସେବା କଃରେଦ୍, ତଃବେ ଉବା ତାକ୍ ମାନ୍ତି ଦଃୟ୍ଦ୍ ।”
နှိုင်းယှဉ်
ଜହନ୍ 12:26ရှာဖွေလေ့လာလိုက်ပါ။
2
ଜହନ୍ 12:25
ଜେ ନିଜାର୍ ଜିବନ୍କେ ଲାଡ୍ କଃରେଦ୍, ସେ ତାର୍ ଜିବନ୍ ଆରାୟ୍ଦ୍, ଆରେକ୍ ଜେ ନିଜାର୍ ଜିବନ୍କେ ଇ ଜଃଗତେ ଗିଣ୍ କଃରେଦ୍ ସେ ସେରି ଅଃମ୍ବର୍ ଜିବନ୍ ଗିନେ ବାଚାୟ୍ଦ୍ ।
ଜହନ୍ 12:25ရှာဖွေလေ့လာလိုက်ပါ။
3
ଜହନ୍ 12:24
ମୁୟ୍ ତୁମିକେ ସଃତ୍କଃରି କଃଉଁଲେ, ଗଅଁ ମୁଞ୍ଜି ଜଦି ମାଟାୟ୍ ଅଦ୍ରି ନଃମେରେ, ତଃନ୍ଅୟ୍ଲେକ୍ ସେରି ଗଟେକ୍ ହଃକା ରଃୟ୍ଦ୍, ମଃତର୍ ଜଦି ମଃରେଦ୍ ତଃବେ ବୁତେକ୍ ହଃଳ୍ ହଃଳେଦ୍
ଜହନ୍ 12:24ရှာဖွေလေ့လာလိုက်ပါ။
4
ଜହନ୍ 12:46
ଜୁୟ୍ ଲକ୍ ମର୍ ତଃୟ୍ ବିସ୍ୱାସ୍ କଃରେଦ୍, ସେ ଜଃନ୍କଃରି ଅଃନ୍ଦାରେ ବାସା ନଃକେରେ, ଇତାର୍ ଗିନେ ମୁୟ୍ ଜଃଗତ୍କେ ଉଜାଳ୍ ଅୟ୍ ଆସି ଆଚି ।
ଜହନ୍ 12:46ရှာဖွေလေ့လာလိုက်ပါ။
5
ଜହନ୍ 12:47
କେ ଜଦି ମର୍ କଃତା ସୁଣି ନଃମାନେ, ତଃନ୍ଅୟ୍ଲେକ୍ ମୁୟ୍ ତାର୍ ବିଚାର୍ ନଃକେରି; ବଃଲେକ୍ ମୁୟ୍ ଜଃଗତାର୍ ବିଚାର୍ କଃରୁକେ ନାସି, ମଃତର୍ ଜଃଗତ୍କେ ମୁକ୍ତି ଦେଉଁକେ ଆସିଆଚି ।
ଜହନ୍ 12:47ရှာဖွေလေ့လာလိုက်ပါ။
6
ଜହନ୍ 12:3
ସଃଡେବଃଳ୍ ମରିୟମ୍ ଆଦ୍ ଲିଟର୍ ବୁତେକ୍ ମଲାର୍ ସୁଦ୍ ଜଟାମାଂସି ଚିକଣ୍ ଆଣି, ଜିସୁର୍ ହାଦେ ସେରି ଡାଳି ନିଜାର୍ ମୁଣ୍ଡାର୍ ବାଳେ ଜିସୁର୍ ହାଦ୍ ହୁଚ୍ଲି, ଆର୍ ଚିକଣାର୍ ବାସ୍ନାୟ୍ ଗଃର୍ ଗଃମ୍କି ଗଃଲି ।
ଜହନ୍ 12:3ရှာဖွေလေ့လာလိုက်ပါ။
7
ଜହନ୍ 12:13
ସେତାକ୍ ସେମଃନ୍ କଃଜ୍ରି ଡାଳ୍ ଦଃରି ଜିସୁକେ ଦଃକୁକ୍ ବାରାୟ୍ ଗଃଳାୟ୍, ଆର୍ ବଃଡ୍ ଟଣ୍ଡେ କଃଉଁକେ ଦଃର୍ଲାୟ୍, “ହସାନ୍ନା । ମାପ୍ରୁର୍ ନାଉଁଏ ଜେ ଆସୁଲା, ତାର୍ ବାୟ୍ଗ୍; ଇସ୍ରାଏଲ୍କେ ଚାଲାଉତା ରଃଜାକ୍ ଇସ୍ୱର୍ ଆସିର୍ବାଦ୍ କଃର ।”
ଜହନ୍ 12:13ရှာဖွေလေ့လာလိုက်ပါ။
8
ଜହନ୍ 12:23
ଜିସୁ ସେମଃନ୍କେ କୟ୍ଲା, “ନଃରାର୍ ହୟ୍ସି ଜଃଜ୍ମାନ୍ ହାଉଁକ୍ ବେଳା ହଚ୍ଲିନି ।
ଜହନ୍ 12:23ရှာဖွေလေ့လာလိုက်ပါ။
ပင်မစာမျက်နှာ
သမ္မာကျမ်းစာ
အစီအစဉ်များ
ဗီဒီယိုများ