1
ମାର୍କ 11:24
ସତିଅର୍ ବାଟ୍, ନୁଆ ନିୟମ୍, 2020
ସେଟାର୍ପାଇ ମୁଇ ତମ୍କେ କଇଲିନି, ତମେ ପାର୍ତନାଇ ଜନ୍ଟା ମିଲ୍ସି ବଲି ବିସ୍ବାସ୍ କରି ମାଙ୍ଗ୍ଲେ, ସେଟା ତମ୍କେ ମିଲ୍ସି ।
Vergelijk
Ontdek ମାର୍କ 11:24
2
ମାର୍କ 11:23
ମୁଇ ତମ୍କେ ସତ୍ କାତା କଇଲିନି, ଜେ ନିଜର୍ ମନେ ଅଇସି କି ନଏ ବଲିକରି ଏନେ ତେନେ ନ ଅଇ, ସେ କଇବା କାତାଇ ବିସ୍ବାସ୍ କରି, ‘ଏ ଡଙ୍ଗର୍ ଉଲ୍ଟିକରି ସମ୍ଦୁରେ ଜାଇ ଅଦର୍ ।’ ବଲି କଇଲେ ସେଟା ସେନ୍ତାରି ଅଇସି ।
Ontdek ମାର୍କ 11:23
3
ମାର୍କ 11:25
ମାତର୍ ତମେ ପାର୍ତନା କର୍ବା ବେଲେ ତମର୍ ମନେ କାର୍ ବିରଦେ ମିସା କାଇ କାତା ରଇଲେ, ତାକେ କେମା ଦିଆସ୍ । ଏନ୍ତି କଲେ ତମର୍ ସରଗର୍ ବାବା ମିସା ତମ୍କେ ତମର୍ ପାପେଅନି କେମା ଦେଇସି ।
Ontdek ମାର୍କ 11:25
4
ମାର୍କ 11:22
ଜିସୁ ସେମନ୍କେ କଇଲା, “ତମେ ପର୍ମେସରର୍ ତେଇ ବିସ୍ବାସ୍ କରିରୁଆ ।
Ontdek ମାର୍କ 11:22
5
ମାର୍କ 11:17
ତାର୍ ପଚେ ସେ ଲକ୍ମନ୍କେ ସିକାଇଦେବାବେଲେ ଏନ୍ତି କଇଲା, “ମର୍ ମନ୍ଦିର୍ ସବୁ ଜାତିର୍ ଲକ୍ମନର୍ ପାର୍ତନା ଗର୍ ବଲି ନାମ୍ବାଇ ବଲି ପର୍ମେସରର୍ ବଇଟାନେ ଲେକା ଅଇଆଚେ, ମାତର୍ ତମେ ସେ ଗର୍ ଚର୍ମନର୍ ପାଆର୍ କରିଆଚାସ୍ ।”
Ontdek ମାର୍କ 11:17
6
ମାର୍କ 11:9
ଜିସୁର୍ ଆଗ୍ତୁବାଟେ ଆରି ପଚ୍ବାଟେ ଜିବା ଲକ୍ମନ୍ ବେସି ଆଉଲିଅଇ ଏନ୍ତି କଇତେରଇଲାଇ, “ଅସାନା, ପର୍ମେସର୍କେ ଡାକ୍ପୁଟା କରା । ପର୍ମେସର୍ ତାକେ ଆସିର୍ବାଦ୍ କଲାଆଚେ ।
Ontdek ମାର୍କ 11:9
7
ମାର୍କ 11:10
ଆମର୍ ଆନିଦାଦି ଦାଉଦ୍ ରାଜାର୍ ରାଇଜ୍ ଆଇଲାନି, ତାର୍ ରାଇଜ୍ ପର୍ମେସର୍ ଆସିର୍ବାଦ୍ କର । ସର୍ଗେ ରଇବା ବାବା ପର୍ମେସର୍ ସନ୍ମାନ୍ ପାଇଲାପାରା କାତା କୁଆ” ବଲି କଇଲାଇ ।
Ontdek ମାର୍କ 11:10
Thuisscherm
Bijbel
Leesplannen
Video's