ମାତିଉ 22:19-21
ମାତିଉ 22:19-21 NTSAA20
ଜନ୍ ଅଦ୍ଲି ଡାବୁ ସିସ୍ତୁ ଦେଲାସ୍ନି, ତେଇଅନି ଗଟେକ୍ ଆନିକରି ମକେ ଦେକାଆ ।” ସେମନ୍ ଗଟେକ୍ ଅଦ୍ଲି ଆନି ତାକେ ଦେଲାଇ । ଜିସୁ ସେମନ୍କେ ପାଚାର୍ଲା “ଏ ଅଦ୍ଲି ଡାବୁଟାନେ କାର୍ ମୁଉ ଆରି ନାଉଁ ଆଚେ ?” ସେମନ୍ କଇଲାଇ, “ରମିୟ ରାଜାର୍ ମୁଉ ଆରି ନାଉଁ ଆଚେ ।” ଜିସୁ ସେମନ୍କେ କଇଲା, “ତେବେ ଜନ୍ଟା ରମିୟ ରାଜାର୍ଟା, ସେଟା ତାକେ ଦିଆସ୍ ଆରି ଜନ୍ଟା ପରମେସରର୍ଟା, ସେଟା ପରମେସର୍କେ ଦିଆସ୍ ।”