ମାର୍କ 12:41-42
ମାର୍କ 12:41-42 NTSAA20
ଜିସୁ ମନ୍ଦିର୍ ବିତ୍ରେ ଜାଇକରି ଚାନ୍ଦାଦେବା ପେଡିଲଗେ ବସିକରି ଲକ୍ମନ୍ ପର୍ମେସର୍କେ କେନ୍ତି ଚାନ୍ଦା ଦେଲାଇନି ବଲି ଦେକ୍ତେରଇଲା । ସାଉକାର୍ ଲକ୍ମନ୍ ଲଚେକ୍ ଲଚେକ୍ ଡାବୁ ଦେବାଟା ଦେକ୍ଲା । ସାରାସାରି ଗଟେକ୍ ଗରିବ୍ ରାଣ୍ଡି ମାଇଜି ଦାନ୍ ଦେବା ପେଡିଲଗେ ଆସିକରି ଦୁଇଟା ସାନ୍ ତାମା କାସୁ ପୁରାଇଦେଲା । ସେ ଦୁଇଟା ଡାବୁର୍ ଦାମ୍ ଗଟେକ୍ ଟାଙ୍ଗାଇ ଅନି ମିସା ଉନା ।