1
ଲୂକ 2:11
ପବିତ୍ର ବାଇବଲ (CL) NT (BSI)
ODCLBSI
“ଆଜି ଦାଉଦଙ୍କ ସହରରେ ତୁମ୍ଭମାନଙ୍କର ପରିତ୍ରାଣକର୍ତ୍ତା ଜନ୍ମ ହୋଇଛନ୍ତି - ସେ ଖ୍ରୀଷ୍ଟ ପ୍ରଭୁ!
Sammenlign
Utforsk ଲୂକ 2:11
2
ଲୂକ 2:10
କିନ୍ତୁ ସ୍ୱର୍ଗଦୂତ ସେମାନଙ୍କୁ କହିଲେ, “ଭୟ କର ନାହିଁ! ମୁଁ ତୁମ୍ଭମାନଙ୍କ ନିମନ୍ତେ ଶୁଭବାର୍ତ୍ତା ନେଇ ଏଠାକୁ ଆସିଛି। ତାହା ସମସ୍ତଙ୍କର ଆନନ୍ଦଦାୟକ ହେବ।
Utforsk ଲୂକ 2:10
3
ଲୂକ 2:14
“ସର୍ବୋଚ୍ଚ ସ୍ୱର୍ଗରେ ଈଶ୍ୱରଙ୍କ ମହିମା; ପୃଥିବୀରେ ଯେଉଁମାନେ ତାଙ୍କର ପ୍ରୀତିଭାଜନ, ସେମାନଙ୍କ ମନରେ ଶାନ୍ତି।”
Utforsk ଲୂକ 2:14
4
ଲୂକ 2:52
ଈଶ୍ୱର ଓ ମନୁଷ୍ୟମାନଙ୍କ ଅନୁଗ୍ରହ ଲାଭ କରି ଯୀଶୁ ଶରୀର ଓ ଜ୍ଞାନରେ ବୃଦ୍ଧି ପାଇଲେ।
Utforsk ଲୂକ 2:52
5
ଲୂକ 2:12
“ତୁମ୍ଭେମାନେ ଏହି ସଙ୍କେତ ଦେଖି ତାଙ୍କୁ ଚିହ୍ନିବ:- “ଶିଶୁଟିଏ ଲୁଗାରେ ଗୁଡ଼ା ହୋଇ ଗୋଟିଏ ଗୁହାଳ କୁଣ୍ଡରେ ଶୋଇ ଥିବାର ଦେଖିବ।”
Utforsk ଲୂକ 2:12
6
ଲୂକ 2:8-9
ଦେଶର ସେହି ଅଞ୍ଚଳରେ କେତେକ ମେଷପାଳକ ମେଷ ଜଗିବା ପାଇଁ ପ୍ରାନ୍ତରରେ ରାତ୍ରିକ୍ଷେପଣ କରୁଥିଲେ। ସେତେବେଳେ ପ୍ରଭୁଙ୍କର ଜଣେ ସ୍ୱର୍ଗଦୂତ ସେମାନଙ୍କୁ ଦର୍ଶନ ଦେଲେ ଏବଂ ସେମାନଙ୍କ ଉପରେ ପ୍ରଭୁ୍ଙ୍କ ମହିମା ପ୍ରକାଶିତ ହେଲା। ସେମାନେ ଅତିଶୟ ଭୟଭୀତ ହେଲେ।
Utforsk ଲୂକ 2:8-9
Hjem
Bibel
Leseplaner
Videoer