ମାତିଉ 8
8
ଜିସୁ ଗଟେକ୍ ବଡ୍ ରଗିକେ ନିକ କଲା
(ମାର୍କ ୧:୪୦-୪୫; ଲୁକ୍ ୫:୧୨-୧୬)
1ଜିସୁ ଡଙ୍ଗ୍ରେ ଅନି ଉତ୍ରି ଆଇଲା ଦାପ୍ରେ, ବେସି ଲକ୍ମନ୍ ତାର୍ ପଚେ ପଚେ ଇଣ୍ଡ୍ଲାଇ । 2ସେବେଲେ ଗଟେକ୍ ବଡ୍ ରଗି ଜିସୁର୍ ମୁଆଟେ ଆସି ମାଣ୍ଡିକୁଟା ଦେଇ କଇଲା, “ଏ ମାପ୍ରୁ, ତମେ ଜଦି ମନ୍ କଲାସ୍ନି ବଇଲେ ମକେ ସୁକଲ୍ କରି ପାରାସ୍ ।”
3ତେଇ ଜିସୁ ଆତ୍ ଲାମାଇ ତାକେ ଚିଇ କଇଲା, “ମୁଇ ମନ୍ କଲିନି, ସୁକଲ୍ ଅ ।” ଜିସୁ ଏତ୍କି କଇଲା ଦାପ୍ରେ ସେ ଲକ୍ ବଡ୍ ରଗେଅନି ନିକ ଅଇଲା । 4ଜିସୁ ତାକେ କଇଲା, “ସୁନ୍, ତୁଇ କେନ୍ତିଅଇ ନିକ ଅଇଲୁସ୍, ଏ କାତା କାକେ ମିସା କ ନାଇ, ମାତର୍ ସିଦା ପୁଜାରିର୍ ଲଗେ ଜାଇକରି ନିଜ୍କେ ଦେକାଇ ଅ, ଆରି ତୁଇ ନିକ ଅଇ ଆଚୁସ୍ ବଲି ସବୁ ଲକର୍ ଟାନେ ଜାନାଇଅଇବାକେ ମସାର୍ ନିୟମ୍ ଇସାବେ ପର୍ମେସର୍କେ ସର୍ପିଦେସ୍ ।”
ଜିସୁ ରମିୟ ସନିଅମନର୍ ମୁକିଅର୍ ଗତିଦାଙ୍ଗ୍ଡାକେ ନିକ କଲା
(ଲୁକ୍ ୭:୧-୧୦)
5ଜିସୁ କପର୍ନାଉମ୍ ସଅରେ କେଟ୍ଲା । ସେଦାପ୍ରେ ଗଟେକ୍ ରମିୟ ସନିଅମନର୍ ମୁକିଅ ତାକେ ବେଟ୍ ଅଇକରି ବାବୁଜିଆ କରି କଇଲା । 6“ଏ ମାପ୍ରୁ, ମର୍ ଗଟେକ୍ ଗତିଦାଙ୍ଗ୍ଡା ଅଚ୍ନାଇ ଡୁଲିକରି ବେସି କସ୍ଟ ପାଇଲାନି ଉଟେ ନାଇ, ବସେ ନାଇ ।”
7ଜିସୁ ତାକେ କଇଲା, “ମୁଇ ଆସି ତାକେ ନିକ କର୍ବି ।”
8ମାତର୍ ମୁକିଅ କଇଲା, “ନାଇ ମାପ୍ରୁ ତମେ ଜେ ମର୍ଗରେ ପାଦ୍ ପାକାଇସା, ଏଟାର୍ପାଇ ମର୍ ଅଦିକାର୍ ନଇ । ତମେ ପଦେକ୍ କଇଦିଆ, ମର୍ ଗତିଦାଙ୍ଗ୍ଡା ନିକ ଅଇଜାଇସି । 9କାଇକେବଇଲେ ମୁଇ ମର୍ ଉପ୍ରର୍ ଅଦିକାରିର୍ ତଲେ କାମ୍ କଲିନି, ଅଇଲେ ମିସା ମର୍ ତଲେ କେତେ କେତେ ସନିଅମନ୍ ଆଚତ୍ । ସେମନର୍ ବିତ୍ରେଅନି ଜଦି ମୁଇ ଗଟେକ୍ ଲକ୍କେ ଜାଆ ବଲି ଆଦେସ୍ ଦେଲେ, ସେ ଜାଇସି । ବିନ୍ଟାକେ ଆଉ ବଲି କଇଲେ ସେ ଆଇସି । ସେନ୍ତିସେ ମର୍ ଗତି ଦାଙ୍ଗ୍ଡାକେ ଏଟା କର୍ ବଲି କଇଲା ଦାପ୍ରେ ସେ ସେଟା କର୍ସି ।”
10ଜିସୁ ଏଟା ସୁନି କାବା ଅଇଗାଲା, ଆରି ତାର୍ ସଙ୍ଗ୍ ଆଇବା ଲକ୍ମନ୍କେ କଇଲା, “ମୁଇ ସତ୍ କଇଲିନି, ଇସ୍ରାଏଲ୍ ବିତ୍ରେ କନ୍ ଲକର୍ଟାନେ ମିସା ଏ ଲକର୍ ପାରା ବିସ୍ବାସ୍ ମୁଇ ଦେକିନାଇ । 11#ଲୁକ୍ ୧୩:୨୯ଏ କାତା ତମର୍ ମନେ ର, ପୁରୁବ୍ ଆରି ପସ୍ଚିମ୍ ବାଟର୍ ଦେସେଅନି କେତେ କେତେ ଲକ୍ ସରଗ୍ ରାଇଜେ ଆସି ଅବ୍ରାଆମ୍ ଇସାକ୍ ଆରି ଜାକୁବର୍ ସଙ୍ଗ୍ ବଜିତେଇ ଗଟେକ୍ଟାନେ କାଇବାକେ ବସ୍ବାଇ । 12#ମାତିଉ ୨୨:୧୩;୨୫:୩୦; ଲୁକ୍ ୧୩:୨୮ମାତର୍ ଜନ୍ ଲକ୍ମନ୍ ସରଗ୍ ରାଇଜେ ପୁର୍ବାର୍ ରଇଲାଇ, ସେମନ୍କେ ବାଇରର୍ ଆନ୍ଦାରେ ପିଙ୍ଗା ଅଇସି । ତେଇ ସେମନ୍ ଦାଁତ୍ ମୁଣ୍ଡ୍ କାତ୍ରି ମାରିଚପିଅଇ କାନ୍ଦ୍ବାଇ ।” 13ଜିସୁ ସନିଅମନର୍ ମୁକିଅକେ କଇଲା, “ତୁଇ ଏବେ ଗରେ ଜା । ତୁଇ ଜେନ୍ତି ବିସ୍ବାସ୍ କଲୁସ୍ନି ସେନ୍ତାରିସେ ଅଇସି ।” ସମାନ୍ ସେ ବେଲାଇସେ ତାର୍ ଗତିଦାଙ୍ଗ୍ଡା ପୁରାପୁରୁନ୍ ନିକ ଅଇଗାଲା ।
ଜିସୁ କେତେ କେତେ ଲକ୍ମନ୍କେ ନିକ କଲା
(ମାର୍କ ୧:୨୯-୩୪; ଲୁକ୍ ୪:୩୮-୪୧)
14ଜିସୁ ପିତରର୍ ଗରେ ଜାଇ ତାର୍ ସାତ୍ରି ଜର୍ଅଇକରି ଅଚ୍ନାଇ ଡୁଲି ରଇବାଟା ଦେକ୍ଲା । 15ସେ ପିତରର୍ ସାତ୍ରିର୍ ଆତେ ଚିଇଲା ଦାପ୍ରେ ତାର୍ ଜର୍ ଚାଡିଗାଲା । ଆରି ସେ ଉଟିକରି ଜିସୁର୍ ସେବା କର୍ବାର୍ ଦାର୍ଲା ।
16ସଞ୍ଜ୍ ଅଇଲାକେ ଲକ୍ମନ୍, କେତେକ୍ କେତେକ୍ ଡୁମା ଦାରିରଇଲା ଲକ୍ମନ୍କେ ଜିସୁର୍ ଲଗେ ଆନ୍ଲାଇ । ତାର୍ ପଦେକ୍ କାତା କଇଲା ଦାପ୍ରେସେ ଡୁମା ଆତ୍ମାମନ୍କେ ବାର୍କରାଇଦେଲା ଆରି ରଗି ଲକ୍ମନ୍କେ ନିକ କଲା । 17ଏଟା କଲାର୍ ଲାଗି ଜିସୁ ଜିସାଇୟ ବବିସତ୍ବକ୍ତା ଜାନାଇ ରଇଲାଟା ପୁରାପୁରୁନ୍ ସିଦ୍କଲା । ବବିସତ୍ବକ୍ତା କଇରଇଲା “ଆମର୍ ଦୁକାସୁକା ସବୁ ନିଜେ ନେଲା ଆରି ଆମର୍ ଜର୍ଦୁକା ବଇଲା ।”
ଜିସୁର୍ ସଙ୍ଗ୍ ଜିବା ବିସଇ
(ଲୁକ୍ ୯:୫୭-୬୨)
18ଜିସୁ ତାର୍ ଚାରିବେଟ୍ତି ରଇଲା ବେସି ଲକ୍ମନ୍କେ ଦେକିକରି ତାର୍ ସିସ୍ମନ୍କେ ଗାଡ୍ ସେପାଟ୍ ଜିବାକେ କଇଲା । 19ତେଇ ଗଟେକ୍ ଜିଉଦିମନର୍ ସାସ୍ତର୍ ସିକାଉ ତାର୍ ଲଗେ ଆସି କଇଲା, “ଏ ଗୁରୁ ତମେ ଜନ୍ ଜାଗାଇ ଗାଲେ ମିସା ମୁଇ ତମର୍ ସଙ୍ଗ୍ ଆଇବି ।”
20ମାତର୍ ଜିସୁ ତାକେ କଇଲା, “କଲିଆ ରଇବାକେ ପାଆର୍ ଆଚେ, ଆରି ଉଡିବୁଲ୍ବା ଚଡଇମନ୍ ରଇବାକେ ଗୁଡା ଆଚେ, ମାତର୍ ନର୍ପିଲା ମୁଇ, ମକେ ରଇବାକେ ଜାଗା ନାଇ ।”
21ଆରି ସିସ୍ମନର୍ ବିତ୍ରେଅନି ଗଟେକ୍ ସିସ୍ କଇଲା, “ଏ ମାପ୍ରୁ, ମକେ ପର୍ତୁମ୍ ମର୍ ବାବାକେ ଜାଇ ତପି ଆଇବାକେ ମେଲାନି ଦିଆ ।”
22ମାତର୍ ଜିସୁ ତାକେ କଇଲା, “ମରିଗାଲା ଲକ୍ମନ୍ ମଲା ଲକ୍ମନ୍କେ ତପତ୍, ତୁଇ ମର୍ ପଚେ ପଚେ ଆଉ ।”
ଜିସୁ ବାଉ ପବନ୍କେ ତବିର୍ କଲା
(ମାର୍କ ୪:୩୫-୪୧; ଲୁକ୍ ୮:୨୨-୨୫)
23ତାର୍ ପଚେ ଜିସୁ ଗଟେକ୍ ଡଙ୍ଗାଇ ଚଗ୍ଲାକେ ତାର୍ ସିସ୍ମନ୍ ମିସା ତାର୍ ସଙ୍ଗ୍ ଗାଲାଇ । 24ସେ ବେଲା ଅଟାତ୍ ସମ୍ଦୁରେ ଏନ୍ତି ବାଉପବନ୍ ଆଇଲା ଆରି ଉଲ୍କାର୍ ଲାଗି ଡଙ୍ଗା ପାନିତେଇ ବୁଡିଜିବା ପାରା ଅଇଲା । ମାତର୍ ଜିସୁ ଡଙ୍ଗାଇ ସଇଦେଇ ରଇଲା । 25ଆରି ସିସ୍ମନ୍ ଜିସୁର୍ ଲଗେ ଜାଇକରି ତାକେ ଉଟାଇ କଇଲାଇ, “ଏ ମାପ୍ରୁ ଆମ୍କେ ରକିଆ କର୍ । ନଇଲେ ଆମେ ବୁଡି ମରିଜିବୁବେ ।”
26ଜିସୁ ସେମନ୍କେ କଇଲା, “ଏ ବିସ୍ବାସେ ଡାଟ୍ ନ ରଇଲା ଲକ୍ମନ୍, ତମେ କାଇକେ ଏତେକ୍ ଡରିଗାଲାସ୍ନି ?” ଜିସୁ ବାଉପବନ୍କେ ଆରି ଲଅଡିକେ ଦମ୍କାଇଲା । ତେବର୍ପାଇ ବାଉପବନ୍ ଆରି ଲଅଡି ତବିର୍ ଅଇଗାଲା ।
27ଏଟା ଦେକି ସିସ୍ମନ୍ ବେସି କାବାଅଇଜାଇ ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ, “ଏ କେନ୍ତାର୍ ଲକ୍ ଜେ ବାଉପବନ୍ ଆରି ଲଅଡି ମିସା ଆର୍ କାତା ମାନ୍ଲାଇନି ।”
ଜିସୁ ଦୁଇଟା ଡୁମା ଡସାଇଅଉମନ୍କେ ନିକ କଲା
(ମାର୍କ ୫:୧-୨୦; ଲୁକ୍ ୮:୨୬-୩୯)
28ଜିସୁ ଆରି ତାର୍ ସିସ୍ମନ୍ ଗାଡ୍ ସେପାଟର୍ ଗଦ୍ରିୟ ନାଉଁର୍ ଜାଗାଇ କେଟ୍ଲା ଦାପ୍ରେ, ଦୁଇଟା ଡୁମା ଡସ୍ଲା ଲକ୍ ତାକେ ବେଟ୍ ଅଇଲାଇ । ସେମନ୍ ମସନ୍ ବିତ୍ରେ ରଇତେରଇଲାଇ । ଆରି ସେମନ୍ ଏନ୍ତି ରଇଲାଇ ଜେ, ସେ ବାଟେ କେ ମିସା ଆସ୍ ଜା ନ ଅଇତେ ରଇଲାଇ । 29ସେ ଲକ୍ମନ୍ ବେସି କିର୍କିରି କରି କଇଲାଇ, “ଏ ପର୍ମେସରର୍ ପିଲା ଆମର୍ ଟାନେ ତର୍ କାଇ କାମ୍ ଆଚେ ? ବେଲ୍ କାଲ୍ ନ କେଟ୍ତେ ତୁଇ କାଇ ଡଣ୍ଡ୍ ଦେବାକେ ଇତି ଆଇଲୁସ୍ କି ?”
30ସେବେଲାଇ ସେ ଜାଗାଇଅନି କଣ୍ଡେକ୍ ଦୁରିକେ ଗଟେକ୍ ବଡ୍ ଗୁସ୍ରି ମାନ୍ଦା ଚାରାଇତେରଇଲାଇ । 31କାରାପ୍ ଆତ୍ମାମନ୍ ଜିସୁକେ ଗୁଆରି କରି କଇଲାଇ, “ତୁଇ ଜଦି ଆମ୍କେ ଏ ଲକ୍ମନର୍ତେଇ ଅନି ବାର୍କରାଇ ଦେଇସୁ ବଇଲେ ସେ ଗୁସ୍ରି ମାନ୍ଦା ବିତ୍ରେ ଜିବାକେ, ଆଦେସ୍ ଦେ ।”
32ଜିସୁ ସେମନ୍କେ ଜା ! ବଲି କଇଲାକେ କାରାପ୍ ଆତ୍ମାମନ୍ ସେ ଲକ୍ମନର୍ତେଇଅନି ବାରଇକରି ଗୁସ୍ରିମନର୍ ବିତ୍ରେ ପୁର୍ଲାଇ । ତେବର୍ ପାଇ, ଗୁସ୍ରିମନ୍ ଟିପେଅନି ଗସ୍ରି ସମ୍ଦୁରେ ବୁଡି ମଲାଇ ।
33ଆରି ତେଇ ଗୁସ୍ରି ଚାରାଇତେ ରଇବା ଲକ୍ମନ୍ ପାଲାଇ କରି ଡୁମା ଡସି ରଇଲା ଲକ୍ମନ୍କେ କାଇକାଇଟା ଅଇଲା ସେଟା ସବୁ କଇଦେଲାଇ । 34ଆରି ସେ ଗଡର୍ ସବୁ ଲକ୍ମନ୍ ଜିସୁକେ ଦେକ୍ବାକେ ଆଇଲାଇ । ସେମନ୍ ତାକେ ଦେକିକରି ସେ ଜାଗା ଚାଡି ଜା ବଲି ଗୁଆରି କଇଲାଇ ।
Markert nå:
ମାତିଉ 8: NTSaa20
Marker
Del
Kopier
![None](/_next/image?url=https%3A%2F%2Fimageproxy.youversionapistaging.com%2F58%2Fhttps%3A%2F%2Fweb-assets.youversion.com%2Fapp-icons%2Fno.png&w=128&q=75)
Vil du ha høydepunktene lagret på alle enhetene dine? Registrer deg eller logg på
The New Testament in Desiya Language © The Word for the World International and Desiya Translation Samithi, Koraput, Odisha. 2020

:
Marker
Del
Kopier
![None](/_next/image?url=https%3A%2F%2Fimageproxy.youversionapistaging.com%2F58%2Fhttps%3A%2F%2Fweb-assets.youversion.com%2Fapp-icons%2Fen.png&w=128&q=75)