1
ମାଥିଉଲିଖିତ ସୁସମାଚାର 7:7
ପବିତ୍ର ବାଇବଲ (CL) NT (BSI)
ମାଗ, ତାହେଲେ ତୁମକୁ ଦିଆଯିବ; ଖୋଜ, ନିଶ୍ଚୟ ପାଇବ; ଦ୍ୱାରରେ ଆଘାତ କର, ଦ୍ୱାର ଖୋଲା ହେବ।
Karşılaştır
ମାଥିଉଲିଖିତ ସୁସମାଚାର 7:7 keşfedin
2
ମାଥିଉଲିଖିତ ସୁସମାଚାର 7:8
ଯେ କେହି ମାଗେ, ତାକୁ ଦିଆଯାଏ; ଯେ ଖୋଜେ, ସେ ପାଏ; ଯେ ଦ୍ୱାରରେ ଆଘାତ କରେ, ତା ପାଇଁ ଦ୍ୱାର ଖୋଲି ଦିଆଯାଏ।
ମାଥିଉଲିଖିତ ସୁସମାଚାର 7:8 keşfedin
3
ମାଥିଉଲିଖିତ ସୁସମାଚାର 7:24
“ଯେ ମୋ’ କଥା ଶୁଣି ପାଳନ କରେ, ସେ ପଥଣ ଉପରେ ଘର ମୋଳି ଥିବା ବୁଦ୍ଧିମନ ଲୋକ ପରି।
ମାଥିଉଲିଖିତ ସୁସମାଚାର 7:24 keşfedin
4
ମାଥିଉଲିଖିତ ସୁସମାଚାର 7:12
ତୁମ ପାଇଁ ଅନ୍ୟମାନେ ଯାହା କରନ୍ତୁ ବୋଲି ତୁମେ ଇଚ୍ଛାକରୁଛ, ତୁମେ ଅନ୍ୟମାନଙ୍କ ପାଇଁ ତାହା କର। ମୋଶା ଦେିଥିବା ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଶିକ୍ଷାର ଏହା ହେଉଛି ସାର କଥା।
ମାଥିଉଲିଖିତ ସୁସମାଚାର 7:12 keşfedin
5
ମାଥିଉଲିଖିତ ସୁସମାଚାର 7:14
କିନ୍ତୁ ଅନନ୍ତ ଜୀବନକୁ ପଡ଼ିଥିବା ରାସ୍ତା ଦୁର୍ଗମ ଓ ବାଟ ଖୋଜି ପାଆନ୍ତି।
ମାଥିଉଲିଖିତ ସୁସମାଚାର 7:14 keşfedin
6
ମାଥିଉଲିଖିତ ସୁସମାଚାର 7:13
ସଂକୀର୍ଣ୍ଣ ଦ୍ୱାରା ଦେଇ ଯାଅ। କାରଣ ନରକକୂ ଯିବା ରାସ୍ତା ସୁଗମ ଓ ତାର ପ୍ରଶସ୍ତ। ଅନେକେ ସେହି ବାଟେ ଯାନ୍ତି।
ମାଥିଉଲିଖିତ ସୁସମାଚାର 7:13 keşfedin
7
ମାଥିଉଲିଖିତ ସୁସମାଚାର 7:11
ତୁମ୍ଭେ ନିଜର ଦୋଷ ଦୁର୍ବଳତା ସତ୍ତେ୍ୱ ପିଲାମାନଙ୍କୁ ଭଲ ଜିନିଷ ଦେଇଥାଅ। ଯେଉଁମାନେ ଈଶ୍ୱରଙ୍କୁ ମାଗନ୍ତି, ସେ ସେମାନଙ୍କୁ ଆହୁରି କେତେ ଭଲ ଜିନିଷ ପ୍ରଚୁରଭାବେ ନ ଦେବେ?
ମାଥିଉଲିଖିତ ସୁସମାଚାର 7:11 keşfedin
8
ମାଥିଉଲିଖିତ ସୁସମାଚାର 7:1-2
ଅନ୍ୟମାନଙ୍କର ଦୋଷ ଖୋଜି ବୁଲ ନାହିଁ। ତାହାହେଲେ ଈଶ୍ୱର ମଥ୍ୟ ତୁମ୍ଭର ଦୋଷ ଧରିବେ ନାହିଁ। ଅନ୍ୟମାନଙ୍କ ଦୋଷ ବିଷୟରେ ତୁମେ ଯେପରି ଭାବରେ ବିଚାର କରିଥାଅ, ଈଶ୍ୱର ସେପରି ତୁମର ବିଚାର କରିବେ। ତୁମେ ଅନ୍ୟମାନଙ୍କ ପ୍ରତି ଯେଉଁ ନିୟମ ପ୍ରୟୋଗ କରୁଛ, ସେହି ନିୟମ ଈଶ୍ୱର ତୁମ ପ୍ରତି ମଧ୍ୟ ପ୍ରୟୋଗ କରିବେ।
ମାଥିଉଲିଖିତ ସୁସମାଚାର 7:1-2 keşfedin
9
ମାଥିଉଲିଖିତ ସୁସମାଚାର 7:26
“କିନ୍ତୁ ଯେଉଁମାନେ ମୋ’ କଥା ଶୁଣି ପାଳନ କରନ୍ତି ନାହିଁ, ସେମାନେ ବାଲିକୁଦ ଉପରେ ଘର ତିଆରି କରିଥିବା ମୂର୍ଖ ପରି।
ମାଥିଉଲିଖିତ ସୁସମାଚାର 7:26 keşfedin
10
ମାଥିଉଲିଖିତ ସୁସମାଚାର 7:3-4
ତୁମ ଆଖିରେ କାଠ ଗଡ଼ଟାଏ ଥିବାବେଳେ ତୁମ ଭାଇ ଆଖିରେ ଧୂଳିକଣାଟି ପ୍ରତି ତୁମ୍ଭେ କାହିଁକି ଥ୍ୟାନତ ଦେଉଛ? ନିଜ ଆଖିରେ କାଠଖଣ୍ଡଟିଏ ଥାଉ ଥାଉ ତୁମେ କେଉଁ ସାହସରେ ତୁମ ଭାଇ ଆଖିରୁ ଧୂଳିକଣାଟି ବାହାର କରିଦେବ ବୋଲି କହୁଛ?
ମାଥିଉଲିଖିତ ସୁସମାଚାର 7:3-4 keşfedin
11
ମାଥିଉଲିଖିତ ସୁସମାଚାର 7:15-16
ଭଣ୍ଡା ଭାବବାଦୀମାନଙ୍କ ପ୍ରତି ସାବଧାନ! ସେମାନେ ବାହାରକୁ ମେଣ୍ଢା ପରି ଦେଖାଯାଆନ୍ତି, କିନ୍ତୁ ପ୍ରକୃତରେ ସେମାନେ ଗୋଟିଏ ହେଟା ବାଘ। ସେମାନେ କାର୍ଯ୍ୟକଳାପରୁ ତୁମେ ସେମାନଙ୍କୁ ଚିହ୍ନିପାରିବ। କଣ୍ଟା ବୁଦାରେ ଦ୍ରାକ୍ଷଶ ‘ଳେ ନାହଁ କିମ୍ବା କାନକୋଳି ଗଛରେ ଡିମିରି ‘ଳ ଧର ନାହିଁ।
ମାଥିଉଲିଖିତ ସୁସମାଚାର 7:15-16 keşfedin
12
ମାଥିଉଲିଖିତ ସୁସମାଚାର 7:17
ଭଲ ଗଛରେ ଭଲ ‘ଳ ଧରେ। ଖରାପ ଗଛରେ ଖରାପ।
ମାଥିଉଲିଖିତ ସୁସମାଚାର 7:17 keşfedin
13
ମାଥିଉଲିଖିତ ସୁସମାଚାର 7:18
ଭଲ ଗଛରେ ଖରାପ ‘ଲ ‘ଳିବ ନାହିଁ କିମ୍ବା ଖରାପ ଗଛର ‘ଳ ଭଲ ହୋଇ ପାରିବ ନାହିଁ।
ମାଥିଉଲିଖିତ ସୁସମାଚାର 7:18 keşfedin
14
ମାଥିଉଲିଖିତ ସୁସମାଚାର 7:19
ଭଲ ‘ଳ ନ ଧରିଲେ ଗଛଟି କଟା ଯାଇ ନିଆଁରେ ପକାଯାଏ।
ମାଥିଉଲିଖିତ ସୁସମାଚାର 7:19 keşfedin
Ana Sayfa
Kutsal Kitap
Okuma Planları
Videolar