1
ଆଦି ପୁସ୍ତକ 40:8
ପବିତ୍ର ବାଇବଲ (Re-edited) - (BSI)
ODIAOV-BSI
ସେମାନେ କହିଲେ, ଆମ୍ଭେମାନେ ସ୍ଵପ୍ନ ଦେଖିଅଛୁ, ମାତ୍ର ତହିଁର ଅର୍ଥ କରିବାକୁ କେହି ନାହିଁ। ତେବେ ଯୋଷେଫ ସେମାନଙ୍କୁ କହିଲେ, ଅର୍ଥଜ୍ଞାନ କି ପରମେଶ୍ଵରଙ୍କର ଅଧୀନ ନୁହେଁ? ବିନୟ କରୁଅଛି, ତୁମ୍ଭମାନଙ୍କ ସ୍ଵପ୍ନ ମୋତେ କୁହ।
Compare
Explore ଆଦି ପୁସ୍ତକ 40:8
2
ଆଦି ପୁସ୍ତକ 40:23
ତଥାପି, ପ୍ରଧାନ ପାନପାତ୍ରବାହକ ଯୋଷେଫଙ୍କୁ ସ୍ମରଣ କଲା ନାହିଁ, ମାତ୍ର ତାଙ୍କୁ ପାସୋରି ପକାଇଲା।
Explore ଆଦି ପୁସ୍ତକ 40:23