1
ଆଦି ପୁସ୍ତକ 41:16
ପବିତ୍ର ବାଇବଲ (Re-edited) - (BSI)
ତହିଁରେ ଯୋଷେଫ କହିଲେ, ତାହା ମୋହର ଆୟତ୍ତ ନୁହେଁ, ମାତ୍ର ପରମେଶ୍ଵର ଫାରୋଙ୍କୁ ମାଙ୍ଗଳିକ ଉତ୍ତର ଦେବେ।
Compare
Explore ଆଦି ପୁସ୍ତକ 41:16
2
ଆଦି ପୁସ୍ତକ 41:38
ତହିଁରେ ଫାରୋ ଆପଣା ଦାସମାନଙ୍କୁ କହିଲେ, ଆମ୍ଭେମାନେ କି ଏହାଙ୍କ ପରି ପୁରୁଷ ଆଉ ପାଇ ପାରିବା? ଏହାଙ୍କଠାରେ ପରମେଶ୍ଵରଙ୍କ ଆତ୍ମା ଅଛନ୍ତି।
Explore ଆଦି ପୁସ୍ତକ 41:38
3
ଆଦି ପୁସ୍ତକ 41:39-40
ତହୁଁ ଫାରୋ ଯୋଷେଫଙ୍କୁ କହିଲେ, ପରମେଶ୍ଵର ତୁମ୍ଭକୁ ଏସମସ୍ତ ଜଣାଇଛନ୍ତି, ଏଣୁ ତୁମ୍ଭ ପରି ବୁଦ୍ଧିମାନ ଓ ଜ୍ଞାନୀ କେହି ନାହିଁ; ତୁମ୍ଭେ ଆମ୍ଭର ଗୃହାଧ୍ୟକ୍ଷ ହୁଅ; ଆମ୍ଭର ସମସ୍ତ ପ୍ରଜା ତୁମ୍ଭର ବାକ୍ୟ ଶିରୋଧାର୍ଯ୍ୟ କରିବେ, କେବଳ ସିଂହାସନରେ ଆମ୍ଭେ ତୁମ୍ଭଠାରୁ ବଡ଼ ଥିବା।
Explore ଆଦି ପୁସ୍ତକ 41:39-40
4
ଆଦି ପୁସ୍ତକ 41:52
ପୁଣି ଦ୍ଵିତୀୟ ପୁତ୍ରର ନାମ ଇଫ୍ରୟିମ (ଫଳବାନ) ରଖିଲେ, କାରଣ ସେ କହିଲେ, ମୋହର ଦୁଃଖଭୋଗର ଦେଶରେ ପରମେଶ୍ଵର ମୋତେ ଫଳବାନ କରିଅଛନ୍ତି।
Explore ଆଦି ପୁସ୍ତକ 41:52
5
ଆଦି ପୁସ୍ତକ 41:51
ତହିଁରେ ଯୋଷେଫ ଜ୍ୟେଷ୍ଠର ନାମ ମନଃଶି (ବିସ୍ମୃତି) ରଖିଲେ, କାରଣ ସେ କହିଲେ, ପରମେଶ୍ଵର ମୋହର ସମସ୍ତ କ୍ଳେଶର ଓ ନିଜ ପିତୃଗୃହର ବିସ୍ମୃତି ଜନ୍ମାଇ ଅଛନ୍ତି।
Explore ଆଦି ପୁସ୍ତକ 41:51
Home
Bible
Plans
Videos