ସେତାର୍ଗିନେ ପିତର୍ କଇଲା, “ଏ ହନନୀୟ, ବେଡା ବିକି ରିଲା କ୍ତେକ୍ ଡାବୁ ଲୁକାଇକ୍ରି ସ୍ଙ୍ଗାମ୍କେ କାଇତାକ୍ ଶଇତାନ୍ ତୁମାର୍ ମ୍ନ୍ ବିତ୍ରେ କାମ୍କ୍ଲି, ତୁମି କାଇତାକ୍ ପବିତର୍ ଆତ୍ମାର୍ ଲ୍ଗେ ମିଚ୍କ୍ତା କ୍ମ୍ଲାସ୍, ବିକ୍ତା ଆଗେ କି ସେ ବେଡା ତୁମାର୍ ନ୍ରିଲି? ବିକ୍ଲା ଉତାରେ ହେଁ କାଇରି ସେରି ତୁମାର୍ ଅଇନ୍ରିଲି କି? ତ୍ବେ ତୁମିମ୍ନ୍ କ୍ନ୍କ୍ରି ନିଜାର୍ ମ୍ନେ ଇ ବିଷୟେ ବାବ୍ଲାସ୍? ତୁମି ଯେ ମାନାଇ ଲ୍ଗେ ମିଚ୍ କଇଲାସ୍, ସେରି ନଇ, ମ୍ତର୍ ଇଶ୍ଵରାର୍ ଲ୍ଗେ ମିଚ୍ କଇଲାସ୍।” ହନନୀୟ ଇ ସ୍ବୁକ୍ତା ଶୁଣ୍ଲା ଦାହ୍ରେ ତ୍ଳେ ଅଦୁର୍ଲା ଆର୍ ମ୍ଲା। ସେତି ଜ୍ତେକ୍ ଲକ୍ମ୍ନ୍ ଇକ୍ତା ଶୁଣ୍ଲାଇ, ସେମ୍ନ୍ ବେସି ଡିର୍ଲାଇ।