ଜଅନ୍ 6
6
ଜିସୁ ପାଁଚ୍ ଅଜାର୍ ଲକ୍ମନ୍କେ କୁଆଇଲା
(ମାତିଉ ୧୪:୧୩-୨୧; ମାର୍କ ୬:୩୦-୪୪; ଲୁକ୍ ୯:୧୦-୧୭)
1ତାର୍ ପଚେ ଜିସୁ ଗାଲିଲି ଗାଡ୍ ସେପାଟେ ସେ ଗାଡ୍କେ ତିବିରିଆ ଗାଡ୍ ବଲି ମିସା କଇବାଇ, ସେ ଜାଗାଇ ଗାଲା । 2ଆରି ବେସି ଲକ୍ମନ୍ ତାର୍ ପଚେ ପଚେ ଗାଲାଇ । କାଇକେ ବଇଲେ ସେ ରଗି ଲକ୍ମନ୍କେ ତାର୍ କାବାଅଇଜିବା ବପୁ ସଙ୍ଗ୍ ନିମାନ୍ କର୍ବାଟା ସେମନ୍ ଦେକି ରଇଲାଇ । 3ଜିସୁ ତାର୍ ସିସ୍ମନର୍ ସଙ୍ଗ୍ ଗଟେକ୍ ଡଙ୍ଗର୍ ଉପ୍ରେ ଜାଇ ବସ୍ଲା । 4ସେବେଲେ ଜିଉଦି ମନର୍ ନିସ୍ତାର୍ ପରବ୍ କେଟି ଆଇତେରଇଲା । 5ତାର୍ ଲଗେ ବେସି ଲକ୍ମନ୍ ଆଇବାଟା ଦେକିକରି ଜିସୁ ପିଲିପ୍କେ ପାଚାର୍ଲା, “ଏତେକ୍ମାଣ୍ଡ୍ ଲକ୍ମନର୍ ପାଇ କନ୍ତିଅନି ଜାଇ କାଦି ଗେନିଆନି ଅଇସି ?” 6ମାତର୍ ପିଲିପ୍କେ ପରିକା କର୍ବାକେ ଜିସୁ ଏନ୍ତାରି ପାଚାରି ରଇଲା । କାଇକେ ବଇଲେ ଜିସୁ କାଇଟା କର୍ବାକେ ଗାଲାନି ବଲି ସେ ନିଜେ ଜାନିରଇଲା ।
7ପିଲିପ୍ ଜିସୁକେ କଇଲା, “ଇତି ରଇଲା ସବୁ ଲକ୍ମନ୍କେ ଦୁଇସ ତେଇ ଅନି ଅଦିକ୍ ରୁପାଟାଙ୍ଗାର୍ #୬:୭ ରୁପାଟାଙ୍ଗାର୍ ଗଟେକ୍ ରୁପାଟାଙ୍ଗାର୍ ମୁଲିଅ ଗଟେକ୍ ଦିନର୍ ଆଜ୍ରିରୁଟି ଗେନ୍ବାକେ ପଡ୍ସି ।” 8ତେଇ ଆନ୍ଦ୍ରିୟ ନାଉଁର୍ ଗଟେକ୍ ସିସ୍ ରଇଲା, ସେ ସିମନ୍ ପିତରର୍ ବାଇ । ସେ କଇଲା, “ଇତି ଗଟେକ୍ ପିଲାର୍ ଟାନେ ପାଁଚ୍ଟା ରୁଟି ଆରି ଦୁଇଟା ବାଜ୍ଲା ସାନ୍ ମାଚ୍ ଆଚେ । 9ମାତର୍ ଏତ୍କି ଲକର୍ପାଇ ସେଟା ନ ଅଏ ।”
10ଜିସୁ ତାର୍ ସିସ୍ମନ୍କେ କଇଲା, “ଲକ୍ମନ୍କେ ଗାଁସ୍ ଉପ୍ରେ ବସାଆ ।” ସେ ପଡିଆଇ ବେସି ଗାଁସ୍ ରଇଲା । ଗାଁସ୍ ଉପ୍ରେ ସବୁଲକ୍ ବସ୍ଲାଇ । ଆରି ତେଇ ଅବ୍କା ମୁନୁସ୍ ପିଲାସେ ପାଁଚ୍ ଅଜାର୍ ଲକ୍ ରଇଲାଇ । 11ଜିସୁ ରୁଟି ଦାରି ପର୍ମେସର୍କେ ଦନିଅବାଦ୍ ଦେଲା ଆରି ତେଇ ବସିରଇବା ଲକ୍ମନ୍କେ ବାଟାକରି ଦେଲା । ସେନ୍ତିସେ ମାଚ୍ ମିସା ବାଟାକରି ଦେଲା । ତେଇ ସେମନ୍କେ ପେଟ୍ ପୁର୍ତେ କାଇବାକେ ମିଲ୍ଲା । 12ସବୁ ଲକ୍ମନ୍ ପେଟ୍ ପୁର୍ତେ କାଇଲା ପଚେ, ଜିସୁ ତାର୍ ସିସ୍ମନ୍କେ କଇଲା, “ଅଗଲ୍ଲା ମାଚ୍ ଆରି ରୁଟି ଗଟେକ୍ଟାନେ ଟୁଲିଆଉ, ତେବେ କଣ୍ଡେକ୍ ମିସା ନସ୍ଟ ନ ଅଏ ।” 13ଲକ୍ମନ୍ କାଇସାରାଇଲା ପଚେ, ସେ ପାଁଚ୍ଟା ରୁଟିଅନି ଜେତ୍କି ଅଗଲ୍ଲା, ସିସ୍ମନ୍ ସେଟା ଟୁଲିଆଇ କରି ବାର୍ଟା ଡାଲାଇ ବର୍ତି କଲାଇ । 14ଜିସୁ କଲା ଏ କାବାଅଇଜିବା କାମ୍ ଦେକିକରି ତେଇ ରଇଲା ଲକ୍ମନ୍ କଇଲାଇ “ଏ ଦୁନିଆଇ ପର୍ମେସରର୍ ଜନ୍ ବବିସତ୍ବକ୍ତା ଆଇବାର୍ ରଇଲା, ସତଇସେ ଏ ଆକା ।” 15ସେଦାପ୍ରେସେ ଲକ୍ମନ୍ ଜିସୁକେ ରାଜା କରାଇବାକେ ତିଆର୍ ଅଇବାଟା ଜାନି, ତେଇଅନି ସେ ଗଟେକ୍ ଲକ୍ ଡଙ୍ଗର୍ ଉପ୍ରେ ଉଟିଗାଲା ।
ଜିସୁ ପାନି ଉପ୍ରେ ଇଣ୍ଡ୍ଲା
(ମାତିଉ ୧୪:୨୨-୨୭; ମାର୍କ ୬:୪୫-୫୨)
16ସେ ଦିନେ ସଞ୍ଜ୍ ଅଇଗାଲାକେ ଜିସୁର୍ ସିସ୍ମନ୍ ତେଇଅନି ଉତ୍ରିକରି ଗାଡେ ଗାଲାଇ । 17ସିସ୍ମନ୍ ଡଙ୍ଗାଇ ବସି ଗାଡ୍ ସେପାଟେ ରଇଲା କପର୍ନାଉମ୍ ଜାଗାଇ ବାଉଡ୍ବାର୍ ଦାର୍ଲାଇ । ସେଡ୍କିବେଲେ ଆନ୍ଦାର୍ ଅଇ ଆଇତେ ରଇଲା । ମାତର୍ ସେ ବେଲା ଜାକ ଜିସୁ ତାକର୍ ଲଗେ ଆସି ନ ରଇଲା । 18ଆରି ତେଇ ବେସି ବାଉ ପବନ୍ ଅଇବାର୍ ଦାର୍ଲାଜେ ଗାଡେ ବେସି ବଡ୍ ବଡ୍ ଲଅଡି ଅଇତେ ରଇଲା । 19ସେମନ୍ ଚଟୁ ଗାଟି ଗାଟି ପାଁଚ୍ କି ଚଅ କିଲମିଟର୍ ଗାଲା ପଚେ, ଜିସୁ ପାନି ଉପ୍ରେ ଇଣ୍ଡି ଇଣ୍ଡି ଡଙ୍ଗା ଲଗେ ଆଇବାଟା ଦେକିକରି ସେମନ୍ ବେସି ଡରିଗାଲାଇ । 20ମାତର୍ ଜିସୁ ସେମନ୍କେ କଇଲା, “ଡରାନାଇ, ଏଟା ମୁଇସେ ।” 21ଜିସୁ ଏ କାତା କଇଲା ପଚେ, ସିସ୍ମନ୍ ତାକେ ବେସି ସାର୍ଦା ସଙ୍ଗ୍ ଡଙ୍ଗାଇ ଚଗାଇଲାଇ । ଆରି ସେମନ୍ ଜନ୍ ଜାଗାଇ ଜାଇତେରଇଲାଇ, ସେ ଜାଗାଇ ଦାପ୍ରେ ଜାଇ କେଟ୍ଲାଇ ।
ଲକ୍ମନ୍ ଜିସୁକେ କଜ୍ଲାଇ
22ତାର୍ ଆର୍କର୍ ଦିନର୍ ସାକାଲେ, ଗାଡ୍ ସେପାଟେ ରଇଲା ଲକ୍ମନ୍ ଜାନିପାର୍ଲାଇ ଜେ, ତେଇ ଗଟେକ୍ସେ ଡଙ୍ଗା ରଇଲା । ଆରି ସିସ୍ମନ୍ ଜିସୁକେ ମିସ୍ତେ ଡାକି ନ ନେଇ, ଡଙ୍ଗାଇ ବସି ମଜାଗାଡେ ଉଟିଗାଲାଇ ଆଚତ୍ ବଲି । ସେମନ୍ ତାକେ ଚାଡିକରି ଜାଇରଇଲାଇ । 23ଜନ୍ ଜାଗାଇ ମାପ୍ରୁ ଜିସୁ ପାର୍ତନା କରି ଲକ୍ମନ୍କେ ରୁଟି କାଇବାକେ ଦେଇରଇଲା, ସେ ଜାଗା ଲଗେ ତିବିରିଆ ଗାଡେଅନି ଆରି କେତେଟା ଡଙ୍ଗା ଆସି କେଟ୍ଲା । 24ସେ ଜାଗାଇ ଲକ୍ମନ୍ ଜିସୁକେ ଆରି ତାର୍ ସିସ୍ମନ୍କେ ବେଟ୍ ନ ଅଇଲାକେ, ଡଙ୍ଗାମନ୍କେ ଚଗି ତାକେ କଜି କଜି କପର୍ନାଉମ୍ ଜାଗାବାଟେ ଜିବାକେ ବାରଇଲାଇ ।
ଜିସୁ ଅଇଲାନି ଜିବନର୍ କାଦି
25ଲକ୍ମନ୍ ଜିସୁକେ ଗାଡ୍ ସେପାଟେ ବେଟ୍ଅଇକରି ପାଚାର୍ଲାଇ, “ଏ ଗୁରୁ ତମେ ଇତି କେଡେବଲ୍ ଆସି କେଟ୍ଲାସ୍ ?” 26ଜିସୁ ସେମନ୍କେ କଇଲା, ମୁଇ ତମ୍କେ ସତ୍ କଇଲିନି, ମୁଇ କରିରଇବା କାବାଅଇଜିବା କାମ୍ ବୁଜିକରି ମକେ କଜାସ୍ ନାଇ । ମାତର୍ ତମେ ପେଟ୍ ପୁର୍ତେ ରୁଟି କାଇରଇଲାସ୍ ବଲି ଆସିଆଚାସ୍ । 27ଜନ୍ କାଦି ନସିଜାଇସି, ସେ କାଦିର୍ ପାଇ ଏତେକ୍ କସ୍ଟ କରାନାଇ, ମାତର୍ ଜନ୍ଟା ନ ନସେ, ସେଟା ନ ସାର୍ବା ଜିବନ୍ ଦେଇସି, ସେଟାର୍ ପାଇ କସ୍ଟ କରା । ଏ କାଦି ନର୍ପିଲା ମୁଇ ଦେବି । କାଇକେ ବଇଲେ, ସେଟାର୍ପାଇ ବାବା ପର୍ମେସର୍ ମକେ ଅଦିକାର୍ ଦେଲାଆଚେ ।
28ସେବେଲେ ଲକ୍ମନ୍ ଜିସୁକେ ପାଚାର୍ଲାଇ, “ଜନ୍ଟା ପର୍ମେସର୍ ମନ୍ କଲାନି, ସେଟା ଆମେ କର୍ବାର୍ ଆଲେ କାଇଟା କର୍ବାର୍ ଆଚେ ?”
29ଜିସୁ ସେମନ୍କେ କଇଲା, “ଜାକେ ପର୍ମେସର୍ ପାଟାଇଲା ଆଚେ, ତାକେ ତମେ ବିସ୍ବାସ୍ କଲେ ସେଟା କରିପାରାସ୍ ।”
30ସେବେଲା ସେମନ୍ ଜିସୁକେ ପାଚାର୍ଲାଇ, “ଏନ୍ତି ବଇଲେ ଆମେ ଜେନ୍ତି ବିସ୍ବାସ୍ କର୍ବୁ, ସେଟାର୍ ପାଇ ଆମ୍କେ କାଇଆଲେ କାବାଅଇଜିବା କାମ୍ କରି ଦେକାଇପାରୁସ୍ କି ? କ କାଇଟା କରିପାରୁସ୍ ?” 31ଆରି ସେମନ୍ କଇଲାଇ, “ଆମର୍ ଆନିଦାଦିମନ୍ ମରୁବାଲି ବୁଏଁ ମାନା କାଦି କାଇରଇଲାଇ, ସେଟା ଆମର୍ ଦରମ୍ ସାସ୍ତର୍ ଇସାବେ ପର୍ମେସର୍ ସେମନ୍କେ ସର୍ଗେ ଅନି ଦେଇରଇଲା ।”
32ଜିସୁ ସେମନ୍କେ କଇଲା, “ମୁଇ ତମ୍କେ ସତ୍ କଇଲିନି, ଜନ୍ଟା ମସା ତମ୍କେ ଦେଇରଇଲା, ସେଟା ସର୍ଗେଅନି ଆସିରଇଲା କାଦି ନଏଁ । ମାତର୍ ମର୍ ବାବା ତମ୍କେ ସର୍ଗେଅନି ସତ୍ କାଦି ଦେଇସି । 33ପର୍ମେସରର୍ କାଦି ଅଇଲାନି ଗଟେକ୍ ଲକ୍ ଜେ କି ନ ସାର୍ବା ଜିବନ୍ ଦେବାକେ ସର୍ଗେଅନି ଦୁନିଆଇ ଆସିରଇଲା” ବଲି କଇଲା ।
34ଲକ୍ମନ୍ ଜିସୁକେ କଇଲାଇ, “ଆଗିଆଁ ସବୁବେଲେ ଆମ୍କେ ଏ କାଦି ଦିଆ ।”
35ତାର୍ ପଚେ ଜିସୁ ସେମନ୍କେ କଇଲା, “ମୁଇ ସେ ଜିବନର୍ କାଦି । ଜନ୍ ଲକ୍ ମର୍ ଲଗେ ଆଇସି, ସେ କେବେ ମିସା ବୁକେ ନ ରଏ । ଆରି କେ ମକେ ବିସ୍ବାସ୍ କର୍ସି ତାକେ କେବେ ମିସା ସସ୍ ନ ଲାଗେ । 36ମୁଇ ତମ୍କେ କଇଲିନି, ତମେ ମକେ ଦେକିକରି ମିସା ବିସ୍ବାସ୍ କରାସ୍ନାଇ । 37ମର୍ ବାବା ପର୍ମେସର୍ ଜନ୍ ଲକ୍ମନ୍କେ ମକେ ଦେଲା ଆଚେ, ସେ ଲକ୍ମନ୍ ମର୍ ଲଗେ ଆଇବାଇ । ଆରି ମର୍ ଲଗେ ଆଇବା ଲକ୍ମନ୍କେ କେବେ ମିସା ନ ବାଉଡାଇ । 38କାଇକେବଇଲେ ମୁଇ ନିଜେ ମନ୍ କଲାଟା ପୁରାପୁରୁନ୍ କର୍ବାକେ ଆସି ନାଇ, ମାତର୍ ମକେ ପାଟାଇରଇବା ପର୍ମେସରର୍ ମନ୍କଲାଟା ପୁରାପୁରୁନ୍ କର୍ବାକେ ସର୍ଗେଅନି ଆସିଆଚି । 39ଜନ୍ ଲକ୍ମନ୍କେ ସେ ମକେ ଦେଲାଆଚେ, ସେମନର୍ ବିତ୍ରେଅନି ମୁଇ ଗଟେକ୍ ଲକ୍କେ ମିସା ନ ଆଜାଇ । ସାରାସାରି ଦିନେ ସେ ସବୁ ଲକ୍କେ ଆରିତରେକ୍ ଜିବନ୍ କରି ଉଟାଇବି । ଏଟା ଆକା ସେ ମନ୍ କର୍ବାଟା । 40ପର୍ମେସରର୍ ପିଲା ମୁଇ କେ କେ ମକେ ଦେକ୍ବାଇ ଆରି ବିସ୍ବାସ୍ କର୍ବାଇ, ସେମନ୍ ନ ସାର୍ବା ଜିବନ୍ ପାଇବାର୍ ଆଚେ ବଲି ପର୍ମେସର୍ ମନ୍ କଲାନି । ଆରି ମୁଇ ସେମନ୍କେ ସାରାସାରି ଦିନେ ମଲାଟାନେଅନି ଜିବନ୍ ଅଇକରି ଉଟାଇ ଦେବାର୍ ଆଚେ ବଲି ମିସା ପର୍ମେସର୍ ମନ୍ କଲାନି” ବଲି କଇଲା ।
41ଏଟା ସୁନିକରି ଜିଉଦି ନେତାମନ୍ ଜିସୁର୍ ବିରଦେ ସେମନର୍ ବିତ୍ରେ ଦଦାପେଲା ଅଇଲାଇ । କାଇକେ ବଇଲେ, ଜିସୁ ମୁଇ ସର୍ଗେ ଅନି ଆସିରଇବା କାଦି ବଲି କଇଲାର୍ ପାଇ ସେମନ୍ ଏନ୍ତି ଅଇଲାଇ । 42ସେମନ୍ କଇଲାଇ “ଏଟା ଜସେପର୍ ପିଲା ଜିସୁ ନଏଁ କି ? ଆମେ ତାର୍ ଆୟା ବାବାକେ ଜାନି ଆଚୁ । ସେ କେନ୍ତି ‘ମୁଇ ସର୍ଗେଅନି ଆସିଆଚି’ ବଲି କଇଲାନି ?”
43ଜିସୁ ସେମନ୍କେ କଇଲା, ତମେ ଦଦାପେଲା ଉଆନାଇ, ଚିମ୍ରାଇଅଇ ରୁଆ । 44ମକେ ପାଟାଇରଇବା ପର୍ମେସର୍ ମର୍ ଲଗେ ଡାକି ନ ଆନ୍ଲେ, କେ ମିସା ମର୍ ଲଗେ ଆସିନାପାରତ୍ । ଆରି ଜେ ଜେ ଆଇବାଇ, ସେମନ୍କେ ମୁଇ ସାରାସାରି ଦିନେ ମଲାଟାନେଅନି ଜିବନ୍ କରି ଉଟାଇବି । 45ବବିସତ୍ବକ୍ତାମନ୍ ଦରମ୍ ସାସ୍ତରେ ଲେକିଆଚତ୍, ପର୍ମେସର୍ଟାନେଅନିସେ ସବୁଲକ୍ ସିକ୍ବାଇ । କେ ମିସା ବାବାର୍ କାତା ସୁନି ତାର୍ ସିକିଆ ପାଇସି, ସେ ମର୍ଲଗେ ଆଇସି । 46କେ ମିସା ବାବାକେ ଦେକତ୍ନାଇ । ମୁଇ ପର୍ମେସରର୍ ତେଇଅନି ଆସିଆଚେ, ମୁଇସେ ବାବାକେ ଦେକିଆଚି । 47ମୁଇ ତମ୍କେ ସତ୍ କଇଲିନି, ଜନ୍ ଲକ୍ ମକେ ବିସ୍ବାସ୍ କର୍ସି, ସେ ନ ସାର୍ବା ଜିବନ୍ ପାଇସି । 48ଉଁ, ମୁଇସେ ଜିବନ୍ ଦେବା କାଦି । 49ତମର୍ ଆନିଦାଦିମନ୍ ମରୁବାଲିବୁଏଁ ମାନା କାଦି କାଇରଇଲାଇ, ଏଲେମିସା ସେମନ୍ ମଲାଇ । 50ମାତର୍ ଜନ୍ କାଦି ସର୍ଗେଅନି ଆଇସି, ସେଟା ଜେ କାଇଲେ ମିସା, ନ ମରତ୍ ।
51ମୁଇସେ ସର୍ଗେଅନି ଆଇଲା ଜିବନ୍ ଦେବା କାଦି । ଏ କାଦି କାଇଲା ଲକ୍ମନ୍ ସବୁ ଦିନର୍ ପାଇ ବଁଚି ରଇବାଇ । ଏ କାଦି ଅଇଲାନି ମର୍ ଗାଗଡ୍ । ଏ ଦୁନିଆର୍ ଲକ୍ମନ୍ କାଲ୍କାଲ୍ ଜୁଗ୍ଜୁଗ୍ ବଁଚି ରଇବାକେ ମର୍ଗାଗଡ୍ ଦେବି ବଲି କଇଲା ।
52ଜିସୁ କଇଲା କାତା ସୁନି ଜିଉଦି ନେତାମନ୍ ରିସାଅଇ ଆଉଲିଅଇକରି “ଏ ଲକ୍ କେନ୍ତି ନିଜର୍ ଗାଗଡ୍ ଆମ୍କେ କାଇବାକେ ଦେଇ ପାରେ ?” ବଲି ଦଦାପେଲା ଅଇ କଇଲାଇ ।
53ଜିସୁ ସେମନ୍କେ କଇଲା, “ମୁଇ ସତ୍କାତା କଇଲିନି, ପର୍ମେସର୍ ପାଟାଇ ରଇବା ନର୍ପିଲା ମୁଇ, ମର୍ ଗାଗଡ୍ ଆରି ବନି ନ କାଇଲେ, ଜିବନ୍ ମିଲାଇ ନାପାରାସ୍ । 54ମାତର୍ ଜନ୍ ଲକ୍ ମର୍ ଗାଗଡ୍ ଆରି ବନି କାଇସି ସେ ନ ସାର୍ବା ଜିବନ୍ ପାଇସି । ମୁଇ ସେ ଲକ୍କେ ସାରାସାରି ଦିନେ ମଲାଟାନେଅନି ଉଟାଇବି । 55କାଇକେବଇଲେ, ମର୍ ଗାଗଡ୍ ଅଇଲାନି ସତ୍ କାଦି ଆରି ମର୍ ବନି ଅଇଲାନି ସତ୍ ପାନି । 56ଜନ୍ ଲକ୍ ମର୍ ଗାଗଡ୍ ଆରି ବନି କାଇସି, ସେ ମର୍ଟାନେ ରଇସି ଆରି ମୁଇ ତାର୍ଟାନେ ରଇବି । 57ଜିବନ୍ ରଇବା ବାବା ମକେ ପାଟାଇଆଚେ, ଆରି ତାର୍ଲାଗି ମୁଇ ବଁଚିଆଚି । ସେନ୍ତାରିସେ ଜେ ମକେ କାଇସି, ମର୍ଲାଗି ବଁଚିରଇସି । 58ଏଟାସେ ସର୍ଗେଅନି ଆସିରଇବା କାଦି । ଜନ୍ କାଦି ତମର୍ ଆନିଦାଦିମନ୍ କାଇକରି ପଚେ ମଲାଇ, ଏଟା ସେନ୍ତାରି କାଦି ନଏଁ । ଏ କାଦି ଜେ କାଇସି ସେ କାଲ୍କାଲ୍ ଜୁଗ୍ଜୁଗ୍ ବଁଚିରଇସି ।”
59ଜିସୁ କପର୍ନାଉମେ ଜିଉଦିମନର୍ ପାର୍ତନା ଗରେ ସିକିଆ ଦେବାବେଲେ ଏ ସବୁ କାତା କଇରଇଲା ।
ନ ସର୍ବା ଜିବନର୍ ବାକିଅ
60ଜିସୁର୍ ସିସ୍ମନର୍ ବିତ୍ରେ ଅନି କେତେକ୍ ଲକ୍ ଏ କାତା ସୁନିକରି କଇଲା, “ଏ ସିକିଆ ମୁଲ୍କେ ବୁଜି ନଇଲାନି । ସେଟାର୍ପାଇ କେ ଏଟା ନାମ୍ସି ?”
61ଜିସୁକେ ଏ ବିସଇ ନେଇକରି କେ କାଇବଲି ନ କଇରଇଲେ ମିସା, ସିସ୍ମନ୍ କୁଆବଲା ଅଇଲାଇନି ବଲି ଜାନିକରି, ସେ ସେମନ୍କେ କଇଲା, “ତମେ ଏ କାତା ସୁନି ମନ୍ଦୁକ୍ କଲାସ୍ନି କି ? 62ଏନ୍ତି ବଇଲେ, ନର୍ପିଲା ମୁଇ ଜନ୍ ଜାଗାଇଅନି ଆସିରଇଲି, ସେ ଜାଗାଇ ଆରି ତରେକ୍ ବାଉଡି ଜିବାଟା ଦେକ୍ଲେ ତମେ କାଇଟା ବଲି କଇସା ? 63ପର୍ମେସରର୍ ଆତ୍ମାସେ ଜିବନ୍ ଦେଇପାରେ । ମୁନୁସର୍ ବପୁ କାଇଟା କରିନାପାରେ । ପର୍ମେସରର୍ ଜିବନ୍ ଦେବା ଆତ୍ମା ତମେ ଜେନ୍ତାରିକି ଜାନି ପାର୍ସା ? ସେଟାର୍ପାଇ ମୁଇ ଏ କାତା କଇଲିଆଚି । 64ମାତର୍ ତମର୍ ବିତ୍ରେଅନି କେତେକ୍ ଲକ୍ମନ୍ ମକେ ବିସ୍ବାସ୍ କରାସ୍ ନାଇ ।” କାଇକେବଇଲେ ବିସ୍ବାସ୍ ନ କର୍ବା ଲକ୍ମନ୍କେ ଜିସୁ ଆଗେଅନି ଜାନିରଇଲା । ଆରି ପଚେ ଜନ୍ ଲକ୍ ତାକେ ସତ୍ରୁକେ ସର୍ପି ଦେଇସି, ତାକେ ମିସା ଜାନି ରଇଲା । 65ଆରି ଜିସୁ କଇଲା, “ସେଟାର୍ ପାଇସେ ମୁଇ ତମ୍କେ କଇଲିନି, ଜଦି ବାବା ନ ପାଟାଇଲେ, କେ ମିସା ମର୍ ଲଗେ ଆସିନାପାରେ ।” 66ଜିସୁ ଏ କାତା କଇଲାକେ ତାର୍ ସଙ୍ଗ୍ ଜାଇତେରଇବା ଲକ୍ମନର୍ତେଇଅନି ବେସିଲକ୍ ତାର୍ ସଙ୍ଗ୍ ଜିବାକେ ମନ୍ ନ କରି ଚାଡି ଉଟିଗାଲାଇ । 67ସେବେଲେ ଜିସୁ ତାର୍ ବାର୍ଟା ସିସ୍ମନ୍କେ ପାଚାର୍ଲା, “ତମେ ମିସା ମକେ ଚାଡିକରି ଉଟିଜିବାକେ ମନ୍ କଲାସ୍ନି କି ?” 68#ମାତିଉ ୧୬:୧୬; ମାର୍କ ୮:୨୯; ଲୁକ୍ ୯:୨୦ସିମନ୍ ପିତର୍ ତାକେ କଇଲା, “ମାପ୍ରୁ ତମ୍କେ ଚାଡି ଆମେ କାର୍ଲଗେ ଜିବୁ ? ତମର୍ଟାନେତା ନ ସାର୍ବା ଜିବନର୍ ବାକିଅ ଆଚେ । 69ତମେତା ପର୍ମେସରର୍ ଟାନେଅନି ଆଇଲା ସୁକଲ୍ ଲକ୍ ବଲି, ଏବେ ଆମେ ବିସ୍ବାସ୍ କରି ଜାନ୍ଲୁ ।” 70ଜିସୁ ସେମନ୍କେ କଇଲା, “ମୁଇ କାଇ ତମ୍କେ ବାର ଲକ୍କେ ବାଚି ନାଇ କି ? ଏଲେମିସା ତମର୍ ବିତ୍ରେଅନି ଗଟେକ୍ ଲକ୍ ସଇତାନର୍ ।” 71ଇସ୍କାରିୟତର୍ ପିଲା ଜିଉଦାକେ ଦେକାଇକରି ସେ ଏନ୍ତି କଇରଇଲା । କାଇକେ ବଇଲେ ବାର୍ଟା ସିସ୍ମନର୍ ବିତ୍ରେ ଅନି ଜିଉଦା ଗଟେକ୍ ଲକ୍ ଅଇମିସା, ଜିସୁକେ ବିସ୍ବାସେ ବିସ୍ ଦେଲାପାରା ସତ୍ରୁମନ୍କେ ସର୍ପି ଦେବାକେ ମନ୍ କର୍ତେ ରଇଲା ।
اکنون انتخاب شده:
ଜଅନ୍ 6: NTSaa20
هایلایت
به اشتراک گذاشتن
کپی
می خواهید نکات برجسته خود را در همه دستگاه های خود ذخیره کنید؟ برای ورودثبت نام کنید یا اگر ثبت نام کرده اید وارد شوید
The New Testament in Desiya Language © The Word for the World International and Desiya Translation Samithi, Koraput, Odisha. 2020