1
ଲୁକ୍ 23:34
ସତିଅର୍ ବାଟ୍, ନୁଆ ନିୟମ୍, 2020
ସେବେଲା ଜିସୁ କଇଲା, “ଏ ବାବା ଏମନ୍କେ କେମା କରିଦିଆସ୍, କାଇକେ ବଇଲେ ଏମନ୍ କାଇଟା କଲାଇନି ସେଟା ନାଜାନତ୍ ।” ସେମନ୍ ଜିସୁର୍ ପଚିଆ ନେଇ କାକେ ମିଲ୍ସି ବଲି କେଡ୍ ପୁଟାଇଲାଇ ।
Vertaa
Tutki ଲୁକ୍ 23:34
2
ଲୁକ୍ 23:43
ଜିସୁ ତାକେ କଇଲା, “ମୁଇ ତକେ ସତ୍ କଇଲିନି, ଆଜିସେ ତୁଇ ମର୍ସଙ୍ଗ୍ ପାରଦେସେ ରଇସୁ ।”
Tutki ଲୁକ୍ 23:43
3
ଲୁକ୍ 23:42
ଆରି ସେ ଜିସୁକେ, “ଏ ଜିସୁ, ତୁଇ ନିଜର୍ ରାଇଜେ ରାଜା ଅଇ ଆଇଲେ ମକେ ଏତାଆ ।”
Tutki ଲୁକ୍ 23:42
4
ଲୁକ୍ 23:46
ଆରି ଜିସୁ ଆଉଲିଅଇ କଇଲା, “ଏ ବାବା, ମର୍ ଆତ୍ମା ତକେ ସର୍ପିଦେଲିନି ।” ଏତ୍କି କଉ କଉ ତାର୍ ଜିବନ୍ ଚାଡିଗାଲା ।
Tutki ଲୁକ୍ 23:46
5
ଲୁକ୍ 23:33
ଆରି ସେମନ୍ କପ୍ରି ନାଉଁର୍ ଗଟେକ୍ ଜାଗାଇ କେଟିକରି ଜିସୁକେ ଆରି ଚର୍ମନ୍କେ, ତାର୍ ଡେବ୍ରି ବାଟେ ଗଟେକ୍ ଲକ୍କେ ଆରି ଉଜାବାଟେ ଗଟେକ୍ ଲକ୍କେ ଆତେ, ପାଦେ କୁଟିମାରି ଟେକିଦେଲାଇ ।
Tutki ଲୁକ୍ 23:33
6
ଲୁକ୍ 23:44-45
ସେବେଲେ ଆଡ୍ବେଲା ଅଇରଇଲା । ଆରି ବେଲର୍ ଉଜଲ୍ ଜାଉଁଲିଜାଇକରି, ତିନ୍ ଗଁଟା ଜାକ ଗୁଲାଇ ଦେସ୍ ଆନ୍ଦାର୍ ଅଇଗାଲା ଆରି ଏଦେ ଦେକା ! ମନ୍ଦିରର୍ ସୁକଲ୍ ଜାଗା, ବିନେ କର୍ବା ପାର୍ଦା ମଜାଇ ଦୁଇପଡା ଅଇ ଚିରିଅଇଲା ।
Tutki ଲୁକ୍ 23:44-45
7
ଲୁକ୍ 23:47
ରମିୟ ସନିଅମନର୍ ସେନାପତି ଏ ଗଟ୍ନା ଦେକି, ପର୍ମେସରର୍ ମଇମା କରି କଇଲା, “ସତଇସେ ଏ ଗଟେକ୍ ଦରମ୍ ଲକ୍ ରଇଲା ।”
Tutki ଲୁକ୍ 23:47
Koti
Raamattu
Suunnitelmat
Videot