Logo YouVersion
BibPlan yoVideyo
Pran aplikasyon an
Seleksyone Lang
Chache Icon

Vèsè popilè nan Bib la ki soti nan ମାଥିଉଲିଖିତ ସୁସମାଚାର 16

1

ମାଥିଉଲିଖିତ ସୁସମାଚାର 16:24

ପବିତ୍ର ବାଇବଲ (CL) NT (BSI)

ODCLBSI

ତତ୍ପରେ ଯୀଶଉ ଶିଷ୍ୟମାନଙ୍କୁ କହିଲେ, “ଯେ କେହି ମୋ’ ସାଙ୍ଗରେ ଆସିବାକୁ ଚାହେଁ, ତାକୁ ଆମଫତ୍ୟାଗୀ ହୋଇ ନିଜର କ୍ରୁଶ ବହନ କରିବାକୁ ହେବ ଏବଂ ମୋ’ ପଛେ ପଛେ ଚାଲିବାକୁ ପଡ଼ିବ।

Konpare

Eksplore ମାଥିଉଲିଖିତ ସୁସମାଚାର 16:24

2

ମାଥିଉଲିଖିତ ସୁସମାଚାର 16:18

ପବିତ୍ର ବାଇବଲ (CL) NT (BSI)

ODCLBSI

“ସେଥିରେ ମୁଁ ତୁମକୁ କହୁଛି, ତୁମେ ପିତର ଅର୍ଥାତ୍ ପଥର। ଏହି ପଥର ମୂଳଦୁଆ ଉପରେ ମୁଁ ମୋର ଉପାସକ ମୁଣ୍ଡଳୀ ପ୍ରତିଷ୍ଠା କରିବି। ଏପରି କି ମୃତ୍ୟପରି କୌଣସି ଧ୍ୱଂସକାରୀ ଶକ୍ତି ତାକୁ ବିନଷ୍ଟ କରି ପାରିବ ନାହିଁ।

Konpare

Eksplore ମାଥିଉଲିଖିତ ସୁସମାଚାର 16:18

3

ମାଥିଉଲିଖିତ ସୁସମାଚାର 16:19

ପବିତ୍ର ବାଇବଲ (CL) NT (BSI)

ODCLBSI

“ମୁଁ ତୁମକୁ ସ୍ୱର୍ଗରେ ମଧ୍ୟ ସେଥିପାଇଁ ଅନୁମତି ମିଳିବ।”

Konpare

Eksplore ମାଥିଉଲିଖିତ ସୁସମାଚାର 16:19

4

ମାଥିଉଲିଖିତ ସୁସମାଚାର 16:25

ପବିତ୍ର ବାଇବଲ (CL) NT (BSI)

ODCLBSI

କାରଣ ଯେ କେହି ନିଜର ଜୀବନ ରକ୍ଷା କରିବାକୁ ଚାହେଁ, ସେ ତାହା ହରାଇବ, କିନ୍ତୁ ମୋ’ ଲାଗି ଯେ ନିଜ ଜୀବନକୁ ଉତ୍ସର୍ଗ କରିଦିଏ, ସେ ପ୍ରକୃତରେ ତାହା ସୁରକ୍ଷା କରିବ।

Konpare

Eksplore ମାଥିଉଲିଖିତ ସୁସମାଚାର 16:25

5

ମାଥିଉଲିଖିତ ସୁସମାଚାର 16:26

ପବିତ୍ର ବାଇବଲ (CL) NT (BSI)

ODCLBSI

ଯଦି କେହି ସମଗ୍ର ଜଗତକୁ ଜୟ କରେ, କିନ୍ତୁ ନିଜ ଜୀବନକୁ ହରାଇଦିଏ, ତାହାର କି ଲାଭ ହେବ? ଜୀବନକୁ ଫେରି ପାଇବା ପାଇଁ ସେ ଆଉ କିଛି ଦେଇ ପାିରବ ନାହିଁ।

Konpare

Eksplore ମାଥିଉଲିଖିତ ସୁସମାଚାର 16:26

6

ମାଥିଉଲିଖିତ ସୁସମାଚାର 16:15-16

ପବିତ୍ର ବାଇବଲ (CL) NT (BSI)

ODCLBSI

ଯୀଶୁ ପଚାରିଲେ, “ମୁଁ କିଏ-ଏ ବିଷୟରେ ତୁମ୍ଭେମାନେ କ’ଣ କହୁଛ?” ଶିମୋନ ପିତର ଉତ୍ତର ଦେଲେ, “ଆପଣ ମସୀହ, ଜୀବନ୍ତ ଈଶ୍ୱରଙ୍କ ପୁତ୍ର।”

Konpare

Eksplore ମାଥିଉଲିଖିତ ସୁସମାଚାର 16:15-16

7

ମାଥିଉଲିଖିତ ସୁସମାଚାର 16:17

ପବିତ୍ର ବାଇବଲ (CL) NT (BSI)

ODCLBSI

ଯୀଶୁ କହିଲେ, “ଧନ୍ୟ ତୁମେ ଯୂନସଙ୍କ ପୁତ୍ର, ପିତର! ଏହି ସତ୍ୟ ତୁମେ କୌଣସି ମନୁଷ୍ୟଠାରୁ ପାଇ ନାହିଁ। ମୋର ସ୍ୱର୍ଗସ୍ଥ ପିତା ନିଜେ ଏହା ତୁମଠାରେ ପ୍ରକାଶ କରିଛନ୍ତି।

Konpare

Eksplore ମାଥିଉଲିଖିତ ସୁସମାଚାର 16:17

Chapit Avan yo
Chapit suivan
YouVersion

Ankouraje ak defi pou w chèche entimite ak Bondye chak jou.

Ministè

Apwopo

Karyè yo

Volontè

Blòg

Peze

Lyen itil yo

Ed

Fè yon don

Vèsyon Bib yo

Odyo Bib yo

Diferan Lang yo nan Bib la

Vèsè Jodi a


Yon Ministè Digital nan

Life.Church
English (US)

©2025 Life.Church / YouVersion

Politik PriveTèm yo
Pwogram Divilgasyon Vilnerabilite
FacebookTwitterInstagramYouTubePinterest

Akèy

Bib

Plan yo

Videyo