„YouVersion“ logotipas
BiblijaPlanaiVaizdo įrašai
Gaukite programėlę
Kalbos parinkiklis
Paieškos piktograma

Populiarios Biblijos eilutės iš ମାଥିଉଲିଖିତ ସୁସମାଚାର 7

1

ମାଥିଉଲିଖିତ ସୁସମାଚାର 7:7

ପବିତ୍ର ବାଇବଲ (CL) NT (BSI)

ODCLBSI

ମାଗ, ତାହେଲେ ତୁମକୁ ଦିଆଯିବ; ଖୋଜ, ନିଶ୍ଚୟ ପାଇବ; ଦ୍ୱାରରେ ଆଘାତ କର, ଦ୍ୱାର ଖୋଲା ହେବ।

Palyginti

Naršyti ମାଥିଉଲିଖିତ ସୁସମାଚାର 7:7

2

ମାଥିଉଲିଖିତ ସୁସମାଚାର 7:8

ପବିତ୍ର ବାଇବଲ (CL) NT (BSI)

ODCLBSI

ଯେ କେହି ମାଗେ, ତାକୁ ଦିଆଯାଏ; ଯେ ଖୋଜେ, ସେ ପାଏ; ଯେ ଦ୍ୱାରରେ ଆଘାତ କରେ, ତା ପାଇଁ ଦ୍ୱାର ଖୋଲି ଦିଆଯାଏ।

Palyginti

Naršyti ମାଥିଉଲିଖିତ ସୁସମାଚାର 7:8

3

ମାଥିଉଲିଖିତ ସୁସମାଚାର 7:24

ପବିତ୍ର ବାଇବଲ (CL) NT (BSI)

ODCLBSI

“ଯେ ମୋ’ କଥା ଶୁଣି ପାଳନ କରେ, ସେ ପଥଣ ଉପରେ ଘର ମୋଳି ଥିବା ବୁଦ୍ଧିମନ ଲୋକ ପରି।

Palyginti

Naršyti ମାଥିଉଲିଖିତ ସୁସମାଚାର 7:24

4

ମାଥିଉଲିଖିତ ସୁସମାଚାର 7:12

ପବିତ୍ର ବାଇବଲ (CL) NT (BSI)

ODCLBSI

ତୁମ ପାଇଁ ଅନ୍ୟମାନେ ଯାହା କରନ୍ତୁ ବୋଲି ତୁମେ ଇଚ୍ଛାକରୁଛ, ତୁମେ ଅନ୍ୟମାନଙ୍କ ପାଇଁ ତାହା କର। ମୋଶା ଦେିଥିବା ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଶିକ୍ଷାର ଏହା ହେଉଛି ସାର କଥା।

Palyginti

Naršyti ମାଥିଉଲିଖିତ ସୁସମାଚାର 7:12

5

ମାଥିଉଲିଖିତ ସୁସମାଚାର 7:14

ପବିତ୍ର ବାଇବଲ (CL) NT (BSI)

ODCLBSI

କିନ୍ତୁ ଅନନ୍ତ ଜୀବନକୁ ପଡ଼ିଥିବା ରାସ୍ତା ଦୁର୍ଗମ ଓ ବାଟ ଖୋଜି ପାଆନ୍ତି।

Palyginti

Naršyti ମାଥିଉଲିଖିତ ସୁସମାଚାର 7:14

6

ମାଥିଉଲିଖିତ ସୁସମାଚାର 7:13

ପବିତ୍ର ବାଇବଲ (CL) NT (BSI)

ODCLBSI

ସଂକୀର୍ଣ୍ଣ ଦ୍ୱାରା ଦେଇ ଯାଅ। କାରଣ ନରକକୂ ଯିବା ରାସ୍ତା ସୁଗମ ଓ ତାର ପ୍ରଶସ୍ତ। ଅନେକେ ସେହି ବାଟେ ଯାନ୍ତି।

Palyginti

Naršyti ମାଥିଉଲିଖିତ ସୁସମାଚାର 7:13

7

ମାଥିଉଲିଖିତ ସୁସମାଚାର 7:11

ପବିତ୍ର ବାଇବଲ (CL) NT (BSI)

ODCLBSI

ତୁମ୍ଭେ ନିଜର ଦୋଷ ଦୁର୍ବଳତା ସତ୍ତେ୍ୱ ପିଲାମାନଙ୍କୁ ଭଲ ଜିନିଷ ଦେଇଥାଅ। ଯେଉଁମାନେ ଈଶ୍ୱରଙ୍କୁ ମାଗନ୍ତି, ସେ ସେମାନଙ୍କୁ ଆହୁରି କେତେ ଭଲ ଜିନିଷ ପ୍ରଚୁରଭାବେ ନ ଦେବେ?

Palyginti

Naršyti ମାଥିଉଲିଖିତ ସୁସମାଚାର 7:11

8

ମାଥିଉଲିଖିତ ସୁସମାଚାର 7:1-2

ପବିତ୍ର ବାଇବଲ (CL) NT (BSI)

ODCLBSI

ଅନ୍ୟମାନଙ୍କର ଦୋଷ ଖୋଜି ବୁଲ ନାହିଁ। ତାହାହେଲେ ଈଶ୍ୱର ମଥ୍ୟ ତୁମ୍ଭର ଦୋଷ ଧରିବେ ନାହିଁ। ଅନ୍ୟମାନଙ୍କ ଦୋଷ ବିଷୟରେ ତୁମେ ଯେପରି ଭାବରେ ବିଚାର କରିଥାଅ, ଈଶ୍ୱର ସେପରି ତୁମର ବିଚାର କରିବେ। ତୁମେ ଅନ୍ୟମାନଙ୍କ ପ୍ରତି ଯେଉଁ ନିୟମ ପ୍ରୟୋଗ କରୁଛ, ସେହି ନିୟମ ଈଶ୍ୱର ତୁମ ପ୍ରତି ମଧ୍ୟ ପ୍ରୟୋଗ କରିବେ।

Palyginti

Naršyti ମାଥିଉଲିଖିତ ସୁସମାଚାର 7:1-2

9

ମାଥିଉଲିଖିତ ସୁସମାଚାର 7:26

ପବିତ୍ର ବାଇବଲ (CL) NT (BSI)

ODCLBSI

“କିନ୍ତୁ ଯେଉଁମାନେ ମୋ’ କଥା ଶୁଣି ପାଳନ କରନ୍ତି ନାହିଁ, ସେମାନେ ବାଲିକୁଦ ଉପରେ ଘର ତିଆରି କରିଥିବା ମୂର୍ଖ ପରି।

Palyginti

Naršyti ମାଥିଉଲିଖିତ ସୁସମାଚାର 7:26

10

ମାଥିଉଲିଖିତ ସୁସମାଚାର 7:3-4

ପବିତ୍ର ବାଇବଲ (CL) NT (BSI)

ODCLBSI

ତୁମ ଆଖିରେ କାଠ ଗଡ଼ଟାଏ ଥିବାବେଳେ ତୁମ ଭାଇ ଆଖିରେ ଧୂଳିକଣାଟି ପ୍ରତି ତୁମ୍ଭେ କାହିଁକି ଥ୍ୟାନତ ଦେଉଛ? ନିଜ ଆଖିରେ କାଠଖଣ୍ଡଟିଏ ଥାଉ ଥାଉ ତୁମେ କେଉଁ ସାହସରେ ତୁମ ଭାଇ ଆଖିରୁ ଧୂଳିକଣାଟି ବାହାର କରିଦେବ ବୋଲି କହୁଛ?

Palyginti

Naršyti ମାଥିଉଲିଖିତ ସୁସମାଚାର 7:3-4

11

ମାଥିଉଲିଖିତ ସୁସମାଚାର 7:15-16

ପବିତ୍ର ବାଇବଲ (CL) NT (BSI)

ODCLBSI

ଭଣ୍ଡା ଭାବବାଦୀମାନଙ୍କ ପ୍ରତି ସାବଧାନ! ସେମାନେ ବାହାରକୁ ମେଣ୍ଢା ପରି ଦେଖାଯାଆନ୍ତି, କିନ୍ତୁ ପ୍ରକୃତରେ ସେମାନେ ଗୋଟିଏ ହେଟା ବାଘ। ସେମାନେ କାର୍ଯ୍ୟକଳାପରୁ ତୁମେ ସେମାନଙ୍କୁ ଚିହ୍ନିପାରିବ। କଣ୍ଟା ବୁଦାରେ ଦ୍ରାକ୍ଷଶ ‘ଳେ ନାହଁ କିମ୍ବା କାନକୋଳି ଗଛରେ ଡିମିରି ‘ଳ ଧର ନାହିଁ।

Palyginti

Naršyti ମାଥିଉଲିଖିତ ସୁସମାଚାର 7:15-16

12

ମାଥିଉଲିଖିତ ସୁସମାଚାର 7:17

ପବିତ୍ର ବାଇବଲ (CL) NT (BSI)

ODCLBSI

ଭଲ ଗଛରେ ଭଲ ‘ଳ ଧରେ। ଖରାପ ଗଛରେ ଖରାପ।

Palyginti

Naršyti ମାଥିଉଲିଖିତ ସୁସମାଚାର 7:17

13

ମାଥିଉଲିଖିତ ସୁସମାଚାର 7:18

ପବିତ୍ର ବାଇବଲ (CL) NT (BSI)

ODCLBSI

ଭଲ ଗଛରେ ଖରାପ ‘ଲ ‘ଳିବ ନାହିଁ କିମ୍ବା ଖରାପ ଗଛର ‘ଳ ଭଲ ହୋଇ ପାରିବ ନାହିଁ।

Palyginti

Naršyti ମାଥିଉଲିଖିତ ସୁସମାଚାର 7:18

14

ମାଥିଉଲିଖିତ ସୁସମାଚାର 7:19

ପବିତ୍ର ବାଇବଲ (CL) NT (BSI)

ODCLBSI

ଭଲ ‘ଳ ନ ଧରିଲେ ଗଛଟି କଟା ଯାଇ ନିଆଁରେ ପକାଯାଏ।

Palyginti

Naršyti ମାଥିଉଲିଖିତ ସୁସମାଚାର 7:19

Ankstesnis skyrius
Kitas skyrius
„YouVersion“

Skatina ir kviečia jus kasdieną ieškoti artumo su Dievu.

Tarnystė

Apie

Karjera

Savanoriaukite

Tinklaraštis

Spaudai

Naudingos nuorodos

Pagalba

Paaukokite

Biblijos versijos

Įgarsintos Biblijos

Biblijos kalbos

Dienos eilutė


Skaitmeninė tarnystė, kurią vykdo

Life.Church
Lietuvių

©2026 „Life.Church“ / „YouVersion“

Privatumo politikaSąlygos
Pažeidžiamumų atskleidimo programa
„Facebook“„Twitter“„Instagram“„YouTube“„Pinterest“

Pradžia

Biblija

Planai

Vaizdo įrašai