1
ମାତିଉ 18:20
ସତିଅର୍ ବାଟ୍, ନୁଆ ନିୟମ୍, 2020
କାଇକେ ବଇଲେ ଜନ୍ତି ଦୁଇ କି ତିନ୍ ଲକ୍ ରୁଣ୍ଡିକରି ମର୍ ନାଉଁ ଦାର୍ବାଇ, ତେଇ ମୁଇ ଆଚି ।”
Bandingkan
Selidiki ମାତିଉ 18:20
2
ମାତିଉ 18:19
କାଲି ସେତ୍କି ନଏଁ, ମୁଇ ତମ୍କେ ସତ୍ କଇଲିନି, ଜେଡେବେଲେ ମିସା ଏ ଜଗତେ ତମେ ଦୁଇ ଲକ୍ ଜନ୍ ବିସଇ ନେଇକରି ଗଟେକ୍ ମନ୍ ଅଇକରି ପାର୍ତନା କଲେ, ମର୍ ସରଗର୍ ବାବା ତମେ ମାଙ୍ଗ୍ଲାଟା ପୁରୁନ୍ କର୍ସି ।
Selidiki ମାତିଉ 18:19
3
ମାତିଉ 18:2-3
ଜିସୁ ଗଟେକ୍ ସାନ୍ ପିଲାକେ ଡାକି ସେମନର୍ ଲଗେ ଟିଆକରାଇ କଇଲା, “ମୁଇ ତମ୍କେ ସତ୍ କଇଲିନି, ତମର୍ ମନ୍ ବାଦ୍ଲାଇ ସାନ୍ ପିଲାମନର୍ ପାରା ନ ଅଇଲେ ସରଗ୍ ରାଇଜେ କେବେ ପୁରି ନାପାରାସ୍ ।
Selidiki ମାତିଉ 18:2-3
4
ମାତିଉ 18:4
ଜେ ନିଜ୍କେ ସୁଆଲ୍ କରି ସାନ୍ ପିଲାପାରା ଅଇସି, ସେ ସରଗ୍ ରାଇଜେ ସବୁର୍ଟାନେଅନି ବଡ୍
Selidiki ମାତିଉ 18:4
5
ମାତିଉ 18:5
ଆରି, ଜେକି ମର୍ ନାଉଁ ଦାରି ଏ ସାନ୍ ପିଲାକେ ନାମ୍ସି, ସେ ମକେ ମିସା ନାମ୍ସି ।”
Selidiki ମାତିଉ 18:5
6
ମାତିଉ 18:18
“ମୁଇ ତମ୍କେ ସତ୍ କଇଲିନି, ତମେ ଏ ଜଗତେ ଜାଇଟା ନାଇ ବଲ୍ସା, ସେଟା ସର୍ଗେ ମିସା ନାଇ ଅଇସି । ଆରି ଜନ୍ଟା ପାଇ ତମେ ଜଗତେ ଉଁ କଇସା, ସେଟା ସର୍ଗେ ମିସା ଉଁ ଅଇସି ।
Selidiki ମାତିଉ 18:18
7
ମାତିଉ 18:35
ଜିସୁ ଏ କାତା କଇସାରାଇ କଇଲା, “ତମର୍ ବିରୁଦେ ଦସ୍ କରି ରଇବା ବାଇମନ୍କେ ମନ୍ ବିତ୍ରେଅନି ଜଦି କେମା ନ ଦିଆସ୍, ତେବେ ମର୍ ସରଗର୍ ବାବା ମିସା ତମ୍କେ ଏନ୍ତାରିସେ କର୍ସି ।”
Selidiki ମାତିଉ 18:35
8
ମାତିଉ 18:6
“ମର୍ତେଇ ବିସ୍ବାସ୍ କର୍ତେ ରଇବା ଏ ସାନ୍ ପିଲାମନର୍ ବିତ୍ରେଅନି ଗଟେକ୍ ଲକ୍ କେ ଆଲେ ବିସ୍ବାସେ ବାଦା ଗଟାଇସି ବଇଲେ, ତାର୍ ଗାଲାଇ ଜତା ପାକ୍ନା ବାନ୍ଦିକରି ତାକେ ସମ୍ଦୁରେ ବୁଡାଇଦେବାଟା ନିକ ଅଇସି ।
Selidiki ମାତିଉ 18:6
9
ମାତିଉ 18:12
ତମେ କାଇଟା ବାବ୍ଲାସ୍ନି, ଜଦି ଗଟେକ୍ ଲକର୍ ସଏଟା ମେଣ୍ଡା ରଇସି ଆରି ସିତିଅନି ଗଟେକ୍ ଆଜି ଜାଇସି, ତେବେ ସେ କାଇଟା କର୍ସି ? ନବେ ନଅଟା ମେଣ୍ଡାକେ ଡଙ୍ଗରେ ଚାର୍ବାକେ ଚାଡିଦେଇ ସେ ଆଜ୍ଲା ମେଣ୍ଡାକେ କଜ୍ବାର୍ ବାରଇସି ।
Selidiki ମାତିଉ 18:12
Halaman Utama
Alkitab
Pelan
Video