ମାତିଉ 23
23
ପାରୁସି ଆରି ଦରମ୍ ଗୁରୁମନର୍ ବିରୁଦେ ଜାଗ୍ରତ୍ କରାଇବାଟା
(ମାର୍କ ୧୨:୩୮-୩୯; ଲୁକ୍ ୧୧:୪୩-୪୬;୨୦:୪୫-୪୬)
1ଜିସୁ ସିସ୍ମନ୍କେ ଆରି ତେଇ ରୁଣ୍ଡି ରଇବା ଲକ୍ମନ୍କେ କଇଲା, 2“ପାରୁସି ଆରି ଦରମ୍ ଗୁରୁମନ୍କେ ମସାର୍ ନିୟମର୍ ଅରତ୍ ବୁଜାଇ ଦେବାର୍ ଅଦିକାର୍ ଆଚେ । 3ସେମନ୍ ଜାଇଟା କର୍ବାକେ କଇଲାଇନି, ସେଟା କରା, ମାତର୍ ସେମନ୍ ଜାଇ ଜାଇଟା କଲାଇନି, ସେଟା ଦେକି ସେନ୍ତାରି କରାନାଇ । କାଇକେ ବଇଲେ ସେମନ୍ ନିଜେ ଜନ୍ ସିକିଆ ଦେବାଇ, ତାର୍ ଉଲ୍ଟା କର୍ବାଇ । 4ସେମନ୍ ତାକର୍ ସିକିଆ ସବୁ ଲକ୍ମନର୍ ପିଟି ଉପ୍ରେ ବେସି ବଜ୍ ପାରା ଲାଦିଦେବାଇ । ମାତର୍ ସେ ସବୁ ବଜର୍ ନିୟମ୍, ଚିନି ଆଙ୍ଗ୍ଟିତେଇ ଉଟାଇବା ଏତ୍କି ମିସା ସାଇଜ ନ କରତ୍ । 5#ମାତିଉ ୬:୧ସେମନ୍ ଲକ୍କେ ଦେକାଇଅଇବାକେ ସବୁ କାମ୍ କର୍ବାଇ । ସାସ୍ତର୍ ପଦ୍ ଲେକାଅଇଲା କେଡେ କେଡେ ବଡ୍ ବଡ୍ ଡଅଁରାମନ୍ କାପାଲେ ଆରି ପଡିଆଇ ବାନ୍ଦିଅଇ ଆଚତ୍ । ଆରି ଦେକା, ସେମନର୍ ବସ୍ତରର୍ ଜାଲି କେତେକ୍ ଡେଙ୍ଗ୍ । 6ସେମନ୍ ବଜିମନ୍କେ ମୁକିଅ ଜାଗାଇ ଆରି ପାର୍ତନା ଗରେ ବାଚିଅଇରଇଲା ଜାଗା ଅଦିକାର୍ କର୍ବାକେ ମନ୍ କର୍ବାଇ । 7ଆଟେ ବାଟେ ଆରି ଦୁକାନେ ଲକ୍ମନ୍ ସେମନ୍କେ ମାନିକରି ଜୁଆର୍ କରତ୍ ଆରି ‘ଗୁରୁ’ ବଲି ଡାକତ୍, ଏନ୍ତାରି ସେମନ୍ ମନ୍ କର୍ବାଇ । 8ମାତର୍ ତମ୍କେ କେ ଗୁରୁ ବଲି ଡାକ୍ବାର୍ ଦର୍କାର୍ ନାଇ । କାଇକେ ବଇଲେ ସବୁ ଲକ୍ ନିଜର୍ ନିଜର୍ ବିତ୍ରେ ବାଇ, ଆରି ତମର୍ ଗୁରୁ ଗଟେକ୍ ସେ । 9ଆରି ଜଗତେ ତମେ କାକେ ବାବା ବଲି ଡାକ୍ବାକେ ଦର୍କାର୍ ନାଇ । କାଇକେ ବଇଲେ ତମର୍ ଗଟେକ୍ସେ ବାବା, ସେ ସର୍ଗେ ଆଚେ । 10ତମ୍କେ ନେତା ବଲି ମିସା କେ ନ ଡାକତ୍, କାଇକେ ବଇଲେ ଗଟେକ୍ ସେ ନେତା, ସେ ଅଇଲାନି ମାପ୍ରୁ ମସିଅ । 11#ମାତିଉ ୨୦:୨୬,୨୭; ମାର୍କ ୯:୩୫;୧୦:୪୩,୪୪; ଲୁକ୍ ୨୨:୨୬ତମର୍ ବିତ୍ରେ ଜେ ସବୁର୍ ଟାନେଅନି ମୁକିଅ, ସେ ତମର୍ ସେବା କର । 12#ଲୁକ୍ ୧୪:୧୧;୧୮:୧୪ଜେ ନିଜ୍କେ ବଡ୍ ବଲି କଇସି, ତାକେ ସାନ୍ କରାଅଇସି ଆରି ଜେ ନିଜ୍କେ ସାନ୍ ବଲି ବାବ୍ସି, ତାକେ ବଡ୍ କରାଅଇସି ।”
ଜିସୁ ଟକାବଣ୍ଡା ଗୁରୁମନ୍କେ ନିନ୍ଦା କଲା
(ମାର୍କ ୧୨:୪୦; ଲୁକ୍ ୧୧:୩୯-୪୨,୪୪-୫୨;୨୦:୪୭)
13“ଅଇରେ ଦରମ୍ ଗୁରୁମନ୍ ଆରି ପାରୁସିମନ୍ ! ସେସ୍ବେଲେ ତମର୍ ଦସା କେତେ ଅଦିକ୍ ଅଇସି ! ଏଇ ଟକାବଣ୍ଡା ଦଲ୍, ସରଗ୍ ରାଇଜେ କେଟ୍ବା ଦୁଆର୍ ତମେ ଡାବିଦେଇଆଚାସ୍ ! ନିଜେ ତେଇ କେଟାସ୍ ନାଇ ଆରି ଜନ୍ଲକ୍ମନ୍ ତେଇ କେଟ୍ବାକେ ମନ୍ କଲାଇନି, ସେମନ୍କେ ବାଟ୍ ଚାଡାସ୍ ନାଇ ।”
14“ଏ କୁଟିଆଲ୍ ଦରମ୍ଗୁରୁମନ୍ ଆରି ପାରୁସିମନ୍ ! ତମର୍ ଇନସ୍ତା କେତେକ୍ କାକୁର୍ତି ଅଇସି । ତମେ ଚାଲାକି ଅଇକରି ଜବର୍ ପର୍ ପାର୍ତନା କର୍ସା । ମାତର୍ ରାଣ୍ଡି ମାଇଜିମନର୍ ଗର୍ମନ୍ ସବୁ ଦାପ୍ରେ ଗିଲିଦେଇସା । ତେବେ ତମ୍କେ ଅଦିକ୍ ଡଣ୍ଡ୍ ଦିଆଅଇସି ।”
15ଏ ଟକାବଣ୍ଡା ଦରମ୍ଗୁରୁମନ୍ ଆରି ପାରୁସିମନ୍ ! ତମେ କେଡେ ଇନସ୍ତା ଅଇ କାକୁର୍ତି ଅଇସା । ସମ୍ଦୁର୍ ଲଙ୍ଗି ବିନ୍ ବିନ୍ ଦେସ୍ମନ୍କେ ଜାଇ ଗଟେକ୍ ଲକ୍କେ ତମର୍ ଦରମ୍ଟାନେ ମିସାଇବାକେ କଜି ବୁଲ୍ଲାସ୍ନି । ମାତର୍ ସେନ୍ତାର୍ ଗଟେକ୍ ଲକ୍କେ ମିଲାଇଲେ, ତାକେ ତମର୍ ଟାନେଅନି ଅଦିକ୍, ନରକର୍ ଡଣ୍ଡ୍ ପାଇବାକେ ବାଚ୍ଲାସ୍ନି ।
16ଏଇ ବାଟ୍ ଦେକାଉ କାଣାମନ୍ ! ତମର୍ ଦସା କେତେକ୍ ଇନସ୍ତା ଅଇସି । କେ ମନ୍ଦିରର୍ ନାଉଁ ଦାରି ପର୍ମାନ୍ କଲେ, ସେଟା ସେମନ୍ ମାନ୍ବାର୍ ବାଦିଅ ନାଇ, ମାତର୍ ମନ୍ଦିରେ ରଇଲା ସୁନାର୍ ନାଉଁ ଦାରି ଜେ ପର୍ମାନ୍ କର୍ସି, ତାକେ ସେଟା ମାନ୍ବାକେ ପଡ୍ସି ବଲି ତମେ ସିକାଇତେ ରଇସା । 17ଏଇ ବୁଦି ନ ରଇବା କାଣାମନ୍ ! ସୁନା ବଡ୍, କି ସୁନାକେ ସୁକଲ୍ କର୍ତେ ରଇବା ମନ୍ଦିର୍ ବଡ୍ ? 18ଗଟେକ୍ ଲକ୍ ବେଦିର୍ ନାଉଁ ଦାରି ପର୍ମାନ୍ କଲେ ସେ ସେଟା ମାନ୍ବାର୍ ଆକା ଆଚେ ବଲି ନଏଁ, ମାତର୍ ବେଦି ଉପ୍ରେ ସଙ୍ଗଇ ରଇବା ମାପ୍ରୁକେ ଦେଲାଟା ନାଉଁଦାରି ପର୍ମାନ୍ କଲେ, ସେଟା ମାନ୍ବାଟା ବଲି ତମେ ସିକାଇତେ ରଇସା । 19ତମେ କେଡେବଡ୍ କାଣାମନ୍ ! କନ୍ଟା ମୁକିଅ ? ମାପ୍ରୁକେ ଦେଲାଟା କି, ମାପ୍ରୁକେ ଦେଲାଟା ସୁକଲ୍ କର୍ତେ ରଇବା ବେଦି ? 20ତେବର୍ ପାଇ କେ ମିସା ବେଦିର୍ ନାଉଁ ଦାରି ପର୍ମାନ୍ କଲେ, ସେ ବେଦି ଆରି ତାର୍ ଉପ୍ରେ ରଇବା ମାପ୍ରୁକେ ଦେଇ ରଇବା ସବୁ ଜିନିସ୍ ନାଉଁ ଦାରି ପର୍ମାନ୍ କର୍ସି । 21କେ ମିସା ମନ୍ଦିରର୍ ନାଉଁ ଦାରି ପର୍ମାନ୍ କଲେ, ସେ ମନ୍ଦିର୍ ଆରି ତେଇ ବାସା ଅଇରଇବା ପର୍ମେସରର୍ ନାଉଁ ଦାରି ପର୍ମାନ୍ କର୍ସି ।
22 #
ମାତିଉ ୫:୩୪
କେ ମିସା ସରଗର୍ ନାଉଁ ଦାରି ପର୍ମାନ୍ କଲେ, ସେ ପରମେସରର୍ ବସ୍ବା ଜାଗା ଆରି ସେ ବସ୍ବା ଜାଗାଇ ବସି ରଇବା ପର୍ମେସରର୍ ନାଉଁ ଦାରି ପର୍ମାନ୍ କର୍ସି ।
23ଏଇ କୁଟିଆଲ୍ ଦରମ୍ଗୁରୁମନ୍ ଆରି ପାରୁସିମନ୍, ତମର୍ ଦସା କେଡେ ଇନସ୍ତା ଆରି କାକୁର୍ତି ଅଇସି ! ତମେ ପର୍ମେସରର୍ ପାଇ ବଲି ସାନ୍ ସାନ୍ ଜିନିସ୍ ଅଇଲେ ମିସା ଦସ୍ବାଗ୍ ଅନି ବାଗେକ୍ ଦାନ୍ କର୍ସା, ମାତର୍ ନିଆଇ, ଦୟା, ବିସ୍ବାସ୍ ଏନ୍ତି ମୁକିଅ ମୁକିଅ ବିସଇର୍ ନିୟମର୍ ସିକିଆ ଏଲା କଲାସ୍ନି । ପୁର୍ବର୍ ମୁକିଅ ବିସଇ ଏଲା ନ କରି, ଏ ସବୁଜାକ ଆଗ୍ତୁଅନିସେ ଅବିଆସ୍ କର୍ବାର୍ ରଇଲା ।
24ଏଇ ବାଟ୍ଦେକାଇବା କାଣା ଲକ୍ମନ୍ ! ତମେ କାଇବାବେଲେ କେଡେବଲ୍ ତେଇ କାଇଆଲେ କିଡା ଅଦ୍ରି ରଇସି ବଲି ସେଟା ଚାନି ପାକାଇତେ ରଇସା । ମାତର୍ ତମେ ଗଟେକ୍ ଗଟେକ୍ ବଡ୍ ପସୁକେ ମିସା ଗିଲି କାଇପାକାଇସା ।
25ସାରାସାରି ଦିନେ ତମେ କେଡେ କାକୁର୍ତି ଅଇସା, ଏଇ କୁଟିଆଲ୍ ଦରମ୍ ଗୁରୁ ଆରି ପାରୁସିମନ୍ ! ତମେ ଉପ୍ରେ ଉପ୍ରେ ତାଲାଗିନା ମାଜି ପରିଚଲ୍ କରିରଇସା, ମାତର୍ ସେ ବିତ୍ରେ ଇଁସା ଆରି ନିଜର୍ ବିସଇ ଚିନ୍ତା କର୍ବାଟା ବର୍ତି ଅଇରଇସି ।
26ଏଇ କାଣା ପାରୁସିମନ୍ ! ମୁତାର୍ ବିତ୍ରେ ରଇବାଟା ଆଗ୍ତୁ ପରିଚଲ୍ କରା, ସେନ୍ତାର୍ କଲେ ଉପ୍ରର୍ଟା ମିସା ପରିଚଲ୍ ଅଇଜାଇସି ।
27 #
ପେରିତ୍ ୨୩:୩
ଏଇ ଦରମ୍ ଗୁରୁମନ୍ ଆରି ପାରୁସିମନ୍ ! ତମ୍କେ କେଡେ ବଡ୍ ଡଣ୍ଡ୍ ମିଲ୍ସି । ଏଇ କୁଟିଆଲ୍ମନ୍ ! ତମେ ଉପ୍ରେ ଉପ୍ରେ ଚୁନ୍ସଙ୍ଗ୍ ସାରଇ ରଇବା ଗୁଡାମ୍ ପାରା । ଏଟାମନ୍ ଉପ୍ରେ ସୁନ୍ଦର୍ ଡିସ୍ସି, ମାତର୍ ବିତ୍ରେ କୁଇଲା ମଡ୍ ଆରି ଆଡ୍ଗଡ୍ ବର୍ତି ଅଇରଇସି ।
28ସେନ୍ତାରିସେ ତମେ ମିସା ବାଇରେ ଲକ୍ମନର୍ ଦେକ୍ତେ ଦରମ୍ ପାରା ଡିସ୍ତେରଇସା, ମାତର୍ ତମର୍ ବିତ୍ରେ କୁଟ୍ କାତା, ଆଁକାର୍, ଆରି ପାପ୍ ବର୍ତି ଅଇଆଚେ ।
ଜିସୁ ସେମନର୍ ଡଣ୍ଡ୍ ପାଇବାଟା ଜାନାଇଲା
(ଲୁକ୍ ୧୧:୪୭-୫୧)
29ଏଇ ଦରମ୍ଗୁରୁମନ୍ ଆରି ପାରୁସିମନ୍ ! ଏ ଟକାବଣ୍ଡା କରୁମନ୍ ! ତମର୍ ପାଇ ଏଟା କେଡେକ୍ ଇନସ୍ତାର୍ ବିସଇ । ତମେ ବବିସତ୍ବକ୍ତାମନର୍ ପାଇ ସୁନ୍ଦର୍ ସୁନ୍ଦର୍ ସମାଦି ତିଆର୍ କଲାସ୍ନି ଆରି ଦରମ୍ ଲକ୍ମନ୍କେ ସବୁ ଦିନ୍ ଏତାଇବାକେ ନାଉଁ ଲେକି ଡସାଇଲାସ୍ନି । 30ଆରି ତମେସେ କଇଲାସ୍ନି ଜଦି ତମର୍ ଆନିଦାଦିମନର୍ ବେଲେ, ତମେ ରଇତାସ୍ ବଇଲେ, ସେମନର୍ ପାରା ଚଲାଚଲ୍ତି ନ କର୍ତାସ୍, କି ବବିସତ୍ବକ୍ତାମନ୍କେ ନ ମରାଇତାସ୍ । 31ଏ କାତା କଇଲାର୍ ପାଇ ତମେ ବବିସତ୍ବକ୍ତାମନ୍କେ ମରାଉମନର୍ ନାତି ତିତିର୍ ଲକ୍ ବଲି ଏବେ ମାନ୍ଲାସ୍ନି ।
32ତେବେ ତମେ ଆଗ୍ତୁ ଉଆ । ତମର୍ ଆନିଦାଦିମନ୍ କରିରଇବା କର୍ତା କାମ୍ ପୁରାପୁରୁନ୍ ସାରାଇ ଦିଆସ୍ ।
33 #
ମାତିଉ ୩:୭;୧୨:୩୪; ଲୁକ୍ ୩:୭ ଏଇ ସାଁପ୍ମନ୍ ! ବିସ୍ରଇବା ସାଁପର୍ କୁଟୁମର୍ ପାରା ଲକ୍ମନ୍, ତମେ କେନ୍ତି ନରକର୍ ଡଣ୍ଡେଅନି ରକିଆ ମିଲ୍ସି ବଲି ଆସା କଲାସ୍ନି ? 34ସେଟାର୍ ପାଇ ମୁଇ ତମ୍କେ କଇଲିନି, ତମର୍ ଲଗେ ବବିସତ୍ବକ୍ତାମନ୍କେ, ସିକାଇବା ଗୁରୁମନ୍କେ ଆରି ଗିଆନ୍ ରଇବା ବଡ୍ ଲକ୍ମନ୍କେ ମୁଇ ପାଟାଇବି । ତାକର୍ ବିତ୍ରେଅନି ତମେ କେତେ ଲକ୍କେ ମରାଇସା, କେତେ ଲକ୍କେ କୁର୍ସେ ଚଗାଇସା, ଆରି ବାକି ଲକ୍ମନ୍କେ ପାର୍ତନା ଗରେଅନି କର୍ଡା ସଙ୍ଗ୍ ମାରି ମାରି ଗଟେକ୍ ନଅରେ ଅନି ଆରିଗଟେକ୍ ନଅରେ କେଦି ଦେଇସା । 35ଜେନ୍ତିକି ଏବଲର୍ ବେଲେଅନି ଆରାମ୍ କରି ବର୍କିଆର୍ ପ ଜିକରିୟର୍ ଜାକ, ଜାକେ କି ତମେ ମନ୍ଦିର୍ ଆରି ବେଦିର୍ ମଜାଇ ମରାଇରଇଲାସ୍, ଦସ୍ ନ କରିରଇବା ସବୁ ଲକ୍ମନ୍କେ ମରାଇଲା ପାଇ ତମେ ଦସିଅଇ ଡଣ୍ଡ୍ ପାଇସା । 36ମୁଇ ସତ୍ କଇଲିନି, ଏ ସବୁ ଲକ୍ମନ୍କେ ମରାଇଲା ପାଇ ଏ ଜୁଗର୍ ଲକ୍ମନ୍ ଡଣ୍ଡ୍ ପାଇବାଇ ।
ଜିରୁସାଲାମର୍ ପାଇ ଜିସୁର୍ ଆଲାଦ୍
(ଲୁକ୍ ୧୩:୩୪-୩୫)
37ଏ ଜିରୁସାଲାମ୍, ଏ ଜିରୁସାଲାମ୍, ତୁଇ ବବିସତ୍ବକ୍ତାମନ୍କେ ମରାଇଲୁସ୍ନି ଆରି ପର୍ମେସର୍ ପାଟାଇରଇଲା କବର୍ ଆନୁମନ୍କେ ପାକ୍ନା ମାରି ମରାଇଲୁସ୍ନି । ମାଇ କୁକ୍ଡା ତାର୍ ଟିଅଁମନ୍କେ ଡେନା ବିତ୍ରେ ଦାରି ଅଲଣ୍ଡ୍ଲାପାରା, ତର୍ ଲକ୍ମନ୍କେ ମୁଇ ପାଟାଲି ରକିଆ କର୍ବାକେ କେତେ କେତେ ତର୍ ଚେସ୍ଟା କଲି । ମାତର୍ ମକେ ସେନ୍ତାରି କର୍ବାକେ ଦେଉସ୍ ନାଇ । 38ସେଟାର୍ ପାଇ ତର୍ ମନ୍ଦିର୍ ବାଙ୍ଗିରୁଜି ଚିନ୍ବିନ୍ ଅଇଜାଇସି । 39ମାତର୍ ମୁଇ କଇଲା କାତା ରଇସି, ମାପ୍ରୁର୍ ନାଉଁ ଦାରି ଜେ ଆଇଲାନି, ସେ କେଡେ କରମର୍ ଲକ୍ ବଲି ଏଟା ଜେବେ ଜାକ ନ କୁଆସ୍, ଆଜିଅନି ଆରି କେବେ ମକେ ଦେକି ନାପାରାସ୍ ।
Terpilih Sekarang Ini:
ମାତିଉ 23: NTSaa20
Highlight
Kongsi
Salin
Ingin menyimpan sorotan merentas semua peranti anda? Mendaftar atau log masuk
The New Testament in Desiya Language © The Word for the World International and Desiya Translation Samithi, Koraput, Odisha. 2020

: