Logo YouVersion
BibPlan yoVideyo
Pran aplikasyon an
Seleksyone Lang
Chache Icon

Vèsè popilè nan Bib la ki soti nan ମାଥିଉଲିଖିତ ସୁସମାଚାର 10

1

ମାଥିଉଲିଖିତ ସୁସମାଚାର 10:16

ପବିତ୍ର ବାଇବଲ (CL) NT (BSI)

ODCLBSI

“ଶୁଣ, ମେଣ୍ଡାମାନଙ୍କୁ ବାଘ ମୁହଁକୁ ଠେଲିଦେଲା ପରି ମୁଁ ତୁମ୍ଭମାନଙ୍କୁ ପଠାଉଛି। ସୁତଚାଂ ତୁମେ ସର୍ପ ନରି ସତର୍କ ରୁହ, କିନ୍ତୁ କପୋତ ପରି ଅମାୟିକ ହୁଅ।

Konpare

Eksplore ମାଥିଉଲିଖିତ ସୁସମାଚାର 10:16

2

ମାଥିଉଲିଖିତ ସୁସମାଚାର 10:39

ପବିତ୍ର ବାଇବଲ (CL) NT (BSI)

ODCLBSI

ଯେ କେହି ନିଜ ଜୀବନ ରକ୍ଷା କରିବାକୁ ଚେଷ୍ଟା କରେ, ସେ ତାହା ହରାଇବ; ବରଂ ଯେ ମୋ’ପୋଇଁ ନିଜ ଜୀବନକୁ ଉତ୍ସର୍ଗ କରେ, ସେ ପ୍ରକୃତରେ ତାହା ସୁରକ୍ଷା କରିବ।

Konpare

Eksplore ମାଥିଉଲିଖିତ ସୁସମାଚାର 10:39

3

ମାଥିଉଲିଖିତ ସୁସମାଚାର 10:28

ପବିତ୍ର ବାଇବଲ (CL) NT (BSI)

ODCLBSI

ଯେଉଁମାନେ କେବଳଶରୀରକୁ ବିନଷ୍ଟ କରନ୍ତି, କିନ୍ତୁ, କିନ୍ତୁଆମାôର କିଛି କ୍ଷତି କରିପାରନ୍ତି ନାହିଁ, ସେମାନଙ୍କୁ ଭୟ କର ନାହିଁ। ବରଂ ଯେଉଁ ଈଶ୍ୱର ତୁମର ଶରୀର ଓ ଆତ୍ମା ଉଭୟକୁ ନରକରେ ଧ୍ୱଂସ କରିପାରନ୍ତି, ତାଙ୍କୁ ଭୟ କର।

Konpare

Eksplore ମାଥିଉଲିଖିତ ସୁସମାଚାର 10:28

4

ମାଥିଉଲିଖିତ ସୁସମାଚାର 10:38

ପବିତ୍ର ବାଇବଲ (CL) NT (BSI)

ODCLBSI

ଯେ କେହି ନିଜ କ୍ରୁଶ ବହନ କରି ମୋତେ ଅନୁସରଣ କରେ ନାହିଁ, ସେ ମୋହର ଶିଷ୍ୟ ହେବାକୁ ଯୋଗ୍ୟ ନୁହେଁ।

Konpare

Eksplore ମାଥିଉଲିଖିତ ସୁସମାଚାର 10:38

5

ମାଥିଉଲିଖିତ ସୁସମାଚାର 10:32-33

ପବିତ୍ର ବାଇବଲ (CL) NT (BSI)

ODCLBSI

“ଯେ କେହି ପ୍ରକାଶ୍ୟରେ ମୋତେ ପ୍ରଭୁ ବୋଲ ମୁଁ ସ୍ୱୀକାର କରେ, ମୋର ସ୍ୱର୍ଗସ୍ଥ ପିତାଙ୍କ ସମ୍ମୁଖରେ ତାକୁ ମୋର ଶିଷ୍ୟ ବୋଲି ମୁଁ ସ୍ୱୀକାର କରିବି। କିନ୍ତୁ ଯେ କେହି ପ୍ରକାଶ୍ୟରେ ମେତେ ପ୍ରତ୍ୟାଖ୍ୟାନ କରେ, ତାକୁ ମୁଁ ମଧ୍ୟ ମୋ’ ପିତାଙ୍କ ସମ୍ମ୍ରୁେ ପ୍ରତ୍ୟାଖ୍ୟାନ କରିବି।

Konpare

Eksplore ମାଥିଉଲିଖିତ ସୁସମାଚାର 10:32-33

6

ମାଥିଉଲିଖିତ ସୁସମାଚାର 10:8

ପବିତ୍ର ବାଇବଲ (CL) NT (BSI)

ODCLBSI

ବ୍ୟାଧିଗ୍ରସ୍ତ ଲୋକଙ୍କୁ ସୁସ୍ଥ କର, ମୃତବ୍ୟକ୍ତିମାନଙ୍କୁ ପୁନର୍ଜୀବିତ କର, କୁଷ୍ଟୀମାନଙ୍କୁ ରୋଗ ମୁକ୍ତ କର, ଗୂତ ଛଡ଼ାଅ। ଯାହା ବିନା ମୂଲ୍ୟରେ ପାଇଛ, ତାହା ଅନ୍ୟମାନଙ୍କୁ ବିନା ମୂଲ୍ୟରେ ଦାନ କର।

Konpare

Eksplore ମାଥିଉଲିଖିତ ସୁସମାଚାର 10:8

7

ମାଥିଉଲିଖିତ ସୁସମାଚାର 10:31

ପବିତ୍ର ବାଇବଲ (CL) NT (BSI)

ODCLBSI

ଭୟ କର ନାହିଁ, ଅନେକ ଘର ଚଟିଆଠାରୁ ତୁମର ମୂଲ୍ୟ ଢେର ବେଶୀ।

Konpare

Eksplore ମାଥିଉଲିଖିତ ସୁସମାଚାର 10:31

8

ମାଥିଉଲିଖିତ ସୁସମାଚାର 10:34

ପବିତ୍ର ବାଇବଲ (CL) NT (BSI)

ODCLBSI

“ମୁଁ ଜଗତରେ ଶାନ୍ତି ପ୍ରତିଷ୍ଠା କରିବାକୁ ଆସିଛି ବୋଲି ମନେକର ନାହିଁ। ନା, ମୁଁ ଶାନ୍ତି ଆଣିବାକୁ ଆସି ନାହିଁ-ଖଡ଼୍ଗ ନେଇ ଆସିଛି।

Konpare

Eksplore ମାଥିଉଲିଖିତ ସୁସମାଚାର 10:34

Chapit Avan yo
Chapit suivan
YouVersion

Ankouraje ak defi pou w chèche entimite ak Bondye chak jou.

Ministè

Apwopo

Karyè yo

Volontè

Blòg

Peze

Lyen itil yo

Ed

Fè yon don

Vèsyon Bib yo

Odyo Bib yo

Diferan Lang yo nan Bib la

Vèsè Jodi a


Yon Ministè Digital nan

Life.Church
English (US)

©2025 Life.Church / YouVersion

Politik PriveTèm yo
Pwogram Divilgasyon Vilnerabilite
FacebookTwitterInstagramYouTubePinterest

Akèy

Bib

Plan yo

Videyo