Logo YouVersion
BibPlan yoVideyo
Pran aplikasyon an
Seleksyone Lang
Chache Icon

Vèsè popilè nan Bib la ki soti nan ମାଥିଉଲିଖିତ ସୁସମାଚାର 21

1

ମାଥିଉଲିଖିତ ସୁସମାଚାର 21:22

ପବିତ୍ର ବାଇବଲ (CL) NT (BSI)

ODCLBSI

ବିଶ୍ୱାସ କରି ପ୍ରାର୍ଥନାରେ ଯାହା ମାଗିବ, ତାହା ତୁମେ ପାଇବ।”

Konpare

Eksplore ମାଥିଉଲିଖିତ ସୁସମାଚାର 21:22

2

ମାଥିଉଲିଖିତ ସୁସମାଚାର 21:21

ପବିତ୍ର ବାଇବଲ (CL) NT (BSI)

ODCLBSI

ଯୀଶୁ ଉତ୍ତର ଦେଲେ, “ମୁଁ ତୁମକୁ ନିଶ୍ଚିତଭାବେ କହୁଛି, ମନରେ ତିଳେ ହେଲେ ସନ୍ଦେହ ନ ରଖି ତୁମେ ଯଦି ପୂର୍ଣ୍ଣମାତ୍ରାରେ ବିଶ୍ୱାସ କର, ମୁଁ ଏ ଗଛ ପ୍ରତି ଯାହା କରିଛି, ତୁମେ ମଧ୍ୟ ତା’ କରିପାରିବ। କେବଳ ସେତିକି ନୁହେଁ, ଏହି ପାହାଡ଼କୁ ‘ଉଠି ଯାଇ ସମୁଦ୍ରତରେ ପଡ଼ି ଯା’ କହିଲେ, ତାହା ମଧ୍ୟ ହେବ।

Konpare

Eksplore ମାଥିଉଲିଖିତ ସୁସମାଚାର 21:21

3

ମାଥିଉଲିଖିତ ସୁସମାଚାର 21:9

ପବିତ୍ର ବାଇବଲ (CL) NT (BSI)

ODCLBSI

ଯୀଶୁଙ୍କ ଆଗରେ ଓ ପଛରେ ଯାଉଥିବା ଲୋକାମନେ ଉଚ୍ଚ ସ୍ୱରରେ କହିଲେ, “ଦାଉଦ ସନ୍ତାନଙ୍କର ପ୍ରଶଂସା କର, ଯେ ପ୍ରଭୁଙ୍କ ନାମରେ ଆସୁଛନ୍ତି, ଈଶ୍ୱର ତାଙ୍କୁ ଆଶୀର୍ବାଦ କରନ୍ତୁ। ଈଶ୍ୱରଙ୍କ ପ୍ରଶଂସା କର।”

Konpare

Eksplore ମାଥିଉଲିଖିତ ସୁସମାଚାର 21:9

4

ମାଥିଉଲିଖିତ ସୁସମାଚାର 21:13

ପବିତ୍ର ବାଇବଲ (CL) NT (BSI)

ODCLBSI

ସେମାନଙ୍କୁ ସେ କହିଲେ, “ଧର୍ମଶାସ୍ତ୍ରରେ ଲେଖା ଅଛି, ‘ମୋର ମନ୍ଦିର ପ୍ରାର୍ଥନା ଗୃହ ବୋଲି ଆଖ୍ୟାତ ହେବ, କିନ୍ତୁ ତୁମେ ତାକୁ ଦସ୍ୟୁମାନଙ୍କ ଆଡ଼୍ଡ଼ାସ୍ଥଳୀରେ ପରିଣତ କରିଛ’।”

Konpare

Eksplore ମାଥିଉଲିଖିତ ସୁସମାଚାର 21:13

5

ମାଥିଉଲିଖିତ ସୁସମାଚାର 21:5

ପବିତ୍ର ବାଇବଲ (CL) NT (BSI)

ODCLBSI

“ସିୟୋନ ନଗରୀକୁ କୁହ! ଦେଖ, ତୁମ ରାଜା ତୁବମ ନିକଟକୁ ଆସୁଛନ୍ତି; ସେ କେଡ଼େ ନମ୍ର-ଗଧ ଛୁଆ ପିଠିରେ ବସିଛନ୍ତି; ଦେଖ, ସେ ଗଧ ଉପରେ ବସି ଆସୁନ୍ତି।”

Konpare

Eksplore ମାଥିଉଲିଖିତ ସୁସମାଚାର 21:5

6

ମାଥିଉଲିଖିତ ସୁସମାଚାର 21:42

ପବିତ୍ର ବାଇବଲ (CL) NT (BSI)

ODCLBSI

ଯୀଶୁ ସେମାନଙ୍କୁ କହିଲେ, “ଏହି ଶାସ୍ତ୍ର କଥା କଅଣ ତୁମ୍ଭେମାନେ ପଢ଼ି ନାହଁ? ‘ଯେଉଁ ପଥରଟିକୁ ଗୃହ ନିର୍ମାଣକାରୀମାନେ ଅଦରକାରୀ ବୋଲି ଛାଡ଼ି ଦେଇଥିଲେ, ତାହା ହିଁ ଶ୍ରେଷ୍ଠ ‘କୋଣ-ପଥର’ ସ୍ୱରୂପେ ବ୍ୟବହୃତ ହେଲା। ପ୍ରଭୁ ନିଜେ ଏହା କହିଛନ୍ତି। ପ୍ରଭୁଙ୍କ କାର୍ଯ୍ୟ ସବୁ କେଡ଼େ ଚମକ୍ରାର’।”

Konpare

Eksplore ମାଥିଉଲିଖିତ ସୁସମାଚାର 21:42

7

ମାଥିଉଲିଖିତ ସୁସମାଚାର 21:43

ପବିତ୍ର ବାଇବଲ (CL) NT (BSI)

ODCLBSI

ଯୀଶୁ ପୁଣି କହିଲେ, “ତେଣୁ ତୁମ୍ଭମାନଙ୍କୁ କହୁଛି, ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ଅଧିକାର ତୁମ୍ଭମାନଙ୍କଠାରୁ କାଢ଼ି ନିଆଯିବ ଏବଂ ଯେଉଁ ଗୋଷ୍ଠୀ ଏହି ରାଜ୍ୟର ସୁଫଳ ଦେଖାଇ ପାରିବେ, ସେମାନଙ୍କୁ ତାହା ଦିଆଯିବ।”

Konpare

Eksplore ମାଥିଉଲିଖିତ ସୁସମାଚାର 21:43

Chapit Avan yo
Chapit suivan
YouVersion

Ankouraje ak defi pou w chèche entimite ak Bondye chak jou.

Ministè

Apwopo

Karyè yo

Volontè

Blòg

Peze

Lyen itil yo

Ed

Fè yon don

Vèsyon Bib yo

Odyo Bib yo

Diferan Lang yo nan Bib la

Vèsè Jodi a


Yon Ministè Digital nan

Life.Church
Kreyòl Ayisyen

©2026 Life.Church / YouVersion

Politik PriveTèm yo
Pwogram Divilgasyon Vilnerabilite
FacebookTwitterInstagramYouTubePinterest