Лого на YouVersion
Икона за пребарување

Популарни Библиски стихови од ଯୋହନ୍ 21

ସ୍‍ବୁ ଲକ୍‍ମ୍‍ନ୍ କାଇ ସ୍‍ର୍‍ଲା ହ୍‌ଚେ ଯୀଶୁ ଶିମୋନ୍ ପିତରକେ ହ୍‌ଚାର୍‌ଲା, “ଯୋହନାର୍ ହଇସି ଶିମୋନ୍ ତୁଇ କାଇରି ଇ ସ୍‌ବୁ ଲକ୍‍ମ୍‍ନ୍‍କାର୍ ତ୍ଇହ୍‍ଣି ମକେ ଅଦିକ୍ ଲାଡ୍ କ୍‍ରୁଲାସ୍ କି?” ଶିମୋନ୍ ପିତର୍ କଇଲା, “ହେଁ ମାପ୍‌ରୁ, ମୁଇ ତକେ ବେସି ଲାଡ୍ କ୍‌ରୁଲେ, ସେରି ତୁଇ ନିଜେ ଜାଣୁଲିସ୍।” ଯୀଶୁ ତାକେ କଇଲା, “ତ୍‍ବେ ମର୍ ମେଣ୍ଢାହିଲା ମ୍‌ନ୍‌କେ ତୁଇ ଚ୍‍ରାଉ।” ଯୀଶୁ ଆରେକ୍‌ ଗଟେତର୍ ହ୍‌ଚାର୍‌ଲା, “ଯୋହନାର୍ ହଇସି ଶିମୋନ୍, ତୁଇ କାଇରି ମକେ ଲାଡ୍ କ୍‍ରୁଲିସ୍?” ଶିମୋନ୍ ପିତର୍ ଉତର୍‍ଦିଲା, “ହେଁ ମାପ୍‌ରୁ, ମୁଇ ତକେ ଲାଡ୍ କ୍‌ରୁଲେ ତୁଇ ସେରି ଜାଣୁଲିସ୍।” ଯୀଶୁ ତାକେ କଇଲା, “ମର୍ ମେଣ୍ଢାହିଲା ମ୍‌ନ୍‌କାର୍ ଜ୍‍ତୁନ୍‍କ୍‍ର୍।” ଯୀଶୁ ଶିମୋନ୍‍କେ ତିନିତର୍ ହ୍‌ଚାର୍‌ଲା, “ଯୋହନାର୍ ହଇସି ଶିମୋନ୍ ତୁଇମକେ ଲାଡ୍ କ୍‍ରୁଲିସ୍ କି?” ଯୀଶୁ ତାକେ ଅନ୍‌କ୍‌ରି ତିନିତର୍ ହ୍‌ଚାର୍‌ଲାକ୍ ପିତର୍ ଦୁକ୍ ଅଇ କଇଲା, “ମାପ୍‌ରୁ ତୁଇ ତ ସ୍‍ବୁ ବିଷୟ୍ ଜାଣୁଲିସ୍ ଆର୍ ମୁଇ ଯେ ତକେ ଲାଡ୍ କ୍‌ରୁଲେ ଇକ୍‍ତା ତୁଇ ଜାଣୁଲିସ୍।” ଯୀଶୁ ତାକେ କଇଲା, “ମର୍ ମେଣ୍ଢାମ୍‍ନ୍‍କାର୍ ଜ୍‍ତୁନ୍‍କ୍‍ର୍।

Бесплатни планови за читање и побожни текстови поврзани со ଯୋହନ୍ 21