1
ମାତିଉ 17:20
ସତିଅର୍ ବାଟ୍, ନୁଆ ନିୟମ୍, 2020
ଜିସୁ ସେମନ୍କେ କଇଲା, “ତମର୍ ବିସ୍ବାସ୍ ବେସି ଦୁର୍ବଲ୍ । ମୁଇ ତମ୍କେ ସତ୍ କଇଲିନି, ଜଦି ଗଟେକ୍ ସର୍ସୁ ମୁଞ୍ଜି ଏତ୍କି ତମର୍ ବିସ୍ବାସ୍ ରଇଲେ, ଏ ଡଙ୍ଗର୍, ଇତିଅନି ତେଇ ଗୁଚି ଜିବାକେ କଇଲେ, ସେଟା ଗୁଚି ଜାଇସି । ବିସ୍ବାସର୍ ଲାଗି ତମେ ସବୁ ବିସଇ କରିପାରାସ୍ ।”
Bandingkan
Selidiki ମାତିଉ 17:20
2
ମାତିଉ 17:5
ପିତର୍ ଏଟା କଇବାବେଲେ ଏଦେ ଦେକା ! କଣ୍ଡେକ୍ ବାଦଲ୍ ଉଜଲ୍ ଅଇ ସେମନର୍ ଉପ୍ରେ ଉଡି ଆଇଲା ଆରି ତେଇଅନି ଗଟେକ୍ ସର୍ ଆଇଲା “ଏ ମର୍ ଆଲାଦର୍ ପଅ, ଆର୍ ଲଗେ ମୁଇ ବେସି ସାର୍ଦା । ତାର୍ କାତା ମନ୍ ଦେଇ ସୁନା ।”
Selidiki ମାତିଉ 17:5
3
ମାତିଉ 17:17-18
ଜିସୁ କଇଲା, “ତମର୍ କେଡେ ଡାଟ୍ ନ ରଇବା ବିସ୍ବାସ୍ ଆରି ବୁଲ୍ ! ତମର୍ ସଙ୍ଗ୍ ଆରି ମୁଇ କେତେ ଦିନ୍ ରଇବି ? ଆରି କେତେ ଦିନ୍ ତମର୍ ଚଲାଚଲ୍ତିଟା ସୁନି ସୁନି ତୁମ୍ପୁଡି ରଇବି ? ସେ ପିଲାକେ ମର୍ ଲଗେ ଆନା ।” ପିଲା ବିତ୍ରେ ରଇଲା କାରାପ୍ ଆତ୍ମାକେ ଜିସୁ ଦମ୍କାଇଲା । କାରାପ୍ ଆତ୍ମା ଚାଡି ଉଟିଗାଲା ଆରି ସେ ଦାପ୍ରେସେ ପିଲା ନିକ ଅଇଗାଲା ।
Selidiki ମାତିଉ 17:17-18
Halaman Utama
Alkitab
Pelan
Video