ଯୋହନ୍ 8

8
ଦାରିକାମ୍ କ୍‌ର୍‌ତା ମାଇଜି କେମା
1ସ୍‍ବୁ ଲକ୍‍ମ୍‍ନ୍ ଗ୍‍ଲାହ୍‌ଚେ ଯୀଶୁ ଚେଲାମ୍‌ନ୍‌କାର୍ ସ୍‍ଙ୍ଗ୍‍ ଜିତ୍ ଗ୍‌ଚ୍ ନାଉଁର୍ ଡଙ୍ଗ୍‍ରେ ଗ୍‍ଲା। 2ତାର୍ ଆର୍ ଗଟେଦିନ୍ ବର୍ ସ୍‍କାଳିଆ, ସେ ମନ୍ଦିର୍ ସ୍‍କ୍‍ଳାଇ ଆର୍ ଗଟେତର୍ ଆଇଲା, ଆର୍ ସେତି ରୁଣ୍ତିରିଲା ସ୍‍ବୁ ଲକ୍‌ମ୍‍ନ୍‌କେ ବ୍‌ସିକ୍‌ରି ଶିକ୍ୟା ଦେମ୍‌କେ ଲାଗ୍‍ଲା। 3ସେ ଶିକ୍ୟା ଦେତି ରିଲାବ୍‍ଳ୍ ନିଆଇ ଶିକାଉତା ଲକ୍‍ମ୍‍ନ୍ ଆର୍ ଫାରୂଶୀମ୍‍ନ୍‍, ଦାରିକାମେ ଦ୍‌ରା ହ୍‍ଳିରିଲା ଗଟେକ୍ ମାଇଜିକେ ଦ୍‍ରି ଆଣି, ସ୍‍ବୁଲକାର୍‌ ମୁଏଁ ଟିଆକ୍‌ରି ଯୀଶୁକେ ହ୍‌ଚାର୍‌ଲାଇ, 4“ଏଗୁରୁ ଇ ମାଇଜି ଦାରିକାମ୍ କ୍‌ର୍‌ତାବ୍‌ଳ୍ ଦ୍‌ରା ହ୍‌ଳିଆଚେ। 5ଅନ୍‌କା ମାଇଜି ମ୍‌ନ୍‌କେ ଟେଡା ସ୍‍ଙ୍ଗ୍‍ ମ୍‌ର୍‌ନେ ମାରୁକେ ମୋଶାର୍ ବିଦିବିଦାନ୍ ତ୍‌ଇ, ଆମୁକେ ଆଦେଶ୍ ଦିଲାଆଚେ, ତ୍‍ବେ ତୁଇ ଇ ବିଷୟେ କାଇ ବ୍‍ଲୁଲିସ୍?” 6ସେମ୍‍ନ୍ ଯୀଶୁକେ ହାନ୍ଦାଇ ହ୍‍କାମ୍‍କେ ଆର୍ ତାର୍ କ୍‌ତାର୍ ଦସ୍ ଦ୍‌ରୁକେ ଇକ୍‍ତା ତାକେ ହ୍‌ଚାର୍‌ଲାଇ, ମ୍‍ତର୍ ଯୀଶୁ ମୁଣ୍ତ୍ ତ୍‍ଳେକ୍‍ରି ଆଙ୍ଗ୍‍ଟି ସ୍‍ଙ୍ଗ୍‍ ବୁଇଁଏ ଲେକୁକେ ଦ୍‍ର୍‍ଲା। 7ମ୍‍ତର୍ ସେମ୍‍ନ୍ ସେତି ଆରେକ୍‌ ପର୍‌ସନ୍‌ ହ୍‍ଚାର୍‍ଲାକେ, ଯୀଶୁ ମୁଣ୍ତ୍ ଉଟାଇ ସେମ୍‍ନ୍‍‍କେ ଦ୍‍କ୍‍ଲା ଆର୍ କଇଲା, “ତୁମାର୍ ବିତ୍‌ରେ ଜୁଇଲକ୍ କ୍‍ବେହେଁ ପାପ୍ କ୍‍ରି ନ୍‌କେରେ ସେ ହ୍‌ର୍‍ତୁ ଆସିକ୍‍ରି ଟେଳା ମାର।” 8ଅନ୍‌କ୍‌ରି କ୍‌ଇକ୍‍ରି ଯୀଶୁ ଆରେକ୍‌ ମୁଣ୍ତ୍ ଲ୍‌ସାଇ କ୍‍ରି ବୁଇଁଏ ଲେକୁକେ ଲାଗ୍‍ଲା। 9ଯୀଶୁର୍ କ୍‌ତା ଶୁଣିକ୍‍ରି ସେମ୍‍ନ୍‍କାର୍ ବିତ୍‌ରେ ସ୍‍ବୁ ଲକ୍‍ମ୍‍ନ୍ ଏକ୍‍ଲା ଏକ୍‍ଲା ଅଇକ୍‍ରି ଗ୍‍ଲାଇ, ବ୍‍ଡ୍ ଲକ୍‍ମ୍‍ନ୍ ହ୍‌ର୍‍ତୁ ଗ୍‍ଲାଇ। ସ୍‌ରାସ୍‌ରି ବ୍‍ଳ୍ ସେତି ଯୀଶୁ ଆର୍ ସେ ଟକି ରିଲାଇ। 10ଯୀଶୁ ମୁଣ୍ତ୍ ଉଟାଇକ୍‌ରି ସେ ମାଇଜିକେ କଇଲା, “ସେସ୍‍ବୁ ଲକ୍‍ମ୍‍ନ୍ କ୍ଇ ଗ୍‍ଲାଇ? ତକେ ଡ୍‌ଣ୍ଡ୍‌ଦେମ୍‌କେ ଗଟେକ୍ ଲକ୍ ହେଁ ନାଇ କି?” 11ସେ କଇଲି, “କେ ନାଇ ମାପ୍‌ରୁ ଗଟେକ୍ ଲକ୍ ହେଁ ନାଇ।” ଯୀଶୁ ତାକେ ସାସ୍ ଦ୍‌ଇକ୍‍ରି କଇଲା, “ମୁଇ ହେଁ ତକେ ଡ୍‌ଣ୍ଡ୍ ନ୍‌ଦେଇ, ଜା ମ୍‍ତର୍ ଆରେକ୍‌ ପାପ୍ କ୍‍ର୍‍ନାଇ।”
ଯୀଶୁ ହୁର୍‌ତିବିର୍ ଉଜାଳ୍
12ଯୀଶୁ ଆରେକ୍‌ ଫାରୂଶୀମ୍‍ନ୍‌କେ କଇଲା, “ମୁଇ ହୁର୍‌ତିବିର୍ ଉଜାଳ୍। ଯେ ମର୍‍ହ୍‌ଚେ ହ୍‌ଚେ ଆସେଦ୍, ତାର୍ ଜୀବନ୍ ଉଜାଳ୍ ଅଇଦ୍, ଆରେକ୍‌ କ୍‌ବେ ଅନ୍ଦାରେ ଇଣ୍ତି ନ୍‌କେରେ।” 13ଫାରୂଶୀମ୍‍ନ୍‍ ତାକେ କଇଲାଇ, “ଅବେ ତୁଇ ତର୍ ନିଜାର୍ ବିଷୟେ ସାକ୍ଯ ଦେମ୍‍ଲିସ୍, ସେତାର୍‍ଗିନେ ତୁଇ ଜୁଇରି କ୍‍ମ୍‍ଲିସ୍ ସେସ୍‍ବୁ ସ୍‌ତ୍‌ନାଇ।” 14ଯୀଶୁ ଉତର୍‍ଦିଲା, “ମୁଇ ମର୍ ନିଜାର୍ ବିଷୟେ ସାକ୍ଯ ଦିଲେକ୍ ହେଁ ମର୍ ସାକ୍ଯ ସ୍‌ତ୍, କାଇତାକ୍ ମୁଇ କ୍ଇହ୍‍ଣି ଆସିଆଚି ଆର୍ କ୍ଇ ଜ୍‍ମ୍‍ଲେ ସେରି ମୁଇ ଜାଣି। ମ୍‍ତର୍ କୁଇତିହ୍‍ଣି ଆଇଲେଆଚି ଆର୍ କ୍ଇ ଜ୍‍ମ୍‍ଲେ ସେରି ତୁମିମ୍‍ନ୍ ନ୍‌ଜାଣାସ୍। 15ତୁମିମ୍‍ନ୍ ଜ୍‍ଗତାର୍ ଲକ୍ ହ୍‍ର୍ ବିଚାର୍‌ କ୍‍ରୁଲାସ୍, ମ୍‍ତର୍ ମୁଇ କାର୍ ବିଚାର୍‌ ନ୍‌କେରି। 16ମ୍‍ତର୍ ମୁଇ ଯଦି ସେନ୍‍କ୍‌ରି ବିଚାର୍‌ କ୍‌ରୁଲେ, ତ୍‍ବେ ମର୍ ବିଚାର୍‌ ଟିକ୍ ଅଇଲିହ୍‍ଣି, କାଇତାକ୍ ମୁଇ ଏକ୍‍ଲା ବିଚାର୍‌ ନ୍‌କେରି ମକେ ହ୍‌ଟାଇରିଲା ଉବା ଇଶ୍ୱର୍‌ ମର୍‌ସ୍‍ଙ୍ଗ୍‌ ଆଚେ। 17ମୋଶାର୍ ବିଦିବିଦାନ୍ ତ୍‌ଇ ଲେକାଆଚେ, ଦୁଇ ଲକ୍ ଜୁଇ ବିଷୟେ ସାକି ଦିଲେକ୍ ସେରି ସ୍‌ତ୍ ଅଇଦ୍। 18ମୁଇ ମର୍ ନିଜାର୍ ଗିନେ ସାକି ଦେମ୍‍ଲେ, ଆର୍ ମକେ ହ୍‌ଟାଇରିଲା ଉବା ଇଶ୍ୱର୍‌ ହେଁ ମର୍‌ଗିନେ ସାକି ଦେମ୍‍ଲା।” 19ସେମ୍‍ନ୍ ତାକେ ହ୍‌ଚାର୍‌ଲାଇ, “ତର୍ ଉବାଦି କୁଇତି ଆଚେ?” ଯୀଶୁ କଇଲା, “ମକେ ଆର୍ ମର୍ ଉବା ଇଶ୍ଵର୍‍କେ ତୁମିମ୍‍ନ୍ ନ୍‌ଜାଣାସ୍, ମକେ ଜାନ୍‍ଲାସ୍ ହ୍‍ଣି ବ୍‍ଲେକ୍ ମର୍ ଉବାକେ ହେଁ ଜାନ୍‍ଲାସ୍ ହ୍‍ଣି।” 20ସେ ମନ୍ଦିରେ ସ୍‍କ୍‍ଳାଇ ଚାନ୍ଦା ହ୍‍କାଉତା ହେଡିରିଲା ଲ୍‌ଗେ ଯୀଶୁ ଇ ସ୍‌ବୁ ବିଷୟ୍ ଶିକ୍ୟା ଦିଲା, ମ୍‍ତର୍ ତାର୍ ଦୁକ୍‍କ୍‍ଷ୍ଟ୍‌ ହାଇ ମ୍‌ର୍‌ତା ସ୍‌ମୟ୍ ଆସି ନ୍‌ରିଲି ଲାଗି, କେ ହେଁ ତାକେ ଦ୍‍ରୁ ନ୍‌ହାର୍‍ଲାଇ।
21ଯୀଶୁ ଆରେକ୍‌ ସେମ୍‍ନ୍‍‍କେ କଇଲା, “ମୁଇ ଜ୍‍ମ୍‍ଲେ, ଆର୍ ତୁମିମ୍‍ନ୍ ମକେ କଜାସ୍, ଆର୍ ତୁମାର୍ ପାପାର୍ ଗିନେ ମ୍‌ରାସ୍, ମୁଇ ଜୁଇତି ଜ୍‍ମ୍‍ଲେ ତୁମିମ୍‍ନ୍ ସେତିକେ ଜ୍‌ମ୍ ନାହାରାସ୍।” 22ସେତାର୍‍ଗିନେ ଯିହୁଦି ନେତାମ୍‍ନ୍ କ୍ଉଆ କୁଇ ଅଇଲାଇ, “ସେ ଜୁଇ ଜାଗାଇ ଜ୍‍ମ୍‍ଲା ଅମିମ୍‍ନ୍ ସେ ଜାଗାଇ ଜ୍‌ମ୍ ନାହାରୁ ବ୍‍ଲି ସେ କ୍‌ମ୍‌ଲା, ତ୍‍ବେ ସେ କାଇରି ନିଜେ ମ୍‌ରେଦ୍ କି?” 23ଯୀଶୁ ଇକ୍‍ତାର୍ ଉତର୍ ଦ୍‌ଇ କଇଲା, “ତୁମିମ୍‍ନ୍ ଇ ହୁର୍‌ତିବି ତ୍ଇହ୍‍ଣି ଜ୍‍ର୍‍ନ୍‌ ଅଇଆଚାସ୍, ମ୍‍ତର୍ ମୁଇ ସ୍‌ର୍‌ଗେ ହ୍‍ଣି ଆସିଆଚି, ତୁମିମ୍‍ନ୍ ଇ ହୁର୍‌ତିବିର୍ ଲକ୍ ମ୍‍ତର୍ ମୁଇ ସ୍‌ର୍‌ଗାର୍ ଲକ୍। 24ସେତାର୍‍ଗିନେ ମୁଇ କ୍‌ମ୍‌ଲେ, ତୁମିମ୍‍ନ୍ ତୁମାର୍ ନିଜାର୍ ପାପେ ମ୍‌ରାସ୍, ମୁଇ ଯେ ସେ ଲକ୍ ଇକ୍‍ତା ତୁମିମ୍‍ନ୍ ବିଶ୍‍ବାସ୍ ନ୍‌କେଲେକ୍ ତୁମାର୍ ନିଜାର୍ ପାପାର୍ ଗିନେ ତୁମି ମ୍‌ରାସ୍।” 25ଯିହୁଦି ନେତାମ୍‍ନ୍ ହ୍‌ଚାର୍‌ଲାଇ, “ତୁଇ କେ?” ଯୀଶୁ କଇଲା, “ମୁଇ କେ ସେରି ତୁମୁକ୍‍ମ୍‌ନ୍‍କେ ଆରାମ୍ ଲ୍‌ଗେ ହ୍‍ଣି କଇଲେଆଚି? 26ତୁମାର୍ ବିରୁଦେ କ୍‍ମ୍‍କେ ଆର୍ ତୁମୁକ୍‍ମ୍‌ନ୍‍କେ ଦ୍‍ସି କ୍‌ରୁକେ ମର୍‍ଲ୍‌ଗେ ଗାଦି କ୍‌ତା ଆଚେ, ମ୍‍ତର୍ ଯେ ମକେ ହ୍‌ଟାଇଲା ଆଚେ ସେ ସ୍‌ତ୍ ଲକ୍, ତାର୍ ତ୍ଇହ୍‍ଣି ମୁଇ ଜୁଇରି ଶୁଣୁଲେ ସେରି ହ୍‌କା ମୁଇ ଇ ହୁର୍‌ତିବିର୍‌ ଲକ୍‌ମ୍‍ନ୍‌କେ କ୍‌ମ୍‌ଲେ।” 27ଉବା ଇଶ୍ଵର୍‍କେ ଦ୍‌କାଇକ୍‌ରି ଯୀଶୁ ଇକ୍‍ତା କଇରିଲା ବ୍‍ଲି ସେମ୍‍ନ୍ ବୁଜୁ ନ୍‌ହାର୍‍ଲାଇ। 28ସେତାର୍‍ଗିନେ ଯୀଶୁ ସେମ୍‍ନ୍‍‍କେ କଇଲା, “ଜ୍‌ଡେବ୍‌ଳ୍ ତୁମିମ୍‍ନ୍ ମୁଇ ମାନାଇ ହିଲାକେ ଉହ୍‍ରେ ଉଟାଉଆସ୍, ସେଡେବ୍‍ଳ୍ ତୁମିମ୍‍ନ୍ ମୁଇ ସେ ଲକ୍‌ବ୍‌ଲି ଜାଣୁହାରାସ୍। ଆର୍ ତୁମିମ୍‍ନ୍ ଜାଣାସ୍ ଯେ ମୁଇ ମର୍ ନିଜାର୍ ଅଦିକାରେ କାଇରି କ୍ଉତି ନ୍‌ରିଲେ, ଆର୍ ଉବା ଇଶ୍ୱର୍‌ ଜୁଇରି କ୍‍ମ୍‍କେ କଇଦ୍ ସେରି ସେ କ୍ଉତିରିଲେ। 29ଯେ ମକେ ହ୍‌ଟାଇଲା ଆଚେ ସେ ମର୍‌ସ୍‍ଙ୍ଗ୍‌ ଆଚେ, ସେ ମକେ ଏକ୍‍ଲା ନ୍‌କେରେ, କାଇତାକ୍ ସେ ଜୁଇରି ମ୍‌ନ୍‌କ୍‌ରୁଲା, ସେରି ସେ ମୁଇ ସ୍‌ବୁବ୍‌ଳ୍ କ୍‌ରୁଲେ।” 30ଯୀଶୁର୍ ଇ ସ୍‍ବୁକ୍‍ତା ଶୁଣିକ୍‍ରି ବେସିଲକ୍ ତାର୍ ଲ୍‌ଗେ ବିଶ୍‍ବାସ୍ କ୍‌ଲାଇ।
ସ୍‌ତ୍‌କେ ଜାଣା ସେରି ତୁମୁକେ ମୁକ୍‌ଳାଇଦ୍
31ତାର୍ ହ୍‌ଚେ ଯୀଶୁ ତାର୍ ଲ୍‌ଗେ ବିଶ୍‍ବାସ୍ କ୍‌ର୍‌ତିରିଲା ଯିହୁଦିମ୍‌ନ୍‌କେ କଇଲା, “ମର୍‍କ୍‍ତା ମାନ୍‍ଲେକ୍ ତୁମିମ୍‍ନ୍ ସ୍‌ତ୍‌କ୍‌ରି ମର୍ ଚେଲା ଅଉଆସ୍, 32ଆରେକ୍‌ ତୁମିମ୍‍ନ୍ ସ୍‌ତ୍‌କେ ଜାଣାସ୍ ଆର୍ ସେ ସ୍‌ତ୍ ତୁମୁକ୍‌ମ୍‌ନ୍ ମୁକ୍‍ଳାଇଦ୍‌।” 33ଯିହୁଦିମ୍‍ନ୍ କଇଲାଇ, “ଅମିମ୍‍ନ୍ ଅବ୍ରାହାମାର୍ ବ୍ଉଁଶାର୍ ଲକ୍ ଅମିମ୍‍ନ୍ କ୍‌ବେ କାର୍ ଦାସ୍ ନ୍‍ଅୟଆଚୁ। ତୁଇ କ୍‍ମ୍‍ଲିସ୍ ଯେ ତୁମିମ୍‍ନ୍ ମୁକ୍‍ଳାସ୍ ବ୍‍ଲି ଇକ୍‍ତାର୍ ଅର୍ତ କାଇରି?” 34ଯୀଶୁ ସେମ୍‍ନ୍‍‍କେ କଇଲା, “ମୁଇ ସ୍‌ତ୍ କ୍‌ମ୍‌ଲେ, ଜ୍‌ତେକ୍ ସ୍‍ବୁ ଲକ୍‍ମ୍‍ନ୍ ପାପ୍ କ୍‌ରୁଲାଇ, ସେସ୍‍ବୁ ଲକ୍‍ମ୍‍ନ୍ ପାପାର୍ ଦାସ୍। 35ଦାସ୍ ସ୍‌ବୁବ୍‌ଳ୍ ଗଟେକ୍ ଗ୍‍ରେ ରେମ୍ ନ୍‌ହାରେ, ମ୍‍ତର୍ ହଇସି ହ୍‌କା ସ୍‌ବୁବ୍‌ଳ୍ ଗ୍‍ରେ ର୍‌ଇଦ୍। 36ହଇସି ଯଦି ତୁମୁକେ ମୁକ୍‌ଳାଇଦ୍ ତ୍‍ବେ ତୁମିମ୍‍ନ୍ ସ୍‌ତ୍‌କ୍‌ରି ମୁକ୍‍ଳୁ ହାରାସ୍। 37ମୁଇ ଜାଣୁଲେ, ଯେ ତୁମିମ୍‍ନ୍ ଅବ୍ରାହାମାର୍ ବ୍ଉଁଶାର୍ ଲକ୍‌ବ୍‌ଲି, ମ୍‍ତର୍ ତୁମିମ୍‍ନ୍ ମକେ ମ୍‌ର୍‌ନେ ମାରୁକେ ଚେଷ୍ଟା କ୍‍ରୁଲାସ୍, କାଇତାକ୍ ତୁମିମ୍‍ନ୍ ମର୍ ଶିକ୍ଯାକେ ମ୍‌ନ୍ ନ୍‍କେରୁଲାସ୍। 38ଉବା ଇଶ୍ଵରାର୍ ତ୍ଇହ୍‍ଣି ମୁଇ ଜୁଇରି ଦ୍‌କ୍‌ଲେ ଆଚି ସେରି ସେ ମୁଇ କ୍‌ମ୍‌ଲେ, ତୁମିମ୍‍ନ୍ ହେଁ ତୁମାର୍ ଉବାଦି କଇଲା ହ୍‍ର୍ କାମ୍ କ୍‍ରୁଲାସ୍।”
ଶଇତାନାର୍ ହିଲା
39ସେମ୍‍ନ୍ ତାକେ କଇଲାଇ, “ଅବ୍ରାହାମ୍ ହ୍‌କା ଅମାର୍ ଉବା।” ଯୀଶୁ କଇଲା, “ତୁମିମ୍‍ନ୍ ଯଦି ସ୍‌ତ୍‌କ୍‌ରି ଅବ୍ରାହାମାର୍ ହଇସି, ତ୍‍ବେ ସେ ଜୁଇରି କ୍‌ରିରିଲା ସେନ୍‍କ୍‌ରି ତୁମିମ୍‍ନ୍ କ୍‍ଲାସ୍‍ହ୍‍ଣି। 40ମ୍‍ତର୍ ଇଶ୍ଵରାର୍ ତ୍ଇହ୍‍ଣି ଶୁଣିରିଲା ସ୍‌ତ୍‌କେ ହ୍‌କା ମୁଇ ଜାଣାମ୍‌ଲେ, ମ୍‍ତର୍ ତୁମିମ୍‍ନ୍ ମକେ ମ୍‌ର୍‌ନେ ମାରୁକେ ମ୍‍ନ୍‍କ୍‍ରୁଲାସ୍, ଅନ୍‌କ୍‌ରି ଅବ୍ରାହାମ୍ କାମ୍‍କ୍‍ରି ନ୍‍ରିଲା। 41ତୁମାର୍ ଉବାଦିମ୍‍ନ୍ ଜୁଇରି ସ୍‍ବୁ କ୍‍ରିରିଲାଇ ସେରି ସେ ତୁମିମ୍‍ନ୍ କ୍‍ରୁଲାସ୍।” ସେମ୍‍ନ୍ କଇଲାଇ, “ଇଶ୍ୱର୍‌ ହ୍‌କା ଅମାର୍ ଉବା ଆର୍ ଅମିମ୍‍ନ୍ ତାର୍ ସ୍‌ତ୍ ହଇସି, ଅମିମ୍‍ନ୍ ଦାରିକାମ୍ କ୍‌ଲାର୍ ଗିନେ ଜ୍‍ର୍‍ନ୍‌ ଅଇନ୍‌କେରୁ।” 42ଯୀଶୁ ସେମ୍‍ନ୍‍‍କେ କଇଲା, “ଇଶ୍ୱର୍‌ ଯଦି ସ୍‌ତ୍‌କ୍‌ରି ତୁମାର୍ ଉବାଦି ତ୍‍ବେ ତୁମିମ୍‍ନ୍ ମକେ ଲାଡ୍ କ୍‍ଲାସ୍‍ହ୍‍ଣି, କାଇତାକ୍ ମୁଇ ଇଶ୍ଵରାର୍ ତ୍ଇହ୍‍ଣି ଆସିଆଚି। ମୁଇ ମାନାଇ ହିଲା ନିଜାର୍ ଅଦିକାରେ ଆସି ନ୍‌କେରି, ମ୍‍ତର୍ ସେ ମକେ ହ୍‍ଟାଇ ଆଚେ। 43ମୁଇ ଜୁଇରି କ୍‌ମ୍‌ଲେ, ତୁମିମ୍‍ନ୍ କାଇତାକ୍ ବୁଜୁ ନାହାରୁଲାସ୍? ତୁମିମ୍‍ନ୍ ମର୍ ଶିକ୍ୟା ଶୁଣୁକେ ଇଚା ନ୍‍କେରୁଲାସ୍। 44ତୁମିମ୍‍ନ୍ ତୁମାର୍ ଉବାଦି ଶଇତାନାର୍ ହଇସିମ୍‍ନ୍, ତୁମିମ୍‍ନ୍ ତାର୍ ଇଚାଇ କାମ୍ କ୍‌ରୁକେ ଇଚା କ୍‍ରୁଲାସ୍। ସୁଷ୍‌ଟି ଅଉତା ହୁର୍‌ବେ ହ୍‍ଣି ସେ ଗଟେଲକ୍ ମ୍‌ର୍‌ନେ ମାର୍‍ତା ଲକ୍, ସେ କ୍‍ବେହେଁ ସ୍‌ତ୍ ନ୍‍କ୍‍ଇ, ତାର୍ ଲ୍‌ଗେ ଅଳକ୍ ହେଁ ସ୍‌ତ୍‌ନାଇ। ସ୍‍ବୁବ୍‍ଳ୍ ସେ ମିଚ୍ କ୍‍ମ୍‍କେ ସିକ୍‍ଲା ଆଚେ, ସେ ମିଚୁଆ ଲକ୍ ଆର୍ ମିଚୁଆର୍ ଉବାସି। 45ମ୍‍ତର୍ ମୁଇ ସ୍‌ତ୍ କ୍‌ମ୍‌ଲେ ଲାଗି ତୁମିମ୍‍ନ୍ ମକେ ବିଶ୍‍ବାସ୍ ନ୍‍କେରୁଲାସ୍। 46ମୁଇ ପାପି ବ୍‍ଲି ତୁମାର୍ ବିତ୍‌ରେ କେ କ୍‌ମ୍‌ହାରେ କି? ମୁଇ ଯଦି ସ୍‌ତ୍ କ୍‌ମ୍‌ଲେ, ତ୍‍ବେ ତୁମିମ୍‍ନ୍ କାଇତାକ୍ ମକେ ବିଶ୍‍ବାସ୍ ନ୍‍କେରୁଲାସ୍? 47ଯେ ଇଶ୍ଵରାର୍ ତ୍ଇହ୍‍ଣି ଜ୍‍ର୍‍ନ୍‌ ଅଇଲାଆଚେ, ସେ ଇଶ୍ଵରାର୍ କ୍‌ତା ଶୁଣେଦ୍, ତୁମିମ୍‍ନ୍ ଇଶ୍ଵରାର୍ ତ୍ଇହ୍‍ଣି ଜ୍‍ର୍‍ନ୍‌ ନାଇ ସେତାର୍‍ଗିନେ ତୁମିମ୍‍ନ୍ ମର୍‍କ୍‍ତା ନ୍‍ଶୁଣୁଲାସ୍।”
ଅବ୍ରାହାମାର୍ ଆଗେ ଯୀଶୁ ରିଲା
48ଯିହୁଦି ନେତାମ୍‍ନ୍ ଯୀଶୁକେ କଇଲାଇ, “ତୁଇ ଯେ ଗଟେକ୍ ଶମିରୋଣୀୟ ଲକ୍, ଆର୍ ତକେ ଗଟେକ୍ ବୁତ୍‌ଆତ୍ମା ଡ୍‍ସିଆଚେ, ଇରି ଅମି ସ୍‌ତ୍ ନ୍‍କ୍‍ମ୍‍ଲୁ କି?” 49ଯୀଶୁ କଇଲା, “ମକେ ବୁତ୍‌ଆତ୍ମା ଡ୍‍ସି ନ୍‌କେରେ, ମୁଇ ମର୍ ଉବା ଇଶ୍ଵର୍‍କେ ମାନ୍‍ତି କ୍‌ରୁଲେ, ମ୍‍ତର୍ ତୁମିମ୍‍ନ୍ ମକେ ଲାଜ୍ କ୍‌ରାମ୍‌ଲାସ୍। 50ମ୍‍ତର୍ ମୁଇ ମର୍ ନିଜ୍‍କେ ବ୍‌ଡ୍‌ହାଣ୍ କ୍‌ରୁକେ ମ୍‌ନ୍ ନ୍‌କେରି, ମର୍‌ଗିନେ ଆରେକ୍‌ ଗଟେଲକ୍‌କେ ମାନ୍‍ତି ଦେମ୍‌କେ ମ୍‌ନ୍‌କ୍‌ରୁଲା, ସେ ମର୍ ବାଟ୍ ଅଇ ବିଚାର୍‌ କ୍‍ରେଦ୍। 51ମୁଇ ସ୍‌ତ୍ କ୍‌ମ୍‌ଲେ, ଯେ ମର୍ ଆଦେଶ୍ ମାନେଦ୍ ସେ କ୍‌ବେ ନ୍‍ମେରେ।” 52ଯିହୁଦି ନେତାମ୍‍ନ୍ କଇଲାଇ, “ଅବେ ଅମିମ୍‍ନ୍ ଜାଣୁଲୁ ଯେ ତକେ ବୁତ୍‌ଆତ୍ମା ଡ୍‍ସ୍‍ଲିଆଚେ ବ୍‍ଲି। ଅବ୍ରାହାମ୍ ଆର୍ ବବିଶତ୍ କ୍‌ତା କ୍‌ଉତା ଲକ୍‌ମ୍‌ନ୍‌ ସ୍‍ବୁ ମ୍‍ଲାଇ ଆତ୍‍ତି, ମ୍‍ତର୍ ତୁଇ କ୍‍ମ୍‍ଲିସ୍ ଯେ ତର୍ ଆଦେଶ୍‌କେ ମାନେଦ୍ ସେ କ୍‌ବେ ନ୍‍ମେରେ ବ୍‍ଲି। 53ତ୍‍ବେ ତୁଇ କାଇରି ଅବ୍ରାହାମାର୍ ତ୍ଇହ୍‍ଣି ବ୍‍ଡ୍‍କି? ଅମାର୍ ଦାଦିବାବୁ ଅବ୍ରାହାମ୍ ମ୍‍ଲାଆଚେ, ବବିଶତ୍ କ୍‌ତା କ୍‌ଉତା ଲକ୍‌ମ୍‌ନ୍‌ ହେଁ ମ୍‍ଲାଇ ଆତ୍‍ତି, ତ୍‍ବେ ତୁଇ ନିଜ୍‍କେ କାଇରି ବାବୁଲିସ୍?” 54ଯୀଶୁ କଇଲା, “ମୁଇ ଯଦି ନିଜ୍‍କେ ବ୍‌ଡ୍‌ହାଣ୍ କ୍‌ରୁକେ ମ୍‌ନ୍ କ୍‌ଲେହ୍‌ଣି ତ୍‍ବେ ମର୍ ବ୍‌ଡ୍‌ହାଣ୍ ବେକାର୍, ଯେ ମକେ ବ୍‌ଡ୍‌ହାଣ୍ କ୍‌ରୁଲା, ସେ ମର୍ ଉବା ଜାକେ ତୁମିମ୍‍ନ୍ ଇଶ୍ୱର୍‌ ବ୍‍ଲି କ୍‍ମ୍‍ଲାସ୍। 55ତୁମିମ୍‍ନ୍ ତାକେ କ୍‌ବେ ନ୍‌ଜାଣାସ୍ ମ୍‍ତର୍ ମୁଇ ତାକେ ଜାଣି, ମୁଇ ଯଦି ତାକେ ନ୍‍ଜାଣିବ୍‍ଲି କଇନ୍ଦ୍ ତ୍‍ବେ ମୁଇ ହେଁ ତୁମାର୍ ହର୍ ଗଟେକ୍ ମିଚୁଆ ଲକ୍ ଅଇନ୍। ମ୍‍ତର୍ ସ୍‌ତ୍‌କ୍‌ରି ମୁଇ ତାକେ ଜାଣୁଲେ ଆର୍ ତାର୍‌କ୍‍ତା ମାନୁଲେ। 56ମର୍ ଆସ୍‌ତା ବାଟ୍‌କେ ଦ୍‍କିନ୍ଦ୍ ବ୍‍ଲି ଅବ୍ରାହାମ୍ ମ୍‌ନ୍ କ୍‌ରିରିଲା, ସେଦିନ୍ ସେ ଦ୍‍କ୍‍ଲା ଆର୍ ବେସି ସ୍‍ର୍‍ଦା ଅଇଲା।” 57ଯିହୁଦି ନେତାମ୍‍ନ୍ ତାକେ କଇଲାଇ, “ତକେ ପଚାଷ୍ ବର୍ଷ ଅଇନେତା ତୁଇ କ୍‍ନ୍‍କ୍‍ରି ଅବ୍ରାହାମ୍‌କେ ଦ୍‍କି ଆଚ୍‍ସି?” 58ଯୀଶୁ ସେମ୍‍ନ୍‍‍କେ କଇଲା, “ମୁଇ ସ୍‌ତ୍ କ୍‌ମ୍‌ଲେ, ମୁଇ ଅବ୍ରାହାମାର୍ ଜ୍‍ର୍‍ନ୍‌ ନ୍‍ଉତା ଆଗ୍‍ତୁହ୍‍ଣି ଆଚି।” 59ଇକ୍‍ତା ଶୁଣିକ୍‍ରି ସେମ୍‍ନ୍ ତାକେ ମାରୁକେ ଟେଳା ବେଟ୍‍ଲାଇ। ମ୍‍ତର୍ ଯୀଶୁ ନ୍‍ଜାଣ୍‍ଲା ହ୍‍ର୍ ମନ୍ଦିରେ ହ୍‍ଣି ବାରାଇଗ୍‍ଲା।

高亮显示

分享

复制

None

想要在所有设备上保存你的高亮显示吗? 注册或登录