Logo YouVersion
BibPlan yoVideyo
Pran aplikasyon an
Seleksyone Lang
Chache Icon

Vèsè popilè nan Bib la ki soti nan ମାଥିଉଲିଖିତ ସୁସମାଚାର 14

1

ମାଥିଉଲିଖିତ ସୁସମାଚାର 14:30-31

ପବିତ୍ର ବାଇବଲ (CL) NT (BSI)

ODCLBSI

କିନ୍ତୁ ପବନ ଜୋରରେ ବହିବାକୁ ଦେଖି ଭୟ ପାଇଲେ ଏବଂ ପାଣଇରେ ବୁଡ଼ ଯିବାକୁ ଲାଗିଲେ। ତେଣୁ ସେ ଚିତ୍କାର କରି ଡାକିଲେ, “ପ୍ରଭୁ, ମୋତେ ରକ୍ଷା କରନ୍ତୁ।” ହଠାତ୍ ଯୀଶୁ ହତ ବଢ଼ଶଇ ପିତକୁ ଧରି କହିଲେ, “କେଡ଼େ ଅଳ୍ପବିଶ୍ୱାସୀ ତୁମେ! ସନ୍ଦେହ କଲ କାହିଁକି?”

Konpare

Eksplore ମାଥିଉଲିଖିତ ସୁସମାଚାର 14:30-31

2

ମାଥିଉଲିଖିତ ସୁସମାଚାର 14:30

ପବିତ୍ର ବାଇବଲ (CL) NT (BSI)

ODCLBSI

କିନ୍ତୁ ପବନ ଜୋରରେ ବହିବାକୁ ଦେଖି ଭୟ ପାଇଲେ ଏବଂ ପାଣଇରେ ବୁଡ଼ ଯିବାକୁ ଲାଗିଲେ। ତେଣୁ ସେ ଚିତ୍କାର କରି ଡାକିଲେ, “ପ୍ରଭୁ, ମୋତେ ରକ୍ଷା କରନ୍ତୁ।”

Konpare

Eksplore ମାଥିଉଲିଖିତ ସୁସମାଚାର 14:30

3

ମାଥିଉଲିଖିତ ସୁସମାଚାର 14:27

ପବିତ୍ର ବାଇବଲ (CL) NT (BSI)

ODCLBSI

ସଙ୍ଗେ ସଙ୍ଗେ ଯୀଶୁ ସେମାନଙ୍କୁ ଅଭୟଦେଇ କହିଲେ, “ମୁଁ ପରା! ଭୟ କର ନାହିଁ।”

Konpare

Eksplore ମାଥିଉଲିଖିତ ସୁସମାଚାର 14:27

4

ମାଥିଉଲିଖିତ ସୁସମାଚାର 14:28-29

ପବିତ୍ର ବାଇବଲ (CL) NT (BSI)

ODCLBSI

ଏହା ଶଉଣଇ ପିତର କହିଲେ, “ପ୍ରଭୁ, ଯଦି ସତରେ ଆପଣ ହୋଇଥାଆନ୍ତି, ପାଣଇ ଉପରେ ଚାଲି ଆପଣଙ୍କ ପାଖକୁ ଯିବା ପାଇଁ ମୋତେ ଆଦେଶ ଦିଅନ୍ତୁ।” ଯୀଶୁ କହିଲେ, “ଚାଲି ଆସ।” ପିତର ନୌକରୁ ବାହାରି ଯୀଶଉଙ୍କ ଆଡ଼କୁ ପାଣି ଉପରେ ଚାଲିବାକୁ ଲାଗିଳେ।

Konpare

Eksplore ମାଥିଉଲିଖିତ ସୁସମାଚାର 14:28-29

5

ମାଥିଉଲିଖିତ ସୁସମାଚାର 14:33

ପବିତ୍ର ବାଇବଲ (CL) NT (BSI)

ODCLBSI

ଶିଷ୍ୟମାନେ ଯୀଶୁଙ୍କୁ ଆରାଧନା କରି କହିଲେ, “ଆପଣ ନିଶ୍ଚୟ ଈଶ୍ୱରଙ୍କ ପୁତ୍ର।”

Konpare

Eksplore ମାଥିଉଲିଖିତ ସୁସମାଚାର 14:33

6

ମାଥିଉଲିଖିତ ସୁସମାଚାର 14:16-17

ପବିତ୍ର ବାଇବଲ (CL) NT (BSI)

ODCLBSI

ଯୀଶୁ ସେମାନଙ୍କୁ କହିଲେ, “ସେମାନେ ଏଠାରୁ ଯିବା ଦରକାର ନାହିଁ। ତୁମେ ସେମାନେଙ୍କୁ କିଛି ଖାଇବାକୁ ଦିଅ।” ଶିଷ୍ୟମାନେ ଉତ୍ତର ଦେଲେ, “ଏଠାରେ ଆମ ପାଖରେ କେବଳ ପାଞ୍ଚଟି ରୋଟୀ ଇ ଦୁଇଟି ମାଛ ଅଛି।”

Konpare

Eksplore ମାଥିଉଲିଖିତ ସୁସମାଚାର 14:16-17

7

ମାଥିଉଲିଖିତ ସୁସମାଚାର 14:18-19

ପବିତ୍ର ବାଇବଲ (CL) NT (BSI)

ODCLBSI

ଯୀଶୁ କହିଲେ, “ସେତକ ମୋ’ ପାଖକୁ ନେଇ ଆସ।” ଲୋକମାନଙ୍କୁ ଘାସ ଉପରେ ବସିବାକୁ କହି ଯୀଶୁ ସେହି ପଞ୍ଚଟି ରୋଟୀ ଓ ଦୁଇଟି ମାଛକୁ ନେଲେ ଓ ସ୍ୱର୍ଗଆଡ଼କୁ ଚାହିଁ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ। ପୁଣି ସେ ରୋଟୀଗୁଡ଼ିକୁ ଖଣ୍ଡ ଖଣ୍ଡ କରି ଶିଷ୍ୟମାନଙ୍କ ହାତକୁ ବଢ଼ାଇ ଦେଲେ। ଶିଷ୍ୟମାନେ ସେହିସବୁ ନେଇ ଲୋକମାନଙ୍କ ଭିତରେ ବାଣ୍ଟିଦେଲେ।

Konpare

Eksplore ମାଥିଉଲିଖିତ ସୁସମାଚାର 14:18-19

8

ମାଥିଉଲିଖିତ ସୁସମାଚାର 14:20

ପବିତ୍ର ବାଇବଲ (CL) NT (BSI)

ODCLBSI

ସମସ୍ତେ ଖାଇ ପରିତୃପ୍ତ ହେଲେ। ତା’ପରେ ଶିଷ୍ୟମାନେ ବଳି ପଡ଼ିଥିବା ରୋଟୀ ଓ ମାଛ ଖଣ୍ଡଗୁଡ଼ିକୁ ଉଠାଇ ବାରଟି ଟୋକେଇ ପୂର୍ଣ କଲେ।

Konpare

Eksplore ମାଥିଉଲିଖିତ ସୁସମାଚାର 14:20

Chapit Avan yo
Chapit suivan
YouVersion

Ankouraje ak defi pou w chèche entimite ak Bondye chak jou.

Ministè

Apwopo

Karyè yo

Volontè

Blòg

Peze

Lyen itil yo

Ed

Fè yon don

Vèsyon Bib yo

Odyo Bib yo

Diferan Lang yo nan Bib la

Vèsè Jodi a


Yon Ministè Digital nan

Life.Church
English (US)

©2025 Life.Church / YouVersion

Politik PriveTèm yo
Pwogram Divilgasyon Vilnerabilite
FacebookTwitterInstagramYouTubePinterest

Akèy

Bib

Plan yo

Videyo