1
ଜଅନ୍ 1:12
ସତିଅର୍ ବାଟ୍, ନୁଆ ନିୟମ୍, 2020
ମାତର୍ ଜେ ଜେ ତାକେ ନାମ୍ଲାଇ, ଆରି ତାକେ ବିସ୍ବାସ୍ କଲାଇ, ସେ ଲକ୍ମନ୍କେ ପର୍ମେସରର୍ ପିଲାଜିଲା ଅଇଜିବାକେ ସେ ଅଦିକାର୍ ଦେଲା ।
Összehasonlít
Fedezd fel: ଜଅନ୍ 1:12
2
ଜଅନ୍ 1:1
କାଇଟା ତିଆର୍ ନ ଅଇରଇଲା ପୁର୍ବେ ବାକିଅ ରଇଲା । ସେ ବାକିଅ ପର୍ମେସରର୍ ସଙ୍ଗ୍ ରଇଲା । ସେ ଆରି ପର୍ମେସର୍ ଗଟେକ୍ ରଇଲାଇ ।
Fedezd fel: ଜଅନ୍ 1:1
3
ଜଅନ୍ 1:5
ସେ ଉଜଲ୍ ଆନ୍ଦାର୍ ବିତ୍ରେ ସବୁବେଲେ ଉଜଲ୍ ଦେଇସି । ଆନ୍ଦାର୍ କେବେ ମିସା ସେ ଉଜଲ୍ ଲିବାଇ ନାପାରେ ।
Fedezd fel: ଜଅନ୍ 1:5
4
ଜଅନ୍ 1:14
ଆରି ସେ ବାକିଅ ନର୍ ଲକ୍ ଅଇକରି ଆମର୍ ସଙ୍ଗ୍ ଜିଇଲା । ତାର୍ ସତ୍ ଆରି ଜିବନ୍ ଦୁକାଇବାଟା ପୁରାପୁରୁନ୍ ରଇଲା । ତାର୍ ବାବାର୍ ଗଟେକ୍ସେ ପିଲା ବଲି ସେ ମଇମା ପାଇରଇଲା । ତାର୍ ମଇମା ଆମେ ଦେକିଆଚୁ ।
Fedezd fel: ଜଅନ୍ 1:14
5
ଜଅନ୍ 1:3-4
ପର୍ମେସର୍ ସେ ବାକିଅ ଦେଇ ସବୁ ବିସଇ ତିଆର୍ କଲାଆଚେ । ଏ ଦୁନିଆଇ ତିଆର୍ ଅଇଲା ଗଟେକ୍ ବିସଇ ମିସା ତାର୍ଟାନେଅନି ତିଆର୍ ନ ଅଇଲାଟା ନ ରଇଲା । ସେ ବାକିଅ ନ ସାର୍ବା ଜିବନର୍ ଦାନ୍ ଦେଲା ଆରି ସେ ଜିବନ୍ ଦୁନିଆର୍ ଲକ୍ମନ୍କେ ଉଜଲ୍ ଦେକାଇଦେଲା ।
Fedezd fel: ଜଅନ୍ 1:3-4
6
ଜଅନ୍ 1:29
ତାର୍ ଆର୍କର୍ ଦିନେ ଜିସୁ ତାର୍ ଲଗେ ଆଇବାଟା ଦେକିକରି ଜଅନ୍ କଇଲା, “ଏଦେ ଦେକା ! ପର୍ମେସରର୍ ମେଣ୍ଡାପିଲା ଜେ କି, ଏ ଦୁନିଆର୍ ସବୁ ଲକ୍ମନର୍ ପାପର୍ ଡଣ୍ଡ୍ ବଇକରି ନେଇସି ।
Fedezd fel: ଜଅନ୍ 1:29
7
ଜଅନ୍ 1:10-11
ବାକିଅ ଏ ଦୁନିଆଇ ରଇଲା । ତାର୍ଟାନେଅନି ପର୍ମେସର୍ ଏ ଦୁନିଆ ତିଆର୍ କରିରଇଲେ ମିସା ଏ ଦୁନିଆର୍ ଲକ୍ମନ୍ ତାକେ ଚିନତ୍ ନାଇ । ସେ ତାର୍ ନିଜର୍ ଲକ୍ମନର୍ ଟାନେ ଆଇଲା, ମାତର୍ ତାର୍ ନିଜର୍ ଲକ୍ ଇସ୍ରାଏଲର୍ ପିଲାଜିଲା ତାକେ ନାମତ୍ନାଇ ।
Fedezd fel: ଜଅନ୍ 1:10-11
8
ଜଅନ୍ 1:9
ସେ ସତ୍ ଏବେ ଉଜଲ୍ ଅଇଲା, ଏ ଉଜଲ୍ ଦୁନିଆଇ ଆଇଲା ଆରି ସବୁ ଲକ୍ମନର୍ ମନ୍ବିତ୍ରେ ରଇବା ଆଁକି ଡିସାଇଲା ।
Fedezd fel: ଜଅନ୍ 1:9
9
ଜଅନ୍ 1:17
କାଇକେ ବଇଲେ ପର୍ମେସର୍ ଆମ୍କେ ମସାର୍ଟାନେଅନି ନିୟମ୍ ଦେଲା ଆଚେ । ମାତର୍ ଜିସୁ କିରିସ୍ଟର୍ଟାନେଅନି ଆମ୍କେ ଜିବନ୍ ଦୁକାଇ ସତ୍ ବାଟ୍ ଆଇଲା ଆଚେ ।
Fedezd fel: ଜଅନ୍ 1:17
Kezdőoldal
Biblia
Olvasótervek
Videók