Logo YouVersion
BibPlan yoVideyo
Pran aplikasyon an
Seleksyone Lang
Chache Icon

Vèsè popilè nan Bib la ki soti nan ମାଥିଉଲିଖିତ ସୁସମାଚାର 24

1

ମାଥିଉଲିଖିତ ସୁସମାଚାର 24:12-13

ପବିତ୍ର ବାଇବଲ (CL) NT (BSI)

ODCLBSI

ଏହିପରି ଭାବରେ ଅଧର୍ମ ବଢ଼ି ଚାଲିବ ଏବଂ ଲୋକଙ୍କର ପ୍ରେମ ଶିଥିଳ ହୋଇ ପଡ଼ିବ। କିନ୍ତୁ ଯେ କେହି ଶେଷ ପର୍ଯ୍ୟନ୍ତ ସ୍ଥିର ହୋଇ ରହିବ, ସେ ପରିତ୍ରାଣ ପାଇବ।

Konpare

Eksplore ମାଥିଉଲିଖିତ ସୁସମାଚାର 24:12-13

2

ମାଥିଉଲିଖିତ ସୁସମାଚାର 24:14

ପବିତ୍ର ବାଇବଲ (CL) NT (BSI)

ODCLBSI

ଈଶ୍ୱରଙ୍କ ରାଜ୍ୟ ବିଷୟରେ ଶୁଭବାର୍ତ୍ତା ସମଗ୍ର ମାନବ ଜାତି ପାଇଁ ସତ୍ୟ ସାକ୍ଷ୍ୟ ରୂପେ ସାରା ଜଗତରେ ପ୍ରଚାରିତ ହେବ। ତା’ପରେ ଯାଇ ଯୁଗାବସାନ ଘଟବ।”

Konpare

Eksplore ମାଥିଉଲିଖିତ ସୁସମାଚାର 24:14

3

ମାଥିଉଲିଖିତ ସୁସମାଚାର 24:6

ପବିତ୍ର ବାଇବଲ (CL) NT (BSI)

ODCLBSI

ତୁମ୍ଭେମାନେ ନିକଟରେ ଲାଗିଥିବା ଯୁଦ୍ଧର କୋଳାହଳ ଶୁଣବ ଓ ଦୂରରେ ଚାଲିଥିବା ଯୁଦ୍ଧର ସମ୍ବାଦ ପାଇବ। କିନ୍ତୁ ଆତଙ୍କିତ ହୁଅ ନାହିଁ। ଏପରି ସବୁ ନିଶ୍ଚୟ ଘଟିବ। କିନ୍ତୁ, ଏହାର ଅର୍ଥ ନୁହେଁ ଯେ ଯୁଗାନ୍ତ କାଳ ଉପସ୍ଥିତ।

Konpare

Eksplore ମାଥିଉଲିଖିତ ସୁସମାଚାର 24:6

4

ମାଥିଉଲିଖିତ ସୁସମାଚାର 24:7-8

ପବିତ୍ର ବାଇବଲ (CL) NT (BSI)

ODCLBSI

ଦେଶ ଦେଶ ମଧ୍ୟରେ ଯୁଦ୍ଧ ହେବ, ଏକ ରାଜ୍ୟ ଅପର ରାଜ୍ୟ ଉପରେ ଆକ୍ରମଣ କରିବ। ସର୍ବତ୍ର ଦୁର୍ଭିକ୍ଷ ଓ ଭୂମିକମ୍ପ ହେବ। କିନ୍ତୁ ଏସବୁ ପ୍ରସବ ବେଦନାର ଆରମ୍ଭ ମାତ୍ର।

Konpare

Eksplore ମାଥିଉଲିଖିତ ସୁସମାଚାର 24:7-8

5

ମାଥିଉଲିଖିତ ସୁସମାଚାର 24:35

ପବିତ୍ର ବାଇବଲ (CL) NT (BSI)

ODCLBSI

ସ୍ୱର୍ଗ ଓ ପୃଥିବୀର ବିଲୋପ ହେବ; କିନ୍ତୁ ମୋ’ କଥା କେବେ ଲୋପ ପାଇବ ନାହିଁ।

Konpare

Eksplore ମାଥିଉଲିଖିତ ସୁସମାଚାର 24:35

6

ମାଥିଉଲିଖିତ ସୁସମାଚାର 24:5

ପବିତ୍ର ବାଇବଲ (CL) NT (BSI)

ODCLBSI

ମୋ’ ନାମ ନେଇ ଅନେକ ଆସି କହିବେ, ‘ମୁଁ ପରା ମସୀହ’। ଏହା କହି ସେମାନେ ଅନେକଙ୍କୁ ଭଣ୍ଡାଇବେ।

Konpare

Eksplore ମାଥିଉଲିଖିତ ସୁସମାଚାର 24:5

7

ମାଥିଉଲିଖିତ ସୁସମାଚାର 24:9-11

ପବିତ୍ର ବାଇବଲ (CL) NT (BSI)

ODCLBSI

“ତୁମ୍ଭେମାନେ ଧରା ହୋଇ ଉତ୍ପୀଡ଼ିତ ହେବ ଓ ମୃତ୍ୟୁଦଣ୍ଡ ଭୋଗ କରିବ ଏବଂ ମୋ’ ଲାଗି ତୁମେ ସମସ୍ତଙ୍କର ଘୃଣାର ପାତ୍ର ହେବ। ସେତେବେେଳେ ଅନେକେ ସେମାନଙ୍କର ବିଶ୍ୱାସ ହରାଇବେ, ପରସ୍ପରକୁ ଘୃଣା କରି ପରସ୍ପର ପ୍ରତି ବିଶ୍ୱାସଘାତକତା କରିବେ। ସେତେବେଳେ ଅନେକ ଭଣ୍ଡ ଭାବବାଦୀ ବାହାରି ଲୋକମାନଙ୍କୁ ବିଭ୍ରାନ୍ତ କରିବେ।

Konpare

Eksplore ମାଥିଉଲିଖିତ ସୁସମାଚାର 24:9-11

8

ମାଥିଉଲିଖିତ ସୁସମାଚାର 24:4

ପବିତ୍ର ବାଇବଲ (CL) NT (BSI)

ODCLBSI

ଯୀଶୁ କହିଲେ, “ସତର୍କ ରୁହ। କେହି ଯେପରି ତୁମ୍ଭମାନଙ୍କୁ ବିଭ୍ରାନ୍ତ ନ କରେ।

Konpare

Eksplore ମାଥିଉଲିଖିତ ସୁସମାଚାର 24:4

9

ମାଥିଉଲିଖିତ ସୁସମାଚାର 24:44

ପବିତ୍ର ବାଇବଲ (CL) NT (BSI)

ODCLBSI

ତୁମ୍ଭେମାନେ ମଧ୍ୟ ସବୁବେଳେ ପ୍ରସ୍ତୁତ ହୋଇ ରହିଥାଅ। କାରଣ ତୁମେ ତାଙ୍କୁ ଅପେକ୍ଷା କରୁ ନ ଥିବା ସମୟରେ ସେ ଆସିଯାଇ ପାରନ୍ତି।

Konpare

Eksplore ମାଥିଉଲିଖିତ ସୁସମାଚାର 24:44

10

ମାଥିଉଲିଖିତ ସୁସମାଚାର 24:42

ପବିତ୍ର ବାଇବଲ (CL) NT (BSI)

ODCLBSI

“ଅତଏବ ତୁମ୍ଭେମାନେ ସତର୍କ ରୁହ, କାରଣ ତୁମ ପ୍ରଭୁ କେବେ ଆସିବେ, ତୁମେ ଜାଣ ନାହିଁ।

Konpare

Eksplore ମାଥିଉଲିଖିତ ସୁସମାଚାର 24:42

11

ମାଥିଉଲିଖିତ ସୁସମାଚାର 24:36

ପବିତ୍ର ବାଇବଲ (CL) NT (BSI)

ODCLBSI

“ସେହି ଦିନ, ସେହି ମୁହୂର୍ତ୍ତ କେବେ ଆସିବ, କେହି କହିପାରିବେ ନାହିଁ। ସ୍ୱୟଂ ଈଶ୍ୱରଙ୍କ ପୁତ୍ର କିମ୍ବା ସ୍ୱର୍ଗଦୂତମାନେ ମଧ୍ୟ ସେକଥା ଜାଣନ୍ତି ନାହିଁ, କେବଳ ପିତା ଈଶ୍ୱର ଜାଣନ୍ତି।

Konpare

Eksplore ମାଥିଉଲିଖିତ ସୁସମାଚାର 24:36

12

ମାଥିଉଲିଖିତ ସୁସମାଚାର 24:24

ପବିତ୍ର ବାଇବଲ (CL) NT (BSI)

ODCLBSI

କାରଣ ନିଜକୁ ମସୀହ ବା ଭାବବାଦୀ ବୋଲାଉଥିବା ପ୍ରଚାରକମାନେ ସେତେବେଳେ ଦେଖାଦେବେ। ସେମାନେ ଅଲୌକିକ ଓ ବିସ୍ମୟଜନକ କାର୍ଯ୍ୟ ଦେଖାଇ ଈଶ୍ୱରଙ୍କ ମନୋନୀତ ଲୋକମାନଙ୍କୁ ଭଣ୍ଡାଇବେ।

Konpare

Eksplore ମାଥିଉଲିଖିତ ସୁସମାଚାର 24:24

13

ମାଥିଉଲିଖିତ ସୁସମାଚାର 24:37-39

ପବିତ୍ର ବାଇବଲ (CL) NT (BSI)

ODCLBSI

ନୋହଙ୍କ ସମୟରେ ଯେପରି ଘଟିଥିଲା, ମନୁଷ୍ୟପୁତ୍ରଙ୍କ ଆଗମନ ସମୟରେ ସେହିପରି ହେବ। ଜଳପ୍ଲାବନ ପୂର୍ବେ ନୋହ ଜାହାଜରେ ପ୍ରବେଶ କରିବା ପର୍ଯ୍ୟନ୍ତ ଲୋକେ ଭୋଜନପାନ ଓ ବିବାହ ଆଦି କାର୍ଯ୍ୟରେ ବ୍ୟସ୍ତ ଥିଲେ। ଜଳପ୍ଲାବନରେ ସେମାନେ ଭାସିଯିବା ପର୍ଯ୍ୟନ୍ତ କଅଣ ଘଟୁଛି, ଜାଣିପାରି ନ ଥିଲେ। ମନୁଷ୍ୟପୁତ୍ର ଆସିବାବେଳେ ଠିକ୍ ସେହିପରି ହେବ।

Konpare

Eksplore ମାଥିଉଲିଖିତ ସୁସମାଚାର 24:37-39

Chapit Avan yo
Chapit suivan
YouVersion

Ankouraje ak defi pou w chèche entimite ak Bondye chak jou.

Ministè

Apwopo

Karyè yo

Volontè

Blòg

Peze

Lyen itil yo

Ed

Fè yon don

Vèsyon Bib yo

Odyo Bib yo

Diferan Lang yo nan Bib la

Vèsè Jodi a


Yon Ministè Digital nan

Life.Church
Kreyòl Ayisyen

©2026 Life.Church / YouVersion

Politik PriveTèm yo
Pwogram Divilgasyon Vilnerabilite
FacebookTwitterInstagramYouTubePinterest